5 ଦିନ ଏହାକୁ ବନେଇ ପିଇ ନିଅନ୍ତୁ, ଆଣ୍ଠୁ ଗଣ୍ଠି ବିନ୍ଧା (Joint Pain), ମୋଟାପଣ, ଡାଇବେଟିସ, Cholestrole, ପଥରୀ କେବେବି ହେବ ନାହିଁ ips

ବନ୍ଧୁଗଣ ଜୀବନରେ କେବେ ବି ହେବନି ଆଁଠୁ ଗଣ୍ଠି ବିନ୍ଧା, ପଥରି, ଅଣ୍ଟା ବିନ୍ଧା, ମୋଟାପଣ ସବୁଦିନ ପାଇଁ ହେବ ଦୂର । ଆଜି ଆମେ ଆପଣଙ୍କୁ ଏମିତି ଔଷଧୀୟ ପତ୍ର ବିଷୟରେ କହିବାକୁ ଯାଉଛୁ ଯାହାର ଆୟୁର୍ବେଦିକ ରେ ବରଦାନ କୁହାଯାଏ । କାରଣ ଶରୀର ସହ ଜଡିତ ୩୦ରୁ ଅଧିକ ରୋଗ ଏହି ପତ୍ର ଦ୍ଵାରା ଠିକ ହୋଇଥାଏ । ଘରେ ଅନେକ ପ୍ରକାରର ବ୍ୟଞ୍ଜନରେ ଏହି ପତ୍ର ବ୍ୟବହାର କରାଯାଏ ।

ଆପଣ ମାନେ ମଧ୍ୟ ଏହି ପତ୍ର ବିଷୟରେ ନିଶ୍ଚୟ ଜାଣିଥିବେ । ତେବେ ଏହି ପତ୍ରଟି ହେଉଛି ତେଜପତ୍ର । ଆଜି ଆମେ ଆପଣଙ୍କୁ ତେଜପତ୍ର ର ଫାଇଦା ବିଷୟରେ କହିବାକୁ ଯାଉଛୁ । ଏହି ରେମେଡି ତିଆରି କରିବା ଏପାଇଁ ମିଡିୟମ ସାଇଜ ୩ରୁ ୪ଟି ତେଜପତ୍ର ନିଅନ୍ତୁ । ପ୍ରଥମେ ଆପଣ ଏକ ପ୍ୟାନରେ ଏକ ଗ୍ଳାସ ପାଣି ନେଇ ତେଜପତ୍ରକୁ ଛିଡାଇ ପକାନ୍ତୁ । ଏହା ପରେ ୩୦ ମିନିଟ ଯାଏଁ ଏହାକୁ ଭଲ ଭାବେ ଫୁଟାନ୍ତୁ ।

ଶରୀରରେ କେଉଁଠି ବି କଷ୍ଟ ହେଉ, ଫୁଲା ହେଉ ତେବେ ତେଜପତ୍ରକୁ ମିଳିଥିବା ଆଣ୍ଟି ଇମଫ୍ଲାମେଟରୀ ଗୁଣ କଷ୍ଟ ନିବାରକ ଭଳି କାମ କରିଥାଏ । ନିଦ ଆସିବା ପାଇଁ ତେଜପତ୍ର ପାଣି ବହୁତ ଲାଭଦାୟକ ଅଟେ । ପାଣି ଗରମ ହେବା ପରେ ଏକ ଚାମଚ ପାନମଧୁରୀ ମିଶାନ୍ତୁ ଯାହା ହଜମ କ୍ରିୟା କରିବାରେ ସାହାଜ୍ଯ କରିଥାଏ । ବିଭିନ୍ନ ପ୍ରକାରର ରୋଗ ଆମ ପେଟରୁ ଆରମ୍ଭ ହୋଇଥାଏ ।
ପାନମଧୁରୀ ଡାଇଜେସନ ଠିକ କରିବା ସହ ଗ୍ଯାସ ଭଳି ସମସ୍ୟାକୁ ଠିକ କରିବାକୁ ଲାଭଦାୟକ ଅଟେ । ଆପଣ ଏହି ପାଣିକୁ ଅଧା ହେବା ଯାଏଁ ଭଲ ଭାବେ ଫୁଟାନ୍ତୁ । ପାଣି ଥଣ୍ଡା ହେବା ପରେ ଆପଣ ଏହି ପାଣି କୁ ଅନ୍ୟ ଏକ ପାତ୍ରରେ ଛାଣି ନିଅନ୍ତୁ । ଏହାକୁ ଆପଣ ହରବଲ ଟି ମଧ୍ୟ କୁହାଯାଏ । ଆପଣ ଏହାକୁ ଚା ପିଇବା ସମୟରେ ସେବନ କରନ୍ତୁ । ତା ପରେ ଦେଖିବେ ଆପଣଙ୍କର ଆଁଠୁ ଗଣ୍ଠି ବିନ୍ଧା ସମସ୍ଯା ଦୂର ହେବ ।
ଯଦି ଆପଣଙ୍କର ଡାଇବେଟିସ ଅଛି, କୋଲେଷ୍ଟ୍ରୋଲ ଅଧିକ ବଢି ଯାଉଛି ସେମାନେ ଏହାର ସେବନ କରିଲେ ବହୁତ ଆରାମ ମିଳିବ । ଯେଉଁ ମାନଙ୍କର ପଥରୀ ବା କିଡନି ଷ୍ଟୋନ ଭଳି ସମସ୍ଯା ଅଛି ତେବେ ଏହାର ସେବନ କରିଲେ ପଥରି ପରିସ୍ରା ବାଟେ ବାହାରିଯିବ । ପେଟର ଚର୍ବି କମ ହେବ ଓ ମୋଟାପଣ ଶେଷ ହେବ । ଏହି ପାଣି କୁ ସେମାନେ ସେବନ କରି ପାରିବେ ଯେଉଁ ମାନଙ୍କର ଭୁଲିବାର ରୋଗ ଅଛି ।

କାରଣ ଏହି ଡ୍ରିଙ୍କ ଆପଣଙ୍କ ମସ୍ତିସ୍କ କୁ ବହୁତ କ୍ଷିପ୍ର କରିବ । ଦିନକୁ ଆପଣ ଥରେ ଚାହା ଭଳି ସେବନ କରିବାକୁ ହେବ । ମାତ୍ର ସପ୍ତାହ ମଧ୍ୟରେ ଆପଣ ଏହାର ଏମିତି ରେଜଲ୍ଟ ଦେଖିବାକୁ ପାଇବେ ଆପଣ ନିଶ୍ଚୟ ଫାଇଦା ପାଇ ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।




