ସ୍ୱାସ୍ଥ୍ୟ

ହଳଦୀ ଦ୍ଵାରା ପାଠ ପଢାରେ ହେଇଥାଏ ପରିବର୍ତ୍ତନ, ପାଠ ପଢାରେ ପିଲାଙ୍କ ମନ ଲାଗୁ ନଥିଲେ କିମ୍ବା ପଢୁଥିବା ପାଠ ମନେ ରହୁ ନଥିଲେ କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ , ଆଜି କାଲି ପିତାମାତାଙ୍କ ର ଗୋଟିଏ ସମସ୍ୟା ପାଇଁ ବହୁତ ପୂଜା ପାଠ କରନ୍ତି ନିବେଦନ କରନ୍ତି ନା ତାଙ୍କ ପିଲାମାନେ ପାଠ ପଢିବା ସମୟରେ ଗୀତ ଶୁଣୁଛି ପାଠ ପଡିବା  ସମୟରେ ଛାଟିଙ୍ଗ କରୁଛି ବା ଠିକ୍ ପାଠ ପଡିବା  ସମୟରେ ସାଙ୍ଗ ମାନଙ୍କ ସହ କଥା ହେଉଛୁ , ବେଳେ ବେଳେ ପିଲାମାନେ ତାଙ୍କର ପରୀକ୍ଷା ଫଳ କୁ ମଧ୍ୟ ଆମ ଠାରୁ ଲୁଚେଇଥାନ୍ତି .ଓ ତାଙ୍କ ଶିକ୍ଷକ ତାଙ୍କୁ କ’ଣ କହିଥାନ୍ତି । ଏହି ସବୁ ବିଷୟକୁ ସେମାନେ ଲୁଚେଇଥାନ୍ତି । ଯେତେ ବେଳେ ପିଲା ପାଠ ପଢିବାକୁ ବସିଥାଏ ତେବେ ପାଠରେ ମନଟା ନ ଥାଏ ।

କିନ୍ତୁ କେଉଁ କେଉଁ ଦେଶ ଭ୍ରମଣ କରି ଆସିଥାନ୍ତି । କାରଣ ମନକୁ ତୋ  କେହି ବାନ୍ଦି ପାରନ୍ତି ନାହି ତେଣୁ କରି ପିଲାକୁ ଚଗଲା କରନ୍ତି କେଉଁ ଗ୍ରହ ଓ ମନ କୁ ନିଜ ଆୟତରେ ର୍ରଖିଥାନ୍ତି କେଉଁ ଗ୍ରହ ଆସନ୍ତୁ ଜାଣିବା ଏହା ବିଷୟରେ  । ପ୍ରାୟତ ସମସ୍ତଙ୍କ ପରିବାରରେ ଏହି ସମସ୍ୟା ଦେଖାଯାଇଥାଏ । କିନ୍ତୁ ପିତାମାତା ମାନେ ପିଲାର ଛୋଟ ବୟସରୁ ହିଁ ମୋବାଇଲ  ଦେଇଥାନ୍ତି ଯଦି ପିଲା ଖାଇବାରେ ଅସୁବିଧା କରିଥାଏ । ତେବେ ଆମେ ତାକୁ ମୋବାଇଲ ଦେଇଥାଉ ଯାହା ଫଳରେ କି ପିଲାଙ୍କୁ ମୋବାଇଲ ଚଳାଇବା ଶିଖିଥାନ୍ତି ଓ ପାଠ ପଢା ପ୍ରତି ଧ୍ୟାନ ଦେଇନଥାନ୍ତି ।

ଏଥିରେ ପିଲାମାନଙ୍କ ଭୁଲ ନ ଥାଏ ଏହାର ସମସ୍ତ ଭୁଲ ହୋଇଥାଏ ପିତାମାତାଙ୍କର  । ଯେତେ ବେଳେ ପିଲା ପାଠ ପଢିବାକୁ ବସିଥାଏ ତେବେ ତାଙ୍କର ମନ ଡିସଟର୍ବ ଥାଏ ଯାହା କି ଶୁକ୍ରଙ୍କ ଦ୍ଵାରା ହୋଇଥାଏ । କାରଣ ଠିକ୍ ପଢିଲା ସମୟରେ ହିଁ ଅନ୍ୟ କିଛି ଜିନିଷ କଥା ମନେ ପଢେ , ସାଙ୍ଗ ସହ କଥା ହେବ , ଭୁଲି ଯାଇଥିବା କଥା ସେହି ସମୟରେ ମନେ ଆସିବା , କିଛି ରଙ୍ଗୀନ ବସ୍ତ୍ର ପ୍ରତି ଶୋକିନ ହେବା । ଭଲ କପଡା କେମିତି ପିନ୍ଧିବା , ଭଲ ଜିନିଷ କେମିତି କିଣିବା ଆଦି ବିଷୟ ମନକୁ ଆସିଥାଏ ।

କିନ୍ତୁ ସେହି ସମୟରେ ମନକୁ ଆସିନଥାଏ କି କେମିତି ଭଲ ପାଠ ପଢି ଭଲ ମଣିଷ ଭଲ ଚାକିରୀ କରିବା ଏସବୁ ହୋଇଥାଏ ତେବେ ଜାଣିବେ ତାଙ୍କ ଜାତକରେ ଶୁକ୍ର କୋଣସି ଭାବ ହେଇଥାନ୍ତୁ ସେ ଲଗ୍ନ ରୁ ନେଇ ଦ୍ଵାଦଶ ଭିତରେ ଯଦି ମକର ରାଶିରେ ରହିଥାନ୍ତି । କାରଣ ମକର ରାଶିରେ ଶୁକ୍ର ଜମା ବି ଭଲ ନୁହନ୍ତି । ମକର ରାଶିରେ ଶୁକ୍ର ଯେଉଁ ମାନଙ୍କ ଥାନ୍ତି ନା ସେମାନଙ୍କର ଯଦି ଦଶା ଚାଳିଲା  ତେବେ ସେ କୁଆଡେ କୁଆଡେ ଯାଇଥାନ୍ତି ।

ତେଣୁ କରି ଏହି ଉପାୟ କୁ ଥ ରେ କରନ୍ତୁ ଦେଖିବେ ଆପଣଙ୍କ ପିଲା ଠିକ ବାଟ କୁ ପଳେଇ ଆସିଥାଏ । ବୃହସ୍ପତି ହେଉଛନ୍ତି ଶାନ୍ତ ତେଣୁ ସେ ଏହି ସବୁ କୁ ଅଟାଖାଇଥାନ୍ତି। ଆମ ଅଙ୍ଗୁଳିରେ ବିଷୀ  ଅଙ୍ଗୁଳି ହେଉଛି ବୃହସ୍ପତି ଙ୍କର ତେଣୁ କରି କିଛି ହଳଦୀ ଗୁଣ୍ଡ ନେଇ  ଏଥିରେ କିଛି ପାଣି ମିଶେଇ ଅଧା କରନ୍ତୁ , ଏବଂ ଏହାକୁ ପିଲାର କଲମ କୁ ନେଇ ଯେଉ ଦୁଇ ଅଙ୍ଗୁଳି ସହାୟରେ ଲେଖିଥାଏ ବିଷୀ ଏବଂ ବୁଢା ଅଙ୍ଗୁଳିରେ ଲଗେଇବେ । ଏହା ସୁଖି ଗଲା ପରେ ଏହା ବହିକୁ ଲାଗେ ନ ଥାଏ ।

କାରଣ ହଳଦୀ ହେଉଛି  ବୃହସ୍ପତିଙ୍କର ତେଣୁ ଯେତେ ବେଳେ ଆମେ ପିଲାର ଦୁଇ  ଅଙ୍ଗୁଳିରେ ଲଗେଇ ଥାଉ ନ ତେବେ ଏହା ଶୁକ୍ରଙ୍କ ପ୍ରଭାବ କୁ କମ୍ କରିଥାଏ । ଆଉ ପିଲା ମଧ୍ୟ ପାଠ ପଢା ପ୍ରତି ଆସକ୍ତ ହୋଇଥାଏ । ଆପଣମାନେ ଏହାକୁ ନିହାତି କରନ୍ତୁ ଦେଖିବେ ଏହାର ସବୁ ଦିନ କରିବା ପରଠାରୁ ପିଲା ପାଠ ପଢା ପ୍ରତି ମନ ଦେଇ ଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button