ସ୍ୱାସ୍ଥ୍ୟ

କାହିଁକି ହୁଏ ଶୀଘ୍ର ପତନ ସମସ୍ଯା ? ଜାଣନ୍ତୁ ଏ ନେଇ କଣ କୁହନ୍ତି ଡକ୍ଟର

ନମସ୍କାର ବନ୍ଧୁଗଣ, ପୁରୁଷ ନାରୀ ମଧ୍ୟରେ ଯେତେବେଳେ ଇଣ୍ଟରକୋର୍ସ ହୋଇଥାଏ ସେତେବେଳେ ଯଦି ପୁରୁଷର ବହୁତ ଶୀଘ୍ର ପତନ ହୋଇଯାଏ ତେବେ ଏହା ଏକ ଚିନ୍ତାର ବିଷୟ ଅଟେ ବା ଏହା ଏକ ରୋଗ ବୋଲି କୁହାଯିବା । ଶୀଘ୍ର ପତନ ହେବାର ସମସ୍ୟା କିଛି ଲୋକଙ୍କ ଠାରେ ରହିଥାଏ ଯାହା ଫଳରେ ସେମାନଙ୍କ ଦାମ୍ପତ୍ୟ ଜୀବନ ଖୁସିରେ କଟିନଥାଏ । ଏବଂ ସେମାନେ ଲାଜରେ ତାହାର ଚିକିତ୍ସା ମଧ୍ୟ କରନ୍ତି ନାହିଁ ।

ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ ଏହି ଅସୁବିଧା କାହିଁକି ହୋଇଥାଏ ଏବଂ ଏହାର ନିରାକରଣ କିପରି କରାଯିବ । ସାଧରଣତଃ ପତନର ସମୟ ହୋଇଥାଏ 4ରୁ 5 ମିନିଟ । ଯଦି ଆପଣଙ୍କ ଏକ ମିନିଟରୁ କମ ସମୟ ମଧ୍ୟରେ ପତନ ହେଉଛି ତେବେ ଏହା ହେଉଛି ଆପଣଙ୍କର ପ୍ରିମାଚର ଇଜାକୁଲେସନ । ଏହାର କାରଣ ମୁଖ୍ୟତ ହେଉଛି ସାଇକୋଲଜିକାଲ ଆଉ ସିଚୁଏସୀୟନାଲ । ସମ୍ପର୍କ ରଖିବାର ଉତ୍ସାହ ଯଦି ଥିବ ଏବଂ କିଛି ଚିନ୍ତା ଥିବ, ନବ ବିବାହିତ ଦମ୍ପତ୍ତି ଥିଲେ ଶୀଘ୍ର ପତନ ହେବାର ଅଧିକ ସମ୍ଭାବନା ରହିଥାଏ ।

ସମ୍ପର୍କ ରଖିବାର ଯଦି ବହୁତ ଦିନ ବିତି ଯାଇଥିବା ବା ଅଧିକ ଦିନର ଅନ୍ତର ଥିବ ସେଠାରେ ଶୀଘ୍ର ପତନ ସାଧାରଣ ହୋଇଥାଏ । ଏହାର ଚିକିତ୍ସା ପାଇଁ ଆପଣ ସେକ୍ସ କିପରି କରିବେ ଏହାର କାଉନ୍ସିଲିଙ୍ଗ ହେବ । ଏହାପରେ ଆପଣଙ୍କୁ ଔଷଧ ଦିଆଯିବ । ଏହା ନର୍ଭ ସହ ଜଡିତ ଏକ ରୋଗ ହୋଇଥାଏ । ସମ୍ବନ୍ଧ ରଖିବା ସମୟରେ ନିଜକୁ ଶାନ୍ତ ରଖିବାକୁ ପଡିବ । ଏଥିପାଇଁ ଆପଣଙ୍କୁ କିଛି ଥେରାପି ମଧ୍ୟ ଡାକ୍ତରମାନେ କହିଥାନ୍ତି ।

କିଭଳି ଭାବରେ ଆପଣ ସେକ୍ସସୁଆଲ ଇଣ୍ଟରକୋର୍ସ କରିବେ ତାହା ସଂପର୍କରେ ଆପଣଙ୍କୁ ଡାକ୍ତର ମାନେ ଅବଗତ କରାଇବେ । ଔଷଧ ଖାଇଲେ ମଧ୍ୟ ଏହା ଭଲ ହୋଇଥାଏ କିନ୍ତୁ ଜାଣିବା ପାଇଁ ପଡିବ ଆପଣଙ୍କୁ ଔଷଧ କେତେଦିନ ପର୍ଯ୍ୟନ୍ତ ଖାଇବାକୁ ପଡିବ । ସେହି ଔଷଧକୁ ଆପଣଙ୍କୁ ନିହାତି ଭାବରେ ତିନି ମାସ ଖାଇବା ପାଇଁ ପଡିଥାଏ ।

ଆପଣଙ୍କ ପତନ ସମୟ ଅନୁଯାୟୀ ଡାକ୍ତର ଆପଣଙ୍କ ଚିକିତ୍ସା କରିଥାନ୍ତି । ଯଦି ଆପଣଙ୍କର ପତନ 1 ମିନିଟରେ ହେଉଛି ତେବେ ଡାକ୍ତର ଏହାର ଚିକିତ୍ସା କରି 2 ରୁ 3 ମିନିଟ ପର୍ଯ୍ୟନ୍ତ କରିପାରିବେ । ଯଦି ଆପଣଙ୍କ ପତନ ସମୟ 30 ସେକେଣ୍ଡ ହୋଇଥିବ ତେବେ ଆପଣଙ୍କ ଚିକିତ୍ସା କରାଯାଇ ଏହାର ସମୟକୁ ବହୁତ ଅଧିକ ବଢା ଯାଇପାରିବ ନାହି କିନ୍ତୁ 30 ସେକେଣ୍ଡ ଠାରୁ ଟିକିଏ ଅଧିକ ନିହାତି କରାଯାଇ ପାରିବ ।

ରୋଗୀକୁ ସର୍ବଦା ନିଜ ପତନ ସମୟ ଅନୁଯାୟୀ ଡାକ୍ତର କହୁଥିବା ସମସ୍ତ କାର୍ଯ୍ୟ କରିବା ଦ୍ଵାରା ହିଁ ଭଲ ଲାଭ ମିଳିପାରିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button