ଅପରାଧ
ପୋଲିଓ ବୁନ୍ଦା ଖୁଆଇବାକୁ କହି ହସ୍ପିଟାଲରୁ ଶିଶୁପୁତ୍ର ଚୋରି ଅଭିଯୋଗ – Kalinga News
[ad_1]
ବାଲେଶ୍ଵର : ପୁଣି ହସ୍ପିଟାଲରୁ ଶିଶୁ ଚୋରି ଘଟଣା ସାମ୍ନାକୁ ଆସିଛି। ବାଲେଶ୍ଵର ହସ୍ପିଟାଲର ପ୍ରସୂତି ବିଭାଗରୁ ଶିଶୁପୁତ୍ରଙ୍କୁ ଚୋରି କରାଯାଇଥିବା କୁହାଯାଉଛି। ବାଲିଆପାଳ ବ୍ଲକ କୁଲହାଚଡର ଅନିତା ଦଣ୍ଡପାଟଙ୍କ ଶିଶୁପୁ୍ରଙ୍କୁ ଚୋରି କରାଯାଇଥିବା ଅଭିଯୋଗ ହୋଇଛି । ଅନିତାଙ୍କର ବାଲେଶ୍ଵର ହସ୍ପିଟାଲରେ ଗତକାଲି ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରସବ ପରେ ଜଣେ ଅଜଣା ମହିଳାଙ୍କ ସହ ତାଙ୍କର ଦେଖା ହୋଇଥିଲା। ମହିଳା ଜଣକ ପୋଲିଓ ବୁନ୍ଦା ଖୁଆଇବାକୁ କହି ଅନିତାଙ୍କ ପାଖରୁ ତାଙ୍କ ଶିଶୁପୁତ୍ରଙ୍କୁ ନେଇ ଫେରାର ହୋଇଯାଇଥିବା ଅଭିଯୋଗ । ସିସିଟିଭି ଫୁଟେଜରୁ ପୁଲିସତ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ।
[ad_2]