3 ଦିନ ପାଣିରେ ମିଶାଇ ପିଇ ନିଅନ୍ତୁ, ଆଜୀବନ ରହିବେ ନିରୋଗୀ, ନର୍ଭ ବ୍ଲକେଜ, ହାତ ଗୋଡ ଝିମିଝିମି ହେବା, ସୁଗାର ସବୁ ଗାୟବ

ଆପଣଙ୍କୁ ଏହି ସମସ୍ତ ରୋଗର ନିରାକରଣ ପାଇଁ ଅଦା ଚାହା ପିଇବା ଆବଶ୍ୟକ । ଅଦା ଭିତରେ ବହୁତ ଅଧିକ ଏବଂ ଫାଇଦା ଦେବା ଭଳି ଆଣ୍ଟି ଆକ୍ସିଡେଣ୍ଟରହିଥାଏ । ଯାହାକି ଆପଣଙ୍କ ଶରୀରରେ ଥିବା ଆକ୍ସିଡେଟିଭ ଡ୍ୟାମେଜକୁ ଠିକ କରିଦେଇଥାଏ । ଅଦା ଭିତରେ ଥିବା ଜିଞ୍ଜରଲ ଆପଣଙ୍କ ଶରୀର ଭିତରେ ହେଉଥିବା ଦରଜ ଏବଂ ଶିର ଭିତରେ ଯେଉଁ ବ୍ଲକେଜ ହୋଇଥାଏ ବା କୋଲେଷ୍ଟ୍ରଲ ଜମିଥାଏ ସେହିସବୁକୁ କମ କରିବାର କାମ କରିଥାଏ ।
ତେବେ ଆପଣ ଏହି ଚାହାକୁ କିଭଳି ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା । ଆପଣଙ୍କୁ ଏହି ଅଦା ଚାହା ପ୍ରସ୍ତୁତ କରିବା ପାଇଁ ଦୁଇ କପ ପାଣି ନେବା ଆବଶ୍ୟକ । ଏବଂ ଏଥିରେ ଆପଣଙ୍କୁ ଏକ ଚାମଚ ଘସା ହୋଇଥିବା ଅଦା ପକାଇବା ଆବଶ୍ୟକ । ଅଦାକୁ ଆପଣ ଘସନ୍ତୁ ଏବଂ ସେହି ଘସା ହୋଇଥିବା ଅଦାରୁ ଏକ ଚାମଚ ଅଦା ନେଇ ଆପଣ ଦୁଇ କପ ନେଇଥିବା ପାଣିରେ ମିଶାଇ ଭଲ ଭାବରେ ଫୁଟାନ୍ତୁ ।
ଏହାକୁ ଆପଣଙ୍କୁ ଦୁଇ କପ ପାଣିରୁ ଫୁଟି ଫୁଟି ଏକ କପ ହେବା ପର୍ଯ୍ୟନ୍ତ ଫୁଟାଇବା ଆବଶ୍ୟକ । ଯେତେବେଳେ ଏହା ଏକ କପ ହୋଇଯିବ ଏହାକୁ ଆପଣ ଛାଣି ଦିଅନ୍ତୁ ଏବଂ ଗରମ ଗରମ ଚାହା ଭଳି ପିଅନ୍ତୁ । ଯଦି ଆପଣଙ୍କ ଠାରେ ଡାଇବେଟିସ ନାହିଁ ତେବେ ଆପଣ ଏଥିରେ ମହୁ ମିଶାଇ ପାରିବେ ।
ଆପଣ ଚାହିଁଲେ ଏହାକୁ ଫୁଟାଇବା ସମୟରେ ଛୋଟ ଖଣ୍ଡ ଡାଲଚିନି ମଧ୍ୟ ପକାଇ ପାରିବେ । ଏହି ଉପାୟକୁ ଆପଣଙ୍କୁ ଦିନକୁ ଦୁଇ ଥର ବ୍ୟବହାର କରିବା ଆବଶ୍ୟକ । ଗୋଟିଏ ଥର ଆପଣ ସକାଳର ଖାଇବା ପରେ ହେଉ ବା ଦ୍ଵିପହର ଖାଇବା ପରେ ହେଉ ନେଇପାରିବେ । ଆଉ ଥରେ ଆପଣ ନେଇ ପାରିବେ ରାତିରେ ଖାଇବା ଖାଇ ସାରିବା ପରେ ।
ଆପଣ ଏହାର ସେବନ କରି କେବଳ 15 ଦିନରେ ଫାଇଦା ଦେଖିବା ପାଇଁ ପାଇବେ । ଏହିଭଳି ଭାବରେ ଆପଣ ଏହାର ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଶରୀରରେ ରହିଥିବା ବ୍ଲକେଜ, ଆଣ୍ଠୁ ଗଣ୍ଠି କଷ୍ଟ, ବାତ, ଇତ୍ୟାଦି ସମସ୍ୟାରୁ ଆପଣଙ୍କୁ ବହୁତ ଶୀଘ୍ର ମୁକ୍ତି ମିଳିପାରିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।