ଏକା ରହିବା ପସନ୍ଦ କରୁଥିବା ବ୍ୟକ୍ତିଙ୍କୁ ଏହି 8ଟି Step ଦେଇ କାହିଁକି ଯିବାକୁ ପଡେ ? Motivational

ଆପଣ ଯଦି ଏକା ରହୁଛନ୍ତି ତେବେ ଆପଣ କେବେହେଲେ ନିଜକୁ କେଉଁ କାମରେ ଭି ପଖକୁ ଭାବନ୍ତୁ ନି କାରଣ ଏହା କିଛି ଭି ଖରାପ ନୁହେଁ । କାରଣ ହେଉଛି କି ଆମେ ଯଦି ଦେଖିବା ପାଇଁ ଯିବାତ ଆମେ ଜାଣି ପରିବାକୀ ପ୍ରକୃତି ଯାହାଭି କରୁଛେ ଆମ ପକ୍ଷରେ କରୁଛି । ଆଜି ଆମେ କହିବା କି ଭଗବାନ ଅଛନ୍ତି ବୋଧେ ହୁଏ ଭଗବାନ ଆମକୁ ଏକ ସୁନ୍ଦର ପରିବେଶ ଦେଇ ଦେଇଛନ୍ତି ।
କହିବାର ମାନେ ହେଉଛି କି ଯଦି ଆମେ ଏହାକୁ ଜାଣି ଯିବା କି ଆମେ କେଉଁ ଭଳି ଭାବେ ଏହାକୁ ନିଜ ଆଡକୁ ଆକର୍ଷିତ କରାଇବା ଓ ଏହା ମଧ୍ୟରୁ କିଛି ଶିଖିବା ପାଇଁ ପାଇବା ତେବେ ଏହା ଆମକୁ ଖୁବ ଅଧିକ ଲାଭ ଦେଇ ପାରିବ ।
ଆପଣ ମାନଙ୍କ ମଧ୍ୟରୁ ଯେଉଁ ମାନେ ଏକା ରହୁଥିବେ ସେମାନେ ଏହା ଭଲ ଭାବେ ଜାଣି ଥିବେ କି ଯଦୀ କେହି ଆପଣଙ୍କ ଆଡକୁ ଆସୁଛି କିଛି କହୁଛି ଯାହାର ମାନେ କିଛି ନାଇ ତେବେ ଆପଣ ଏହାକୁ ନେଇ ଏହା ଚିନ୍ତା କରି ଥାନ୍ତି କି ଏହି ଲୋକମାନେ ଯେଉଁ ମାନେ ମୋ ଆଖ ପାଖରେ ଅଛନ୍ତି ସେମାନେ ଏହି ଭଳି କଣ ପାଇଁ କରୁଛନ୍ତି ଏହାର କାରଣ କଣ ଅଟେ ।
ଆପଣ ଏହା ମଧ୍ୟ ଭାବି ପାରନ୍ତି କି ଯଦି ଏଖି ଦିନ ସାରା ଭଗବାନ ଙ୍କୁ ପ୍ରାର୍ଥନା କରୁଛି ତେବେ ସେ ଦୁଃଖୀ କଣ ପାଇଁ ଅଛି । କିଛି ଲୋକମାନେ ଭଗବାନ ଙ୍କ ଉପରେ ଭରସା କରି କିଛି ଭି କାମ କରି ନେଇ ଥାଏ । କିଛି ଲୋକମାନେ ଏହି ଦ୍ଵନ୍ଦ ରେ ରହି ନିଜକୁ ସବୁ କାମ କରିବାରେ ଅଟକାଇ ଥାନ୍ତି । କିଛି ଲୋକମାନେ ଯେଉଁ ମାନେ ପ୍ରଥମ ସୋପାନ ରେ ନିଜ କଥା କୁ ନେଇ ଅନେକ ଚିନ୍ତାରେ ଅଛନ୍ତି । କିନ୍ତୁ ଦ୍ଵିତୀୟ ସୋପାନ ରେ ଏମାନେ ଏହି ପ୍ରଶ୍ନ ର ଉତ୍ତର ଖୋଜିବାରେ ଲାଗି ଯାଇ ଥାନ୍ତି ।
ଏମାନେ ବହୁତ ପ୍ରକାର ବହି ପଢିବା ପାଇଁ ଆରମ୍ଭ କରି ଦେଇ ଥାନ୍ତି ଯେତେବେଳେ ଏମାନେ ବାହାର ଲୋକଙ୍କ କଥା ଜାଣି ଥାନ୍ତି ସେହି ଭଳି ସେମାନେ ନିଜ କଥା ମଧ୍ୟ ଜାଣି ନେଇ ଥାନ୍ତି । ଏହା ପରେ ଆପଣ ଧୀରେ ଧୀରେ ଆପଣ ଯାହାଭି ଶିଖି ଥାନ୍ତି କାମ କରିବା ଆରମ୍ଭ କରି ଦେଇ ଥାନ୍ତି । ଏହା ପରେ ଏମାନଙ୍କୁ ନିଜର କାମର ପ୍ରତି ଆଗ୍ରହ ହୋଇ ଥାଏ ଓ ଏହାକୁ ଗବେଷଣା କରିକି ଆଗକୁ ଆଗକୁ ଯାଇ ଥାନ୍ତି । ଏହା କରୁ ଏମାନେ ନିଜ ଭିତରେ ଥିବା ନିଜ ଭଲ ଗୁଣ କୁ ବାହାରକୁ ବାହାର କରି ଦେଇ ଥାନ୍ତି । ଜାହହା ଦ୍ଵାରା ଏମାନେ ନିଜ ଏକୁଟିଆର ଫାଇଦା ପାଇ ଯାଇଥାନ୍ତି ଏକ ଲୋକମାନେ ଜାଣି ଭି ନଥିବା କିନ୍ତୁ ସବୁ କିଛି ପାଇଯିବ ।