ଜ୍ୟୋତିଷ

Chanakya Niti- ମହିଳାଙ୍କର ଏହି 1 ଜିନିଷ ଦେଖିବା ଦ୍ଵାରା ବର୍ବାଦ ହୋଇଯାନ୍ତି ପୁରୁଷ, ଆପଣ ଏମିତି ଭୁଲ କରୁ ନାହାଁନ୍ତି ତ ?

ନମସ୍କାର ବନ୍ଧୁଗଣ, ଚାଣକ୍ୟ ନୀତି ଅନୁଯାୟୀ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ମହିଳାମାନଙ୍କର କେଉଁ ଜିନିଷ ଦେଖିବା ଉଚିତ ହୋଇନଥାଏ ।  ଆଉ ଯଦି ପୁରୁଷ ଭୁଲରେ ବି ଦେଖନ୍ତି ତେବେ ଆପଣଙ୍କ ଆୟୁଷ କମିବା ସହ ଆପଣ ନିଜ ଜୀବନରୁ ହାତ ଧୋଇ ବସିବେ ଖୁବ ଶୀଘ୍ର । ନାରୀ ଲକ୍ଷ୍ମୀଙ୍କ ସଦୃଶ ହୋଇଥାନ୍ତି ତେବେ ତାଙ୍କର କେଉଁ ଜିନିଷ ଦେଖିବା ପାଇଁ ଏଠାରେ ଚାଣକ୍ୟ ବାରଣ କରିଛନ୍ତି ଏହା ସମ୍ପର୍କରେ ଜାଣିବା ପାଇଁ ଆପଣଙ୍କ ଜିଜ୍ଞାସା ବଢୁଥିବ ନିଶ୍ଚୟ ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

1-  ଯଦି କୌଣସି ପୁରୁଷ ମହିଳାଙ୍କୁ ନିଜ ପିଲାକୁ ସ୍ତନ ପାନ କରାଇବା ସମୟରେ ଦେଖିଦେଇଥାଏ ଆଉ ମନରେ ଖରାପ ଭାବନା ଆଣିଥାଏ ତେବେ ସେ ମହାପାପୀରେ ଗଣତି ହୋଇଥାନ୍ତି । ମହିଳାଙ୍କ ପ୍ରତି ଖରାପ ନଜର ରଖୁଥିବା ପୁରୁଷ ନିଜ ମୃତ୍ୟୁ ପାଇଁ ନିଜେ କାରଣ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଏଭଳି ଲୋକଙ୍କ ପାଇଁ ସ୍ଵତନ୍ତ୍ର ଦଣ୍ଡ ରହିଛି ।

2- ଶାସ୍ତ୍ରରେ ବର୍ଣନା କରାଯାଇଛି କୌଣସି ପୁରୁଷଙ୍କୁ ଲୁଚିକି ମହିଳାଙ୍କୁ ସ୍ନାନ କରୁଥିବା ବେଳେ ଦେଖିବା ଉଚିତ ନୁହେଁ । ଏଭଳି କାମକୁ ଘୋର ପାପ ବୋଲି ମନାଯାଏ । କୌଣସି ମହିଳାକୁ ଗାଧୋଇବା ବେଳେ ଲୁଚିକି ଦେଖିବା ସବୁଠାରୁ ବଡ ପାପ ହୋଇଥାଏ । ତେଣୁ ଆପଣ କେବେ ବି ଏଭଳି ଭୁଲ କରନ୍ତୁ ନାହିଁ ନଚେତ ଆପଣଙ୍କ ମୃତ୍ୟୁ ପାଇଁ ଆପଣ ଦାୟୀ ରହିବେ ।

3- ଚାଣକ୍ୟଙ୍କ ନୀତି ଅନୁଯାୟୀ କୌଣସି ପର ପୁରୁଷଙ୍କୁ ମହିଳା ମାନଙ୍କ ସ୍ତନ ଉପରେ ନଜର ପକାଇବା ଉଚିତ ନୁହେଁ । କାରଣ ଗୋଟିଏ ପୁରୁଷର ପାଳନ ପୋଷଣ ଜନ୍ମ ସମୟରୁ ସେହି ସ୍ତନରୁ ହିଁ ଆରମ୍ଭ ହୋଇଥାଏ । ତେଣୁ ଯଦି ଆପଣ ନାରିଙ୍କ ସ୍ତନ ଉପରେ ଖରାପ ନଜର ପକାଇବେ ତେବେ ଆପଣ ପାପୀରେ ଭାଗୀଦାର ହେବେ ।

ଶାସ୍ତ୍ର ଅନୁଯାୟୀ କୁହାଯାଏ ଏଭଳି ପାପ କରୁଥିବା ମଣିଷ ପୁଣିଥରେ ଆଉ ମଣିଷ ଜନ୍ମ ନେଇନଥାଏ । ତେଣୁ ଆପଣ ଏହି ବଡ ପାପରୁ ବଞ୍ଚିବା ପାଇଁ ନିଜର ଖରାପ ନଜକୁ ପ୍ରଥମେ ଭଲ ନରେ ପରିଣତ କରନ୍ତୁ । ଆଉ ନିଜକୁ ପାପ କରିବାରୁ ପ୍ରଥମେ ବଞ୍ଚାନ୍ତୁ । ନାରୀଙ୍କ ସମ୍ମାନ ସର୍ବ ପ୍ରଥମ ହୋଇଥାଏ ସମାଜରେ । ଏହା ଭଗବାନ କାଳରୁ ମଧ୍ୟ ଚାଲି ଆସୁଛି ।

ଆଉ ଆମେ ତ ସାମାନ୍ୟ ମଣିଷ ଅଟୁ ତେବେ ଯଦି ଆପଣ ଏଥିରେ ବ୍ୟତିକ୍ରମ କରିବେ ଭଗବାନ କିଭଳି ବା ଆପଣଙ୍କୁ କ୍ଷମା କରିବେ । ଯେଉଁ କାର୍ଯ୍ୟ ଭଗବାନ ହୋଇ ମଧ୍ୟ ସେମାନେ କେବେ ସାହସ କରିନାହାନ୍ତି ସର୍ବଦା ନାରୀଙ୍କୁ ସମମ୍ନା ଦେଇଛନ୍ତି ତେବେ ସେ ଆପଣଙ୍କୁ କିଭଳି ଦଣ୍ଡ ମୁକ୍ତ କରିପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭାଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button