କେଉଁ ପତ୍ର ଖାଇଲେ ମଳକଣ୍ଟକ ପୁରା ଠିକ ହୋଇଯାଏ ? ଏହା ସହ ଜାଣନ୍ତୁ 20+ GK

ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ତେବେ ଆପଣଙ୍କର ଜ୍ଞାନ ବଢାଇବା ଆଜି ଆମେ ଆପଣଙ୍କ ପାଇଁ କିଛି ନୂଆ ନୂଆ ସାଧାରଣ ଜ୍ଞାନ ପାଇଁ ନେଇ ଆସିଛୁ ।
1- ଗାଜର ଖାଇଲେ କେଉଁ ରୋଗ ଠିକ ହୋଇଥାଏ ?
ଉତ୍ତର- ହୃଦୟ ରୋଗ ।
2- ଧଳା ସେଓ କେଉଁ ଦେଶରେ ମିଳିଥାଏ ?
ଉତ୍ତର- ଚୀନ ।
3- ଗୋଟିଏ ମୟୂର ର ଜୀବନ କାଳ କେତେ ବର୍ଷ ପର୍ଯ୍ୟନ୍ତ ହୋଇଥାଏ ?
ଉତ୍ତର- 20 ବର୍ଷ ।
4- କେଉଁ ପରିବା ଖାଇଲେ ରକ୍ତ ସଫା ହୋଇଥାଏ ?
ଉତ୍ତର- କଲରା ।
5- ୱାନ ପ୍ଲସ କେଉଁ ଦେଶର କମ୍ପାନୀ ଅଟେ ?
ଉତ୍ତର- ଚୀନ ।
6- ବରକୋଳି ଖାଇବା ଦ୍ଵାରା କେଉଁ ରୋଗ ଭଲ ହୋଇଥାଏ ?
ଉତ୍ତର- କୋଷ୍ଠକାଠିନ୍ଯ ।
7- ମୁଣ୍ଡରେ କଣ ଲଗାଇବା ଦ୍ଵାରା ଉକୁଣୀ ମୂଳରୁ ଶେଷ ହୋଇ ଯାଆନ୍ତି ?
ଉତ୍ତର- ଦହି ଓ ଡାଲଚିନି ।
8- ଡାଲଚିନି ସହ କଣ ଖାଇଲେ ପେଟରେ ଚାରି 10 ଦିନରେ କମିଯିବ ?
ଉତ୍ତର- ପାନମଧୁରୀ ।
9- ପ୍ରତିଦିନ କଣ ଖାଇବା ଦ୍ଵାରା ଲିଭର ସବୁବେଳେ ସୁସ୍ଥ ରହିଥାଏ ?
ଉତ୍ତର- ସେଓ ।
10- ଛୋଟ ପିଲାଙ୍କୁ କଣ ଖାଇବାକୁ ଦେଲେ ତାର ସ୍ମରଣ ଶକ୍ତି ବଢିଥାଏ ?
ଉତ୍ତର- ପେସ୍ତାବାଦାମ ।
11- ମଶା କାମୁଡିଲେ କେଉଁ ରୋଗ ହୋଇଥାଏ ?
ଉତ୍ତର- ଡେଙ୍ଗୁ ।
12- ପ୍ରଜାପତିର ଜୀବନ କାଳ କେତେ ଦିନ ହୋଇଥାଏ ?
ଉତ୍ତର- 15 ଦିନ ।
13- ଭାରତର ସବୁଠାରୁ ବଡ ବିମାନ ବନ୍ଦର କେଉଁ ଠାରେ ରହିଛି ?
ଉତ୍ତର- ଦିଲ୍ଲୀ ।
14- କେଉଁ ପକ୍ଷୀ କୁ ରାତିର ରାଜା କୁହାଯାଏ ?
ଉତ୍ତର- ପେଚା ।
15- କ୍ୟାରମ ବୋର୍ଡ ରେ ଥିଲା ଲାଲ ଡିସ୍କ ର ନାମ କଣ ?
ଉତ୍ତର- ରାଣୀ ।
16- ଭାରତର କେଉଁ ରାଜ୍ୟରେ କଳା ବାଘ ଦେଖାଯାଏ ?
ଉତ୍ତର- ଓଡିଶା ।
17- କେଉଁ ଦେଶର ରାଷ୍ଟ୍ରୀୟ ଫୁଲ ଗୋଲାପ ଅଟେ ?
ଉତ୍ତର- ଆମେରିକା ।
18- ଭାରତର ସବୁଠାରୁ ପୁରୁଣା ନଦୀ କିଏ ?
ଉତ୍ତର- ନର୍ମଦା ନଦୀ ।
18- କ୍ରିକେଟ ଖେଳର ଗୋଟିଏ ଟିମରେ କେତେ ଜଣ ଖେଳନ୍ତି ?
ଉତ୍ତର- 11 ଜଣ ।
19- କେଉଁ ପତ୍ର ଖାଇଲେ ମଳକଣ୍ଟକ ପୁରା ଠିକ ହୋଇଯାଏ ?
ଉତ୍ତର- ତେତୁରି ପତ୍ର ।