ଅପରାଧ

ବିଦ୍ୟୁତ ଠିକାଦାରଙ୍କ ବାସଭବନରେ ଆଇଟି ଚଢ଼ାଉ – Kalinga News

[ad_1]

ଯାଜପୁର: ଯାଜପୁର ଜିଲ୍ଲା ହାଟପାଟଣା ଅଞ୍ଚଳରେ ଆଇଟି ଚଢ଼ାଉ କରାଯାଉଛି।  ଜଣେ ବିଦ୍ୟୁତ ଠିକାଦାରଙ୍କ ବାସଭବନରେ ଏହି ଆଇଟି ଚଢ଼ାଉ ଜାରି ରହିଛି । ଏହି ରେଡ୍ ଠିକାଦାର ଧରଣୀ ସାହୁଙ୍କ ଘରେ କରାଯାଉଥିବା ଜଣାପଡିଛି । ଗୁପ୍ତ ସୂଚନା ପାଇବା ପରେ ଠିକାଦାର ଧରଣୀ ସାହୁଙ୍କ ଘରେ ୭ଜଣିଆ ଆଇଟି ଟିମ୍ ପକ୍ଷରୁ ଚଢାଉ ଆରମ୍ଭ ହୋଇଥିବା କୁହାଯାଉଛି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button