ଜ୍ୟୋତିଷ

ଏହି 3 ଟି ନାମର ମହିଳାଙ୍କୁ କେବେ ବି ସନ୍ତୁଷ୍ଟ କରିପାରନ୍ତି ନାହିଁ ସେମାନଙ୍କ ସ୍ଵାମୀ, ଦାଂପତ୍ଯ ଜୀବନରେ ଆସେ ଝଡ

ନମସ୍କାର ବନ୍ଧୁଗଣ ,  ଭାରତବର୍ଷ ରେ ବହୁତ ପୂରଣ ବିଧି ଏବଂ ପବିତ୍ର ବନ୍ଧନ ହେଉଛି ବିବାହ । ଏହି ବନ୍ଧନରେ ଯିଏ ଥରେ ଆସିଥାଏ ତାହାକୁ ଜୀବନ ସାରା ଦୁଃଖ କଷ୍ଟରେ ଏକାଠି ରହିବାକୁ ପଡିଥାଏ । ତେଣୁ ବିବାହ କରିବା ପୂର୍ବରୁ ପୁଅ ଏବଂ ଝିଅ ଉଭୟ କୁ ପଚାରି କରାଯାଇଥାଏ । କାରଣ ଯଦି ଏମାନେ ଥରେ ବିବାହରେ ବାନ୍ଧି ହୋଇଯାଇଥାନ୍ତି ଯିଏ ଯେତେ ଚେଷ୍ଟା କରିଲେ ମଧ୍ୟ ଏଥିରୁ ବାହରିବା ଅସମ୍ଭନ ହୋଇଯାଇଥାଏ ।

ବିବାହ କୁ ନେଇ ପୁଅ ଏବଂ ଝିଅ ଅନେକ ଆଶା ରଖିଥାନ୍ତି । ପୁଅ ନିଜର ମନରେ ତାହର ସ୍ତ୍ରୀ ର ଚିତ୍ର କୁ ଆଙ୍କି ଦେଇ  । ସେହି ରୂପରେ ସେ ଯେଉ ଭଳି ଗୁଣ ଥିବା ଝିଅ କୁ ଖୋଜି ଥାଏ ତାହାର ଗୁଣ ସ୍ବଭାନ ଆଦି କୁ ଭାବି ନେଇଥାଏ । ଠିକ୍ ସେହି ଭଳି ଝିଅ ମଧ୍ୟ କରିଥାଏ । ଝିଅ ର ମନରେ ଏକ ଚିତ୍ର କୁ ଆଙ୍କି ସେଥିରେ ତାହାକୁ ଯେଉଁ ଗୁଣ ରହିଥିବା ପୁଅ ଟିଏ ଦରକାର ସେହି ସବୁ କୁ ଭାବି ତାହାର ଆଗାମୀ ଭବିଷ୍ୟତ ଏ ସ୍ଵପ୍ନ ସଜାଇ ଥାଏ ।

ପ୍ରାଚୀନ କାଳରୁ କରି ଆସୁଥିବା ଏହି ପବିତ୍ର ବିବାହ ର ଆଜି ମଧ୍ୟ ମହତ୍ଵ ପୂର୍ଣ୍ଣ ଗୁରୁତ୍ଵ ରହିଛି । କିନ୍ତୁ ବିବାହ ପରେ ଯେଉଁ ଭଳି ଆମେ ଜୀବନ କାଟିବାର ସ୍ଵପ୍ନ ଦେଖିଥାଉ ତାହାର ବିପରୀତ ଘଟିଥାଏ । ଆଜି ମୁଁ ଆପଣଙ୍କୁ ଏପରି ତିନୋଟି ଗୋଟି ସ୍ତ୍ରୀ ମାନଙ୍କର ଅକ୍ଷର ବିଷୟରେ କହିବି ଯେ ଏମାନେ ସର୍ବଦା ସେମାନଙ୍କ ସ୍ଵାମୀ ଦ୍ଵାରା ଅସନ୍ତୁଷ୍ଟ ରହିଥାନ୍ତି । ଏମାନଙ୍କୁ ଯେତେ ଭଲରେ ଦେଖିଲେ ମଧ୍ୟ ସ୍ଵାମୀ ଉପରେ ସନ୍ଦେହ କରିଥାନ୍ତି ।

ଆସନ୍ତୁ ଜାଣିବା ଏହା ବିଷୟରେ ପ୍ରଥମରେ ହେଉଛି K  ନାମ ଥିବା ମହିଳା ବହୁତ ସହନଶୀଳତା ହୋଇଥାନ୍ତି ଏବଂ ଘର ଚଳାଇବାର କ୍ଷେତ୍ରରେ ମଧ୍ୟ ଗୁଣବାନ ହୋଇଥାନ୍ତି । ଏମାନେ ନିଜର ସ୍ଵାମୀ କୁ ତାହାଙ୍କର କର୍ତ୍ତବ୍ୟ କୁ ବାରମ୍ବାର ମାନେ ପକେଇଥାନ୍ତି । ଏହି ମହିଳାମାନଙ୍କୁ ଭବିଷ୍ୟତ ଚିନ୍ତା ସବୁବେଳେ ଲାଗିକି ରହିଥାଏ । ଏମାନେ ତାହାଙ୍କ ସ୍ଵାମୀ କୁ ପ୍ରେମ କରିଥାନ୍ତି କିନ୍ତୁ ଯେବେ ତାଙ୍କ ସ୍ଵାମୀ ତାଙ୍କ କଥା ଶୁଣି ନ ଥାନ୍ତି ତେବେ ଏମାନେ ରାଗି ଯାଇଥାନ୍ତି ।

ସେମାନେ ଚାହାନ୍ତି କି ଏମାନଙ୍କ ସ୍ଵାମୀ ଛୋଟ ରୁ ଛୋଟ କାମ ଏମାନଙ୍କୁ ପଚାରିକି କରନ୍ତୁ ନ ହେଲେ ଏମାନେ ଅସନ୍ତୁଷ୍ଟ ହୋଇଯାଇଥାନ୍ତି । ଦ୍ଵିତୀୟ ହେଲା P,  ନାମ ଅକ୍ଷର ଥିବା ମହିଳା ସ୍ଵାମୀ ଏବଂ ଛୁଆ ମାନଙ୍କର ଅତ୍ୟଧିକ ଯତ୍ନ ନେଇଥାନ୍ତି । ଏମାନେ ବି ଚାହିଥାନ୍ତି କି ତାଙ୍କ ସ୍ଵାମୀ ସବୁର ହିସାବ ତାଙ୍କୁ ଦିଅନ୍ତୁ ବୋଲି ନ ହେଲେ ସେ ତାହାକୁ ସହ କରିପାରନ୍ତି ନାହିଁ । ଏମାନେ ଟଙ୍କା କ୍ଷେତ୍ରରେ ବହୁତ ଜାଗ୍ରତ ହୋଇଥାନ୍ତି ।

ତୃତୀୟ ହେଉଛି S  ,  ନାମର ମହିଳାଙ୍କ ପାଖରେ ବହୁତ ଧୋର୍ଯ୍ୟ  ରହିଥାଏ । ଏମାନେ ଚାହନ୍ତି କି ତାଙ୍କ ସ୍ଵାମୀ କେବଳ ତାଙ୍କ ପ୍ରଶଂସା କରୁ ଏବଂ ଏମାନେ ଚାହାନ୍ତି କି ପରିବାର ଲୋକ ଏମାନଙ୍କ  ଉପରେ ସନ୍ତୁଷ୍ଟ ରୁହନ୍ତି । ଯଦି ଏମାନଙ୍କ ସ୍ଵାମୀ ଅନ୍ୟ ର ପ୍ରଶଂସା କରନ୍ତି , ତେବେ ସେ ଅଧିକ ରାଗି ଯାଇଥାନ୍ତି । ଏହି ତିନୋଟି ନାମର ମହିଳାଙ୍କୁ  ସ୍ଵାମୀ କେବେ ବି ସନ୍ତୁଷ୍ଟ କରିପାରନ୍ତି ନାହିଁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button