ସ୍ୱାସ୍ଥ୍ୟ

80 ବର୍ଷ ବୟସରେ 20 ବର୍ଷ ବାଲା ଲିଭର ଦରକାର ତ ପ୍ରତିଦିନ ଖାଆନ୍ତୁ ଏହି ଜିନିଷ, ଲିଭର ସଫା ହେବା ସହ ସୁସ୍ଥ ରହିବ, ମଦର ପ୍ରଭାବ ବି କମିବ

ନମସ୍କାର ବନ୍ଧୁଗଣ , ଆମ ଶରୀରରେ ଲିଭର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଶରୀର ଯକୃତ ଯଦି ଭଲ ଭାବରେ କାମ କରିଥାଏ  , ତେବେ ଆମେ ସୁସ୍ଥ ଏବଂ ନିରୋଗ ରହିଥାଉ । ଯଦି କୋଣସି କାରଣ ରୁ ଆମ ଶରୀରରେ ଲିଭର ଜନିତ ସମସ୍ୟା ଦେଖାଯାଇଥାଏ ତେବେ ତୁରନ୍ତ ଏହା ପ୍ରତି ଧ୍ୟାନ ଦେବା ଉଚିତ୍ ଡାକ୍ତରଙ୍କ ପରାମର୍ଶ ନେଇ ଠିକ ସମୟରେ ଉପଚାର କରିବା ଉଚିତ୍ ହୋଇଥାଏ ।

ଲିଭର ଭଳି ସମସ୍ୟା ଆମ କୁ କଣ ପାଇଁ ହୋଇଥାଏ । ଆମ ଜୀବନ ଶୈଳୀ ରେ ଆମେ ଯେଉଁ ତେଲ ମସଲା ଖାଦ୍ୟ ଖାଇଥାଉ ସେହି ଖାଦ୍ୟ ରୁ ଯେଉଁ ଟୋକସିକ୍ ନିର୍ଗତ ହୋଇଥାଏ । ଶରୀରରେ ଟୋକସିକ୍ ବାହାରିବ ଦ୍ଵାରା ଯକୃତରେ ଚର୍ବି ବଢି ଥାଏ ଏବଂ ଲିଭର ଜନିତ ରୋଗ ଫ୍ୟାଟି ଲିଭର ହେବାର ସମ୍ଭାବନା ରହିଥାଏ । ତେଣୁ ଆମକୁ ଏହା ପ୍ରତି ଧ୍ୟାନ ଦେବା ଦରକାର ।

ଆଜି ଆମକୁ ଡାକ୍ତର ସାଲିମ ଜଇଦି ଏମିତି କିଛି ଖାଦ୍ୟ ବିଷୟରେ କହିବେ ଯାହାକୁ ଖାଇବା ଦ୍ଵାରା ଆମ ଲିଭର ସୁସ୍ଥ ଏବଂ ସବଳ ସଫା  ରହିଥାଏ ଓ ଲିଭର ଜନିତ ଅସୁବିଧା ହେବାର ସମ୍ଭାବନା କମ ରହିଥାଏ । ଆମକୁ ସାତ ପ୍ରକାରର ଖାଦ୍ୟ ଖାଇବା ଉଚିତ୍ । ପ୍ରଥମରେ ଆମ କୁ କୃଷିଫେରସ ଜାତୀୟ ପନିପରିବାର ଖାଇବା ଉଚିତ୍ ଯଥା ଏଥିରେ ରହିଥାଏ ବନ୍ଧାକୋବି ,  ଫୁଲକୋବି  , ମୂଳା ଏବଂ ବିଟ ଆଦି ଏଥିରେ ରହିଥାଏ ।

ଏହି ସବୁ ଶରୀରର ବହୁତ ଉପକାରୀ ହୋଇଥାଏ ଆମେ ଏହାକୁ ସବୁ ଦିନ ସେବନ କରିବା ଉଚିତ । ଆମେ ଏହାକୁ ସାଲାଟ୍ କରିକି ଖାଇବା ଅତ୍ୟଧିକ ଭଲ ହୋଇଥାଏ । ଆମେ ଯଦି ଏହାକୁ ରାନ୍ଧି ଖାଇଥାଉ ତାହା ଭଲ ହୋଇଥାଏ , କିନ୍ତୁ ଧୋଇବା ଏବଂ ରାନ୍ଧିବା ବେଳେ ଏହି ପନିପରିବାର ଅନେକ ପୋଷାକ ଗୁଣ ନଷ୍ଟ ହୋଇଯାଇଥାଏ । ଦ୍ଵିତୀୟ ହେଉଛି ଗଜା ମୁଗ ଜାତୀୟ ଖାଦ୍ୟ ଏହା ଆମ ଶରୀରକୁ ଭିଟାମିନ , ମିନେରାଲ୍ ପ୍ରଦାନ କରିଥାଏ ।

ଏହା ଛଡା ଆମ ଶରୀରରେ ଥିବା ବର୍ଜ୍ୟବସ୍ତୁ ବାହାର କରିଥାଏ ଏବଂ ଆମ ଲିଭରରେ ରହିଥିବା ଟୋସିକ୍ କୁ ବହୁତ ସହଜରେ ବାହାର କରିଥାଏ । ଗଜା ମୁଗରେ ଏଭଳି କିଛି ପୋଷାକ ରହିଛି ଯାହା ଆମ ଶରୀରର ହଜମ ପ୍ରକ୍ରିୟାକୁ ସୁଦୂଢ କରି ଅସୁବିଧା କୁ ଦୂର କରିଥାଏ । ଏହାକୁ ଦିନରେ ଏକ ଚାମୁଚ ନିହାତି ସେବନ କରିବାବା ଉଚିତ୍ । ତୃତୀୟ ହେଉଛି ବିଟ ଏଥିରେ ଦୁଇଟି ପୋଷାକ ରହିଛି ଗୋଟେ ହେଉଛି ନାଇଟ୍ରେଟ୍ ଏବଂ ବେଟାଲାଇନସ ରହିଥାଏ ଯାହା ଆମ ଲିଭର କୁ ସଫା କରିବାରେ ସାହାଯ୍ୟ କରିଥାଏ ।

ଚତୁର୍ଥ  ହେଉଛି ରସୁଣ ଏହା ଆମ ଶରୀରରେ ଲିଭର କୁ ସୁରକ୍ଷା ରଖିଥାଏ ଏବଂ ଲିଭର କୁ ସଫା କରି ବର୍ଜ୍ୟବସ୍ତୁ ବାହାର କରିବାରେ ସାହାଯ୍ୟ କରିଥାଏ ।  ପଞ୍ଚମ ରେ ହେଉଛି ଅଦା ଏହା ଆମ ଶରୀର କୁ ଭିଟାମିନ -ସି ପ୍ରଦାନ କରିଥାଏ ଏବଂ ଲିଭର ବର୍ଜ୍ୟବସ୍ତୁ କୁ ବାହାର କରିଥାଏ । ଷଷ୍ଟ ହେଉଛି ଅମୃତ ଭଣ୍ଡା ଏହା ମଧ୍ୟ ଆମ ଲିଭର ପାଇଁ ଉପକାରୀ ହୋଇଥାଏ ଏବଂ ଅମୃତ ଭଣ୍ଡା ରେ ଥିବା ମଞ୍ଜି ଲିଭର ପାଇଁ ଅଧିକ ଉପଯୋଗୀ ହୋଇଥାଏ । ଏହି ସବୁ ଖାଇବା ଦ୍ଵାରା ଆମ ଲିଭର ଥିବା ବର୍ଜ୍ୟବସ୍ତୁ ଦୂର ହୋଇଥାଏ ଏବଂ ଲିଭର ସଫା ହୋଇଥାଏ । ଏଭଳି ପୋସ୍ତ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button