ରାଜନୀତି

ବାହାନଗାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଚାର – Kalinga News

[ad_1]

ସୋର: ବାଲେଶ୍ବର ଜିଲ୍ଲା ସୋର ନିର୍ବାଚନ ମଣ୍ଡଳୀ ବାହାନଗାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେପି ପାଇଁ ପ୍ରଚାର କରିଛନ୍ତି। ରୋଡ୍ ସୋ’ରେ ଭଦ୍ରକ ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ ସୋର ବିଧାୟକ ପ୍ରାର୍ଥୀ ପର୍ଶୁରାମ ଧଡ଼ାଙ୍କ ପାଇଁ ଭୋଟ୍ ମାଗିଛନ୍ତି ସେ। ବାହାନଗା, ଗୋପାଳପୁର, ଅଞ୍ଜି, ଅନନ୍ତପୁରରେ ରୋଡ୍ ସୋ’ କରି ଅଶ୍ୱିନୀ ବୈଷ୍ଣବ ଭୋଟ୍ ଭିକ୍ଷା କରିଥିଲେ। ରୋଡ୍ ସୋ’ ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଏଥର ଓଡ଼ିଶାରେ ବିଜେପି ସରକାର କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button