ଜ୍ୟୋତିଷ

ସିନ୍ଦୁର ଫରୁଆରେ ରଖିଦିଅନ୍ତୁ ଏହି ଜିନିଷକୁ ସ୍ୱାମୀ ହୋଇଯିବେ କୋଟିପତି,କିଛି ଦିନ ରେ ଆପଣଙ୍କ ପରିବାର ଭାଗ୍ୟ ବଦଳିଯିବ…

ବନ୍ଧୁଗଣ ହିନ୍ଦୁ ଧର୍ମରେ ସିନ୍ଦୁର କୁ ପ୍ରତ୍ଯେକ ବିବାହିତ ମହିଳାର ବିବାହ ର ପ୍ରତୀକ ବୋଲି କୁହାଯାଇଥାଏ । ବିବାହ ସମୟରେ ମଧ୍ୟ ସିନ୍ଦୁର ଦାନ ର ଏକ ଖାସ ପ୍ରଥା ରହିଥାଏ । ଏପରିକି ସିନ୍ଦୁର ଦାନ ପରେ ହିଁ ବିବାହ କୁ ସମ୍ପର୍ଣ୍ଣ ବୋଲି କୁହାଯାଇଥାଏ । ଏହା ପରେ ଥରେ ବିବାହ ହୋଇଯିବା ପରେ ବିବାହିତ ମହିଳା ପ୍ରତଦିନ ନିଜ ମଥାରେ ସିନ୍ଦୁର ଧାରଣ କରିଥାନ୍ତି ।

କିନ୍ତୁ ଅନେକ ଥର ଏପରି ମଧ୍ୟ ଦେଖିବାକୁ ମିଳିଥାଏ କି ବଦଳୁଥିବା ସମୟ ର ସହ ଅନେକ ଲୋକଏହାକୁ ଏକ ରୂଢି ପ୍ରଥା କହି ଏହାକୁ ଧାରଣ କଋ ନଥାନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ ଏହା ଏକ ଭୁଲ କର୍ମ ହୋଇଥାଏ । ଧାର୍ମିକ ମତ ଅନୁସାରେ ସିନ୍ଦୁର କୁ ଧାରଣ କରିବାର ଅନେକ ନୀତି ନିୟମ ମାନ ଦେଖବାକୁ ମିଳିଥାଏ ।

ଏପରିକି ଯଦି କୌଣସି ମହିଳା ଏହି ନିୟମ ଗୁଡିକୁ ଠିକ ଠିକ ଭାବରେ ପାଳନ କରି ନଥାଏ, ତେବେ ସେହି ମହିଳା ର ସ୍ଵାମୀ ଜୀବନରେ ଧନ ଓ ସ୍ୱାସ୍ଥ୍ୟ ଜନିତ ସମସ୍ତ ସମସ୍ଯା ଦେଖିବାକୁ ମିଳିଥାଏ । ତେଣୁ ପ୍ରତ୍ଯେକ ବିବାହିତ ମହିଳା ମାନଙ୍କୁ ଏହି ସବୁ ନିୟମ କୁ ସିନ୍ଦୁର ଧାରଣ କରିବା ସମୟରେ ପାଳନ କରିବା ଉଚିତ ।

ବନ୍ଧୁଗଣ ସିନ୍ଦୁର କେବେ ମଧ୍ୟ ଅନ୍ୟ କାହାଠାରୁ ପଇସା ଆଣି କିଣି ପିନ୍ଧିବା ଉଚିତ ହୋଇ ନଥାଏ । ଏହା ସବୁବେଳେ ନିଜ ପଇସା ରେ ହିଁ କିଣି ପିନ୍ଧିବା ଉଚିତ । ଦ୍ଵିତୀୟରେ ହେଉଛି ପରିସ୍ଥିତି ଯାହା ହେଉ ନା କହିଣିକି କୌଣସି ବିବାହିତ ମହିଳା କୁ କେବେ ମଧ୍ୟ ଅନ୍ୟ କୌଣସି ମହିଳା ଙ୍କ ଠାରୁ ତାର ସିନ୍ଦୁର ମାଗି ପିନ୍ଧିବା ଉଚିତ ହୋଇ ନଥାଏ । ଏପରି କରିବା ମହିଳା ମାନଙ୍କ ସ୍ଵାମୀ ଙ୍କୁ ତାଙ୍କ ଜୀବନରେ ଧନ ଜନିତ ସମସ୍ଯା ମାନ ଦେଖିବାକୁ ମିଳିଥାଏ ।

ଏହାଛଡା ଉପହାର ରେ ମିଳିଥିବା ସିନ୍ଦୁର କୁ ଧାରଣ କରିବାରୁ ନିଜ କୁ ବଞ୍ଚାଇବା ଉଚିତ । ତାହାସଙ୍ଗେ ସବୁବେଳେ ମହିଳା ମାନଙ୍କୁ ସ୍ନାନ ପରେ ହିଁ ସିନ୍ଦୁର ଧାରଣ କରିବା ଉଚିତ । ସିନ୍ଦୁର ଧାରଣ କରିବା ସମୟରେ ସବୁବେଲେ ନିଜ ସ୍ଵାମୀ ର ଦୀର୍ଘାୟୁ ଓ ତାଙ୍କ ଜୀବନ ର ସଫଳତା କୁ କାମନା କରି ଧାରଣ କରିବା ଉଚିତ ।

ମହିଳା ମାନଙ୍କୁ କୌଣସି ସୁତକ ସମୟ ବା ନିଜର ପିରିୟଡ ସମୟରେ ସିନ୍ଦୁର ଧାରଣ କରିବା ଅନୁଚିତ । ମହିଳା ମାନଙ୍କୁ ସବୁବେଳେ ନିଜର ସିନ୍ଦୁର ଫରୁଆ କୁ ସମ୍ଭାଳି ଏକ ସ୍ଥାନରେ ରଖିବା ଉଚିତ ।

କାରଣ ସିନ୍ଦୁର ତଳେ ପଡିବା ଖୁବ ଅଶୁଭ ହୋଇଥାଏ । ତେଣୁ ଏହାକୁ ସବୁବେଳେ ସମ୍ଭାଳି ରଖିବା ଉଚିତ । ସିନ୍ଦୁର ଫରୁଆ ରେ ଏକ ଟଙ୍କା ର ମୁଦ୍ରା ରଖିବା ଦ୍ଵାରା ଜୀବନରେ ସବୁବେଳେ ସୌଭାଗ୍ୟ ସହ ସମୃଦ୍ଧି ଲାଗି ରହିଥାଏ ।  ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button