ଜ୍ୟୋତିଷ

ସ୍ମରଣ ଶକ୍ତି ଏତେ ବଢ଼ିଯିବ ଯେ କମ୍ପୁଟର ବି ଫେଲ ହୋଇଯିବ, କରନ୍ତୁ ଏହି ଉପାୟ- Increase Memory Power

ବନ୍ଧୁଗଣ ସ୍ମରଣ ଶକ୍ତି ର ଅଭାବରୁ ପିଲା ମାନେ କୌଣସି ଜିନିଷ କୁ ଶିଘ୍ର ମନେ ରଖି ପାରି ନଥାନ୍ତି । ଏପରିରେ ଆଜିକାଲି ସମୟରେ ପ୍ରତ୍ଯେକ ମାତା ପିତା ଏହାକୁ ନେଇ ସବୁବେଳେ ଚିନ୍ତାରେ ରହୁଛନ୍ତି । ପ୍ରତ୍ଯେକ ମାତା ପିତା ର ଇଚ୍ଛା ଥାଏ କି, ଯେପରି ତା ସନ୍ତାନ ଖୁବ ଭଲ ପାଠ ପଢୁ ଓ ଅଧିକରୁ ଅଧିକ ବୁଦ୍ଧିମାନ ହେଉ । କିନ୍ତୁ ଆଜିକାଲି ଆମ ଜୀବନ ଶୈଳୀ ଓ ଆମର ଖାଦ୍ୟ ପେୟ କିଛି ଏପରି ହୋଇ ଯାଇଛି, ଯାହାର ଫଳ ସରୂପ ନା କେବଳ ଅପିତୁ ବଡ ଲୋକ ମାନଙ୍କ ଠାରେ ମଧ୍ୟ ସ୍ମରଣ ଶକ୍ତିର ଅଭାବ ଦେଖିବାକୁ ମିଳୁଛି ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ଏକ ଉପଚାର ଟିକୁ ନେଇ ଆସିଛୁ, ଯାହାର ସେବନ ସମସ୍ତେ କରିପାରିବେ । ତାହାଛଡା ଏହାର ସେବନ ଦ୍ଵାରା ଆପଣ ମାନେ ନିଜର ସ୍ମରଣ ଶକ୍ତି କୁ ଖୁବ ଶୀଘ୍ର ରକେଟ ର ଗତି ରୁ ମଧ୍ୟ ଅଧିକ ପ୍ରଖର କରି ପାରିବେ ।

ସବୁଠାରୁ ଗୁରୁତ୍ବ ର ବିଷୟ ଏହାକି ଏହାକୁ ସେବନ କରିବା ଦ୍ଵାରା ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇ ନଥାଏ । ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ପଡିବ, ଏକ ନଡିଆ ର ଓ କିଛି ପେସ୍ତା ବାଦାମ ର ଓ ତାହାସହ କିଛି ଅଖରୋଟ ।

ଏହି ତିନୋଟି ସାମଗ୍ରୀ ରେ ଏପରି ପୋଷକତା ଭରି ରହିଛି କି ଯାହା ଆମ ମସ୍ତିସ୍କର ବିକାଶ ରେ ଖୁବ ଶୀଘ୍ର କାର୍ଯ୍ୟ କରିଥାଏ । ତାହାଛଡା ଏହା ସ୍ମରଣ ଶକ୍ତି କୁ ମଧ୍ୟ ଖୁବ ଶୀଘ୍ର ପ୍ରଖର କରି ଦେଇଥାଏ ।

ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ସମାନ ପରିମାଣର ପେସ୍ତା ବାଦାମ ନଡିଆ ଓ ଅଖ୍ରୋଟ କୁ ଛୋଟ ଛୋଟ କରି କାଟି ନିଅନ୍ତୁ । ଏହା ପରେ ଏଥିରେ ସ୍ଵାଦ ଅନୁସାରେ କିଛି ମାତ୍ରାରେ ମିଶ୍ରି ମିଶାଇ ଦିଅନ୍ତୁ । ଏବେ ବନ୍ଧୁଗଣ ଆପଣ ମାନଙ୍କର ଉପଚାର ଟି ସଂପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇ ଯାଇଛି । ଆପଣ ଏହାକୁ ପ୍ରତ୍ଯେକ ଦିନରେ ତିନିଥର ଖାଇବେ । ତାହାସହ ରାତିରେ ଏହାକୁ ଖାଇ ସାରିଲା ପରେ ଏକ ଗ୍ଳାସ ଉଷୁମ କ୍ଷୀର ପିଇ ନେବେ ।

ବନ୍ଧୁଗଣ ଏହି ଉପାୟ କୁ ସମସ୍ତେ ପ୍ରୟୋଗ କରି ପାରିବେ । ପିଲା ରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ । ଏହା ଏକ ପ୍ରକୃତିକ ଆୟୁର୍ବେଦିକ ଘରୋଇ ଉପାୟ ଅଟେ । ଏହାର ସେବନ ଦ୍ଵାରା ଆପଣ ମାତ୍ର ଅଳ୍ପ କିଛି ଦିନ ମଧ୍ୟରେ ହିଁ ଏହାର ଫଳ ଦେଖିବାକୁ ପାଇବେ । ଏହା ଆପଣଙ୍କ ସ୍ମରଣ ଶକ୍ତି କୁ ରକେଟ ର ଗତି ରୁ ମଧ୍ୟ ଅଧିକ ପ୍ରଖର କରିଦେବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button