ଜ୍ୟୋତିଷ

ମହିଳାମାନେ ରାତିରେ ଶୋଇବା ପୂର୍ବରୁ ତାୱା ଉପରେ ରଖନ୍ତୁ ଏହି ଗୋଟିଏ ଜିନିଷ, ଦାରିଦ୍ରତା ଭୁଲିଯିବ ଆପଣଙ୍କ ଘରର ରାସ୍ତା

ନମସ୍କାର ବନ୍ଧୁଗଣ, ଅଭାବ ଅନାଟନରେ ଦିନ କାଟିବା କେତେ ଯେ କଷ୍ଟ ଯିଏ ଅଙ୍ଗେ ନିଭେଇଛି ସେ ହିଁ ଜାଣିଛି । ଆପଣ ଏହି କଷ୍ଟରେ ଜୀବନ କଟାଉଛନ୍ତି କି ! ତେବେ ଆଉ ଚିନ୍ତା କରନ୍ତୁ ନାହିଁ । କାରଣ ଆଜି ଆମେ ଆପଣ ମାନଙ୍କ ଦାରିଦ୍ରତାକୁ ଦୂର କରିବା ପାଇଁ ନେଇ ଆସିଛୁ ଏକ ଉପାୟ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ମହିଳାମାନେ ରାତିରେ ତାୱା ଉପରେ କେଉଁ ଜିନିଷ ରଖି ଶୋଇଲେ ଦାରିଦ୍ରତା ଦୂର ହୋଇଥାଏ ।

ପ୍ରଥମ: ତାୱା ରୋଷେଇ ଘରେ ନିହାତି ରହିଥାଏ ରୁଟି ବନାଇବା ପାଇଁ । ଆପଣ ପ୍ରତ୍ୟକ ଦିନ ରୁଟି କରି ସାରିବା ପରେ ଗୋଟିଏ ଛୋଟ ଶେଷ ରୁଟିଟିଏ କରି ତାୱା ଉପରେ ନିଶ୍ଚୟ ରଖନ୍ତୁ । କୁହାଯାଏ କି ରୁଟି କରିସାରି ଏମିତି ଶେଷ ରୁଟିକୁ ଭର୍ତ୍ତି କରିରଖିବା ଦୋସା ଆଣିଥାଏ ଜୀବନରେ । ଆପଣ ଠିକ ସମୟରେ ଠିକ ନିସ୍ପତି ନେଇପାରିନଥାନ୍ତି । ଆପଣ ଶେଷ ରୁଟିକୁ ଥରେ ତାୱା ଉପରେ ଲେଉଟାଇ ଗ୍ୟାସ ବନ୍ଦ କରିବା ଉଚିତ । ତାୱାକୁ କେବେ ଖୋଲା ରଖିବେ ନାହିଁ । ସବୁବେଳେ ଘୋଡାଇ ଲୁଚାଇ ରଖିବେ ।

ଦିତୀୟ: ରୁଟି କରି ସାରିବା ପରେ ଗରମ ତାୱା ଉପରେ ପାଣି  ଛିଞ୍ଚନ୍ତୁ ନାହିଁ । କାରଣ ସେଥିରୁ ହେଉଥିବା ଶବ୍ଦ ଆପଣଙ୍କ ଘରେ କଳହ ସୃଷ୍ଟି କରିଥାଏ । ତୃତୀୟ: ଧ୍ୟାନରେ ରଖନ୍ତୁ ଆପଣ ରୁଟି କରିବା ପୂର୍ବରୁ ଅଳ୍ପ ଲୁଣ ତାୱା ଉପରେ ପୋକାଇ ତାୱାକୁ ପୋଛିଦେଇ ରୁଟି କରନ୍ତୁ । ଏହାଫଳରେ ଆପଣଙ୍କ ଜୀବନରେ ଥିବା ନକରତ୍ମକ ଶକ୍ତି ଦୂର ହୋଇଥାଏ ।

ଚତୁର୍ଥ: ତାୱା କିମ୍ବା କଡେଇକୁ ସଫା କରିସାରିବା ପରେ କେବେ ମଧ୍ୟ ଓଲଟା କରିରଖନ୍ତୁ ନାହିଁ । ଏହା ଆପଣଙ୍କ ଜୀବନରେ ଚିନ୍ତା ବଢାଇଥାଏ । ଆପଣ ସବୁବେଳେ ରୋଷେଇ ସରିବା ପରେ ଗ୍ୟାସର ଡାହାଣ ପଟେ ହିଁ ତାୱାକୁ ରଖନ୍ତୁ । ପଞ୍ଚମ: ତାୱାରେ ରୁଟି ହୋଇସାରିବା ପରେ ଲେମ୍ବୁ ଏବଂ ଲୁଣ ସାହାର୍ଯ୍ୟରେ ତାୱା ସଫା କରନ୍ତୁ ।

ଆପଣ ଏହାକୁ ଘଷି ତାୱାକୁ ଯେତେ ଚମକାଇବେ ଆପଣଙ୍କ ଘର ପରିବାର ଲୋକଙ୍କ ଭାଗ୍ୟ ମଧ୍ୟ ସେତେ ଚମକିବାକୁ ଲାଗିବ । ଷଷ୍ଠ: ଆପଣ ଶନିବାର ଦିନ ଶେଷ ରୁଟିରେ ଏକ ଦୁଇ ବୁନ୍ଦା ତେଲ ଲଗାନ୍ତୁ । ଏବଂ ସେଥିରେ ଅଳ୍ପ ଗୁଡ ସେଥିରେ ପକାଇ କୁକୁରକୁ ଖାଇବାକୁ ଦିଅନ୍ତୁ । ବିଶ୍ଵାସ କରନ୍ତୁ ଶନି ଦେବଙ୍କ କ୍ରୋଧକୁ ଏହା ଶାନ୍ତ କରିଦେବ ।

ସପ୍ତମ: ରାତିରେ ଶୋଇବା ପୂର୍ବରୁ ଆପଣ ତାୱା ଉପରେ ଗୋଟିଏ ତେଜପତ୍ର ରଖନ୍ତୁ ଏବଂ ଗୋଟିଏ ଗୁଜୁରାତି ରଖି ଦିଅନ୍ତୁ । ରାତିସାରା ଏହିଭଳି ରହିବାକୁ ଦିଅନ୍ତୁ । ଏହାପରେ ସକାଳୁ ଉଠି ତାୱାରୁ ଏହାକୁ ଉଠାଇ ଜାଳି ଦିଅନ୍ତୁ । ଏହା ଆପଣଙ୍କ ଘରକୁ ଧନର ଆଗମନ କରାଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button