ଦେଶ- ବିଦେଶ

ସବୁ ରାତି ହେଉଛି ପର ପୁରୁଷ ସହ ରଙ୍ଗୀନ, ଦେହବ୍ୟବସାୟ କରି ଖାଉଛନ୍ତି ବ୍ରାଉନ ସୁଗାର

ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲି ସ୍ୱାମୀକୁ ହେଲେ ସେ ବୁଝି ପାରିଲେନି, ମୋତେ ଦେହ ବ୍ୟବସାୟରେ ଲଗେଇଦେଲା । ମୋତେ ବାଡେଇ ମାରି ମୋ ଠାରୁ ପଇସା ନେଇ ନିଜେ ମଦ ଗଞ୍ଜେଇ ଖାଇ ବୁଲୁଛି ।

ଏହା ହେଉଛି ରାଜଧାନୀ ମାଷ୍ଟରକ୍ୟାଣ୍ଟିନର ଏକ ଦେହଜିବୀଙ୍କ କାହାଣୀ । ଏକ କାହିଁକି ଏଭଳି ଅନେକ କାହାଣୀ ରହିଥିବ । ଯେଉଁମାନେ ପଇସା ପାଇଁ ହେଉ କି ନିଜ ଦେହ ଭୋକ ମେଣ୍ଟେଇବା ପାଇଁ ରାତି ଠାରୁ ସକାଳ ପର୍ଯ୍ୟନ୍ତ ଗରାଖ ଖୋଜି ବୁଲୁଛନ୍ତି ।

E
ହଜାର ହଜାର ଟଙ୍କାରେ ଅନ୍ୟ ପୁରୁଷଙ୍କ ସହ କଟାଉଛନ୍ତି ରାତି , ଆଉ ପୁଣି ସେହି ପଇସାରେ ଖାଉଛନ୍ତି ବ୍ରାଉନ ସୁଗାର  । ସବୁଠାରୁ ବଡ଼ କଥା ହେଉଛି ପୋଲିସର ଆଖି ସାମ୍ନାରେ ହେଉଛି ଏ ସବୁ କିଛି । ହେଲେ ସବୁ କିଛି ଜାଣି ବି ପୋଲିସର କିଛି ଯାଏ ଆସେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button