ବିଭିନ୍ନ ବୁଥ୍ରେ ଇଭିଏମ୍ ଅଚଳ: ମତଦାନରେ ବିଳମ୍ବ – Kalinga News

[ad_1]
ଯାଜପୁର/କାକଟପୁର/ନିମାପଡା : ଯାଜପୁର ବିଧାନସଭା ମଣ୍ଡଳୀ ୯୮ ନମ୍ବର ବୁଥ୍ରେ ଇଭିଏମ ଅଚଳ। ଫଳରେ ମତଦାନ ଆରମ୍ବ ହୋଇପାରିନି। କାକଟପୁର ପଞ୍ଚାୟତର ୧୫୭ ନମ୍ବର ବୁଥ୍ରେ ଇଭିଏମ ଅଚଳ ହୋଇପଡ଼ିଛି। ଫଳରେ ମତଦାନରେ ବିଳମ୍ବ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକର ୨୬୩ ଓ ୨୬୪ ବୁଥ୍ରେ ଇଭିଏମ ଅଚଳ। ନାଗପୁରର ୧୩୯ ନମ୍ବର ବୁଥ୍ରେ ଅଚଳ। ଭୋଟର ମତଦାନ କରିବାକୁଧାନିବାନ୍ଧି ରହିଛନ୍ତି। ନୂଆଖୋଲମରା ପଂଚାୟତର ୧୦୨ ବୁଥ୍ର ଇଭିଏମ ଅଚଳ ହୋଇଛି। ଫଳରେ ମତଦାନ ପ୍ରକ୍ରିୟାରେ ବିଳମ୍ବ ହୋଇଛି।
ଶେଷ ପର୍ଯ୍ୟାୟ ନିର୍ବାଚନରେ ନିମାପଡା ମଣ୍ଡଳୀ ଗୋପ ଅଞ୍ଚଳରେ ବ୍ୟାପକ ଅବ୍ୟବ୍ୟସ୍ଥା ଦେଖାଦେଇଛି । ୧୦ ରୁ ଉର୍ଦ୍ଧ୍ବ ବୁଥ୍ରେ ଇଭିଏମ ଅଚଳ ଯୋଗୁ ମତଦାନରେ ବିଳମ୍ବ ହୋଇଛି । ଏନେଇ ଗୋପ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ହୋଇଥିବା ବୁଥ୍ରେ ଅସନ୍ତୋଷ ଦେଖାଦେଇଛି ।
[ad_2]




