ସ୍ୱାସ୍ଥ୍ୟ

ରାତିରେ ଶୋଇବା ପୂର୍ବରୁ ଖାଇଦିଅନ୍ତୁ ଏହି 2ଟି ଗୁଜରାତି, ଆଉ ତା ପରେ ଦେଖନ୍ତୁ ଚମତ୍କାର…

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ରୋଷେଇ ଘରେ ଏକ ସାମାନ୍ୟ ମସଲା ରୂପେ ବ୍ୟବହାର କରୁଥିବା ଗୁଜୁରାତି ର କିଛି ଏପରି ଉପକାରିତା ଯାହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ସାଧାରଣତଃ ଲୋକ ମାନେ ଗୁଜୁରାତି କୁ ଖାଦ୍ୟରେ ମହକ ଦେବା ତଥା ମାଉଥଫ୍ରେସନର ଭାବରେ ହିଁ ବ୍ୟବହାର କରିଥାନ୍ତି ।

କିନ୍ତୁ ବନ୍ଧୁଗଣ ଯଦି ଏହି ଗୁଜୁରାତି କୁ ପ୍ରତିଦିନ ରାତିରେ ଉଷୁମ ପାଣି କିମ୍ବା ଉଷୁମ କ୍ଷୀର ସହ ମିଶାଇ ସେବନ କରାଯାଏ, ତେବେ ଏହା ଶରୀରରୁ ବିଭିନ୍ନ ପ୍ରକାରର ରୋଗ ବ୍ୟାଧି କୁ ଦୂର କରିପାରେ

ବନ୍ଧୁଗଣ ଯଦି ଆପଣ ମାନଙ୍କର ଗ୍ୟାଷ୍ଟିକ ଜନିତ କିଛି ସମସ୍ଯା ଥାଏ, ବା କୋଷ୍ଟ କାଠିନ୍ୟତା ଥାଏ ବା ହଜମ କ୍ରିୟାରେ କୌଣସି କିଛି ସମସ୍ଯା ଥାଏ । ତେବେ ଆପଣ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଳାସ ଉଷୁମ ପାଣିରେ ଯଦି 2 ଟି ଗୁଜୁରାତି କୁ ଗୁଣ୍ଡ କରି ମିଶାଇ ଖାଇ ଦିଅନ୍ତି, ତେବେ ଆପଣ ଏହି ସବୁ ସମସ୍ଯା ରୁ ମୁକ୍ତ ହୋଇଯିବେ ।

ଦ୍ଵିତୀୟ ରେ ଏହା ଶରୀରରେ ଚର୍ବି କୁ ମଧ୍ୟ ହ୍ରାସ କରିଥାଏ । ଦୁଇ ମାସ ପର୍ଯ୍ୟନ୍ତ ପ୍ରତିଦିନ ରାତିରେ ଶୋଇବା ସମୟରେ ଦୁଇଟି ଗୁଜୁରାତି କୁ ଚୋବାଇ ଏକ ଗ୍ଳାସ ଉଷୁମ ପାଣି ପିଇବା ଦ୍ଵାରା ଖୁବ ଶୀଘ୍ର ଶରୀରର ଚର୍ବି କମି ଯାଇଥାଏ । ଏହା କେଶ ଜନିତ ସମସ୍ଯା ରୁ ମଧ୍ୟ ମୁକ୍ତ କରିଥାଏ ।

ଶରୀର ରେ ରକ୍ତ ସଞ୍ଚାଳନ କୁ ମଧ୍ୟ ଠିକ ରହିଥାଏ । ଯେଉଁ ପୁରୁଷ ଙ୍କ ଠାରେ ନପୁଂଷକ ଜନିତ କିଛି ସମସ୍ଯା ରହିଥାଏ ସେହି ବ୍ୟକ୍ତି ମାନେ ମଧ୍ୟ ଯଦି ପ୍ରତିଦିନ ରାତିରେ ଗୁଜୁରାତି ର ସେବନ କରିଥାନ୍ତି, ତେବେ ସେମାନେ ମଧ୍ୟ ଏହି ସମସ୍ଯା ରୁ ମୁକ୍ତ ହୋଇ ଯାଇଥାନ୍ତି ।

ଅନିଦ୍ରା ଜନିତ ସମସ୍ଯା ଥିଲେ ରାତିରେ ଏକ ଗ୍ଳାସ ଉଷୁମ କ୍ଷୀର ରେ ଅଧ ଚାମଚ ଗୁଜୁରାତି ଗୁଣ୍ଡ କୁ ମିଶାଇ ତାହର ସେବନ କରିବା ଦ୍ଵାରା ସେହି ସମସ୍ତ ସମସ୍ଯା ଦୂର ହୋଇ ଯାଇଥାଏ । ପରିସ୍ରା ଜନିତ ସମସ୍ଯା କୁ ମଧ୍ୟ ଏହା ଦୂର କରି ଦେଇଥାଏ ।

ତାହାଛଡା ଯେଉଁ ବ୍ୟକ୍ତି ମାନେ ପ୍ରତିଦିନ ଗୁଜୁରାତିର ସେବନ କରିଥାନ୍ତି, ସେମାନଙ୍କୁ ସେମାନଙ୍କର ବୃଦ୍ଧାବସ୍ଥା ରେ ଅଷ୍ଟିଓପରେସିସ୍ସ ଭଳି କୌଣସି ସମସ୍ଯା ରହି ନଥାଏ । ତେଣୁ ପ୍ରତ୍ଯେକ ବ୍ୟକ୍ତି ଙ୍କୁ ନିଜର ଖାଦ୍ୟ ରେ ପ୍ରତିଦିନ ଗୁଜୁରାତି କୁ ନିହାତି ସାମିଲ କରିବା ଉଚିତ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ସେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button