ଦେଶ- ବିଦେଶ

ଖରା ଦିନେ ବଢ଼ୁଥିବା ବିଦ୍ୟୁତ୍ ବିଲ୍ କୁ ନେଇ ଚିନ୍ତିତ କି? ଲଗାନ୍ତୁ ଏହି ଡିଭାଇସ୍, ଅଧା ହେଇଯିବ ବିଦ୍ୟୁତ୍ ବିଲ୍

ବର୍ତ୍ତମାନ ସମୟରେ ଚିନ୍ତାର ବିଷୟ ପାଲଟିଛି ବିଦ୍ୟୁତ୍ ବିଲ୍ ! ଗ୍ରୀଷ୍ମର ପ୍ରଭାବରେ ଘନ ଘନ ହୋଇ ବଢ଼ି ଚାଲିଛି ମାସିକ ବିଦ୍ୟୁତ୍ ବିଲ୍ । ଏପଟେ ଗରମ ଓ ଖରା ଯେପରି ହେଉଛି ବିନା ଏସି କିମ୍ବା କୁଲରରେ ରହିବା ଯେପରି ଅସମ୍ଭବ ପରି ଲାଗୁଛି ।

ତେବେ ବିଦ୍ୟୁତ୍ ବିଲ୍ କମ୍ ଆସିବାର ଏକ ଭଲ ସହଜ ଉପାୟ ରହିଛି । ଯଦି ଆପଣ ବର୍ଦ୍ଧିତ ବିଲ୍ ରୁ ବଞ୍ଚିତ ହେବାକୁ ଚାହୁଁଛନ୍ତି ତେବେ ଡେରି ନ କରି ଆପଣାନ୍ତୁ ଏହି ସ୍ମାର୍ଟ ଗ୍ୟାଜେଟ୍ ।

R

” ପୁନଜୋନ ସୁପରମ୍ୟାକ୍ସ ପାୱାର ” ଏକ ଇଲେକ୍ଟ୍ରିକ୍ ସେଭର ଡିଭାଇସ୍ ଅଟେ । ଏହି ବିଦ୍ୟୁତ୍ ଡିଭାଇସ୍ ଟି ଆପଣ ବ୍ୟବହାର କରୁଥିବା ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ଗୁଡ଼ିକୁ ଆବଶ୍ୟକୀୟ ବିଦ୍ୟୁତ୍ ପଠାଇଥାଏ । ସବୁଠାରୁ ଭଲ କଥା ହେଉଛି ଏହି ଡିଭାଇସ୍ ଟିକୁ ଆପଣ ମାତ୍ର ୩୯୮ ଟଙ୍କାରେ କିଣି ପାରିବେ ।

ଏହିପରି ଆଉ ଏକ ଡିଭାଇସ୍ ହେଉଛି କେୟୋରା ଟର୍ବୋ ମ୍ୟାକ୍ସ ପାୱାର । ଏହି ଡିଭାଇସ୍ ର କାମ ମଧ୍ୟ ଠିକ୍ ସେହିପରି ରହିଛି । ଏହା ଆପଣଙ୍କ ଘରେ ରହିଥିବା ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ଗୁଡିକରେ ବିଦ୍ୟୁତ୍ ଖର୍ଚ୍ଚକୁ କମ୍ କରିଥାଏ । ଏହି ଡିଭାଇସ୍ ଆପଣ ଆମାଜନରୁ କିଣି ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button