ଦେଶ- ବିଦେଶ

ଝିଅ ଗଲା ପଳେଇ ପୁଅ ସହିତ ଦେଖନ୍ତୁ ଏହି VIRAL VIDEO କେମିତି ଶହେ ଶହେ ରେ ଚାଲିଲା ଖେଳ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ଦେଖିଥାନ୍ତି ।
ଏବେ ଏଭଳି କିଛି ଖବର ସାମ୍ନାକୁ ଆସୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକା ଯୁଗର ଝିଅମାନେ ଏଭଳି କାମ କରିଥାନ୍ତି ଯାହା ଶୁଣିଲେ ଆପଣ ବିଶ୍ବାସ କରିପାରିବେ ନାହିଁ । ଆଜିକା ସମାଜରେ ପ୍ରାୟ ଅନେକ ଝିଅ ଏଭଳି କାମ କରୁଛନ୍ତି ।
ଏହି ଭିଡିଓ ମାଧ୍ୟମରେ ଆପଣ ଏଭଳି ଏକ ଘଟଣା ବିଷୟରେ ଜାଣିପାରିବେ । ଏହି ଖବର ହେଉଛି ଜଣେ ଯୁବତୀ କଲେଜରେ ପାଠ ପଢୁଥିବା ସମୟରେ ପ୍ରେମ କରିଲା ।
ଆଉ ସେ କଲେଜରୁ ଦିନେ ତାର ପ୍ରେମିକ ସହ ଫେରାର ହେଇ ଯାଉଥିଲା । ଆଉ ସେ ଫେରାର ହେଉଥିବା ସମୟରେ ଏହି ଭିଡିଓ କରାଯାଇଥିଲା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି ଯୁବତୀ ଜଣକ ନିର୍ଲଜ୍ଜ କାମ କରିଛନ୍ତି ।
ଏହି ଯୁବତୀ ଜଣକ ପ୍ରେମିକ ସହିତ ଫେରାର ହେଉଥିବା ସମୟରେ ସେ ଏଭଳି କାମ କରିଥିଲା ଯାହା ଶୁଣିଲେ ଆପଣ ମନରେ ଅନେକ କଥା ଭାବିବେ । ଏହି ଝିଅଟି ପ୍ରେମିକକୁ ଭଲ ପାଇ ତା ସହ ଫେରାର ହେଇ ଯାଉଥିଲା ।
ଆଉ ଏହାପରେ ସେ ଗାଡ଼ିରେ ଯିବା ସମୟରେ ଏହି ଭିଡିଓ କରାଯାଇଛି । ଏହି ଭିଡିଓ ମାଧ୍ୟମରେ ଆପଣ ଦେଖିପାରିବେ କି ଏହି ଝିଅଟି ତାର ପ୍ରେମିକ ସହ ଯାଉଥିବା ସମୟରେ ଅନ୍ୟ ଜଣେ ଯୁବକଙ୍କୁ ଦେଖିଥିଲେ ।
ଆଉ ସେହି ଯୁବକ ଜଣଙ୍କୁ ଦେଖି ସେହି ଝିଅଟି ତାକୁ ତାର ନମ୍ୱର୍ ଦେଇ କଲ୍ କରିବାକୁ କହିଲା । ଆଗରେ ପ୍ରେମିକ ଆଉ ପୁଣି ସେ ଆଉ ଜଣେ ଯୁବକଙ୍କ ସହ ଏଭଳି କାମ କରୁଛି ଯାହା ଏହି ସମାଜ ପାଇଁ ଖରାପ ବାର୍ତ୍ତା ଅଟେ ।
ଏହି ଯୁବତୀ ଜଣକ ଏଭଳି କାମ କରିବା ପୂର୍ବରୁ ଭାବିବା କଥା ସେ କାହିଁକି ଏଭଳି କରୁଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ହେଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button