ଅପରାଧ
ମାଓ ଶିବିରରୁ ଜବତ ହେଲା ନକଲି ଟଙ୍କା ସହ ନୋଟ୍ ତିଆରି ମେସିନ୍ – Kalinga News

[ad_1]
ମାଲକାନଗିରି: ନକଲିି ନୋଟ ଛାପୁଛନ୍ତି ମାଓବାଦୀ। ମାଓ ଶିବିରରୁ ଜବତ ହେଲା ନକଲି ଟଙ୍କା ସହ ଟଙ୍କା ତିଆରି ମେସିନ୍। ୫୦, ୧୦୦, ୨୦୦, ୫୦୦ ଟଙ୍କିଆ ନକଲି ନୋଟ ଜବତ ହୋଇଛି। ଛତିଶଗଡ଼ ସୁକୁମା ପୁଲିସ ଏହାର ପର୍ଦ୍ଦାଫାସ କରିଛି। କୁମ୍ବିଂ ବେଳେ ସୁକମା କେରଜାଗୁଡା ଜଙ୍ଗଲରୁ ନକଲି ଟଙ୍କା, ଟଙ୍କା ତିଆରି ମେସିନ, ବନ୍ଧୁକ, ୱାକି-ଟକି ସହ ମାଓ ସାମଗ୍ରୀ ଜବତ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସର ସୂଚନା ମୁତବାକ, ମାଓବାଦୀ ସଙ୍ଗଠନ ଏବେ ଆର୍ଥିକ ସଙ୍କଟ ଗତି କରୁଛି। ସେଥିପାଇଁ ନକଲି ନୋଟ୍ ଛାପୁଥିବା କୁହାଯାଉଛି।
[ad_2]




