ମୁଁ ହାତୀ ଭଳିଆ ବଡ଼ ହେଲେ ମୋର ଓଜନ ନାହିଁ । ମୁଁ କିଏ ? ଏହାସହ ଜାଣନ୍ତୁ ଆହୁରି 10 Q&A

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ବିଷୟରେ କହିବୁ, ଆପଣ ମାନେ ତ ସର୍ବଦା କୌଣସି ନା କୌଣସି ପ୍ରଶ୍ନର ଅଧ୍ୟୟନ କରୁଥିବେ । ଏହା ସହିତ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ମଧ୍ୟ ଚାହାନ୍ତି । ଏବେକା ସମୟରେ ସମସ୍ତ ବିଷୟ ମଧ୍ୟରେ କମ୍ପଡିସନ ଆରମ୍ଭ ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ଏବେ କେମିତି ଉଚ୍ଚ ସ୍ଥାନରେ ରହିବେ ସେ ନେଇ ଚିନ୍ତା କରୁଛନ୍ତି, ଏଥିପାଇଁ ସେମାନଙ୍କୁ ଯେତେ କଷ୍ଟ କରିବାକୁ ପଡିଲେ ମଧ୍ୟ ସେମାନେ ତାହା କରୁଛନ୍ତି ।
ଆଜିର ସମୟରେ ଶିକ୍ଷା ବହୁତ ଉଚ୍ଚ ସ୍ଛାନ ଅଧିକାର କରିଲାଣି ଏବଂ ପ୍ରତ୍ୟେକ ଲୋକମାନେ ମଧ୍ୟ ଏବେ ଶିକ୍ଷା ଗ୍ରହଣ କରୁଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସେମାନେ କିପରି ଶିକ୍ଷାର ଉଚ୍ଚସ୍ତର ଅଧିକାର କରିବେ ସେ ନେଇ ଚିନ୍ତା କରନ୍ତି ଏବଂ ସେଥିପାଇଁ ଯେତେ କଷ୍ଟ କରିବାକୁ ପଡିଲେ ମଧ୍ୟ ସେମାନେ ତାହା କରିଥାନ୍ତି ।
ତେବେ ଶିକ୍ଷାକୁ ଏବେ ବହୁତ ମାତ୍ରାରେ ଗୁରୁତ୍ୱ ପ୍ରଦାନ କରାଯାଉଛି ଏବଂ ପ୍ରତ୍ୟେକ ସ୍ଥାନରେ ଏବେ ପ୍ରତ୍ୟେକ ବ୍ୟକ୍ତିକୁ ସମସ୍ତ ପରୀକ୍ଷାରେ ଇଣ୍ଟରଭ୍ୟୁର ସାମ୍ନା କରିବାକୁ ପଡୁଛି । ପରୀକ୍ଷାକୁ ଏବେ ବହୁତ ମାତ୍ରାରେ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ଲୋକମାନେ ମଧ୍ୟ ସେଥିପାଇଁ ଜୋରଦାର ପ୍ରସ୍ତୁତ ମଧ୍ୟ କରୁଛନ୍ତି । ସର୍ବଦା କିଛି ନା କିଛି ବିଷୟରେ ଅଧିକ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ପ୍ରଶ୍ନ ବିଷୟରେ କହିବୁ, ଯାହାକୁ ଆପଣ ମାନେ ଜାଣିବା ନିତାନ୍ତ ଆବଶ୍ୟକ ଅଟେ । ତେବେ ଆସନ୍ତୁ ଜାଣିବ ସେହି ସମସ୍ତ ପ୍ରଶ୍ନ ବିଷୟରେ ।
୧- ଭାରତର କେଉଁ ରାଜ୍ୟ କଫି ଉତ୍ପାଦନ ରେ ପ୍ରଥମ ।
ଉତ୍ତର- କର୍ଣ୍ଣାଟକ ।
୨- ଲୁଣ ର ବୈଜ୍ଞାନିକ ନାଁ କଣ ।
ଉତ୍ତର- ସୋଡିୟମ କ୍ଲୋରାଇଡ଼ ।
୩- କୁକୁଡ଼ା ଅଣ୍ଡା ର ଉପରି ଭାଗ କେଉଁ ଥିରେ ପ୍ରସ୍ତୁତ ।
ଉତ୍ତର- କ୍ୟାଲସିୟମ କାର୍ବୋନେଟ ।
୪- ତାଜମହଲ କେଉଁ ନଦୀ କୂଳରେ ଅବସ୍ଥିତ ।
ଉତ୍ତର- ଯମୁନା ।
୫- ଗାନ୍ଧିଜୀ କେଉଁଠି ଆଇନ ଅଧ୍ୟୟନ କରିଥିଲେ ।
ଉତ୍ତର- ଇଂଲଣ୍ଡ ।
୬- ପଞ୍ଚତନ୍ତ୍ର ପୁସ୍ତକ ର ରଚୟିତା କିଏ?
ଉତ୍ତର- ବିଷ୍ଣୁ ଶର୍ମା ।
୭- ମୟୁର ସିଂହାସନ କିଏ ନିର୍ମାଣ କରିଥିଲେ ।
ଉତ୍ତର- ଶାହାଯାହାନ ।
୮- କାଳିଦାସ କେଉଁ ରାଜାଙ୍କ ଦରବାରୀ କବି ଥିଲେ ।
ଉତ୍ତର- ବିକ୍ରମାଦିତ୍ୟ ।
୯- ଭାରତ ର ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ କେଉଁ ରାଷ୍ଟ୍ରପତି ରହିଛନ୍ତି ।
ଉତ୍ତର- ରାଜେନ୍ଦ୍ର ପ୍ରସାଦ ।
୧୦-ମୁଁ ହାତୀ ଭଳିଆ ବଡ଼ ହେଲେ ମୋର ଓଜନ ନାହିଁ । ମୁଁ କିଏ ?
ଉତ୍ତର- ହାତୀର ଛାଇ ।