୨୪ ଘଣ୍ଟାରେ ଆପଣଙ୍କ ଭାଗ୍ୟ ବଦଳେଇଦେବ ଏହି ଫୁଲ, ଧନକୁ ଚୁମ୍ବକ ପରି ଟାଣିଥାଏ

ନମସ୍କାର ବନ୍ଧୁଗଣ , ମନ୍ଦାର ଫୁଲ ବଦାଲାଇଥାଏ ଆପଣଙ୍କ ଭାଗ୍ୟ । ଆମ ଆଖ ପାଖରେ ଆମେ ଏହି ଫୁଲ ର ଗଛ କୁ ଦେଖିଥାଉ । ମାତ୍ର ଏହାର ଉପକାରିତା ବିଷୟାରେ ଅଜଣା ରହିଥାଉ । ଆଜି ଆମେ ଏହି ଗଛର ସୁଗୁଣ ଏବଂ ଉପକାରିତା ସମ୍ବନ୍ଧରେ ଜାଣିବା । ମନ୍ଦାର ଫୁଲ ରେ ଧାର୍ମିକ ଏବଂ ଆୟୁବେଦିକ ଗୁଣ ରହିଛି । ଏଥିରେ ଔଷଧୀୟ ଗୁଣ ପ୍ରଚୁତ ପରିମାଣରେ ରହିଥାଏ ଯାହା ଅନେକ ପ୍ରକାରର ରୋଗ କୁ ଦୂର କରିଥାଏ ।
ଆମ ଜୀବନରେ ଚାଲିଥିବା ଅନେକ ସମସ୍ଯା ମଧ୍ୟ ସମାପ୍ତ ହୋଇଥାଏ । ଆସନ୍ତୁ ଜାଣିବା ଏହି ଫୁଲ ର ଗୁଣ , ସଂକେତ , ଲାଭ ବିଷୟରେ । ଯେଉଁମାନଙ୍କ ଜାତକ ରେ ସୂର୍ଯ୍ୟ ଦୋଷ ରହିଥାଏ ସେମାନଙ୍କୁ ନିଜର ଘରେ ଏହି ଫୁଲ ଗଛକୁ ଲଗେଇବା ଦ୍ଵାରା ବ୍ୟକ୍ତି ଜୀବନରେ ଯେଉଁ ଅସଫଳତା ଦେଖାଯାଇଥାଏ ସବୁ ବେଳେ ଡର ଭୟରେ ରହୁଥାଏ ସେହି ସବୁ ମଦାର ଫୁଲ ଲଗାଇବା ଦ୍ଵାରା ଦୂର ହୋଇଥାଏ ।
ମନ୍ଦାର ଗଛ ର ପତ୍ର କୁ ପାଣିରେ ଫୁଟାଇ ପିଇବା ଦ୍ଵାରା ପେଟ ରେ ଆସୁଥିବା ଯନ୍ତ୍ରଣା ଦୂର ହୋଇଥାଏ । ଯଦି ବ୍ୟକ୍ତି ର ପେଟରେ ସ୍ଟୋନ ରୋଗ ହୋଇଥାଏ ଏବଂ ବ୍ୟକ୍ତି ବହୁତ ଦିନ ଧରି ଏହି ସମସ୍ୟା ରେ ପୀଡିତ ହୋଇଥାଏ ତେବେ ସେହି ବ୍ୟକ୍ତି କୁ ଏହି ମନ୍ଦର ପତ୍ର ପାଉଡର କରି ଏକ ଗ୍ଳାସ ପାଣିରେ ପକେଇ ଗ୍ୟାସ ଉପରେ ରଖିବେ ଯେ ଯାଏ ଏକ ଗ୍ଳାସ ପାଣି ଅଧା ନ ହୁଏ । ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ ସ୍ଟୋନ ସମସ୍ୟା ଦୂର ହୋଇଥାଏ ।
ମନ୍ଦାର ଫୁଲ ଚା ‘ କତିକି ପିଇବା ଦ୍ଵାରା ଆମ ବହୁତ ସମୟ ପଯ୍ୟନ୍ତ ଭୋକ ଲାଗିନଥାଏ ଏହା ଦ୍ଵାରା ଆମ ଓଜନ କମିଥାଏ । ଏବେ ଜାଣିବା ଏହାର ଧାର୍ମିକ ଗୁଣ ବିଷୟରେ ଏହି ମନ୍ଦାର ପତ୍ର ମା ‘ ଲକ୍ଷ୍ମୀ , ମା ‘ ଦୂର୍ଗାଙ୍କର ଅତି ପ୍ରିୟ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ଗ୍ରହ ରେ ମଙ୍ଗଳ ଦୋଷ ରହି ଅଛି ସେମାନଙ୍କୁ ଚର୍ମ ସମ୍ବନ୍ଧୀୟ ସମସ୍ୟା ଦେଖାଯାଉଅଛି କିମ୍ବା ବିବାହ ପରେ ଦାମ୍ପତ୍ୟ ଜୀବନ ସୁଖ ଶାନ୍ତି ରେ କଟିନଥାଏ ।
ଅନେକ ପରିସ୍ଥିତିରେ ବିବାହ ପରେ ଅତି କମ ବୟସରେ ସ୍ତ୍ରୀ କିମ୍ବା ପୁରୁଷଙ୍କ ମୃତ୍ୟୁ ହୋଇଥାଏ ଏହି ସବୁ ମଙ୍ଗଳ ଦୋଷ ଥିଲେ ଘଟିଥାଏ । ଏହାର ନିରାକରଣ ପାଇଁ ଆପଣଙ୍କ ଘରେ ମନ୍ଦାର ଫୁଲର ଗଛ ଲଗେଇ ଦିଅନ୍ତୁ ଏବଂ ଗୋଟିଏ ମନ୍ଦାର ଫୁଲ କୁ ପ୍ରତି ଦିନ ରାତିରେ ହନୁମାନଙ୍କୁ ଚଡେଇ ହନୁମାନ ଚାଳିଶା ପାଠ କରନ୍ତୁ । ତିନି ମାସ ଏହାକୁ କରିବା ଦ୍ଵାରା ଆପଣଙ୍କ ମଙ୍ଗଳ ଦୋଷ ଦୂର ହୋଇଯାଇଥାଏ । ଯଦି ଆପଣ ମା ‘ ଦୂର୍ଗାଙ୍କ ଠାରୁ ଧନ ପ୍ପ୍ରାପ୍ତ ହେବାକୁ ଚାହିଥାନ୍ତି ।
ତେବେ ଶୁକ୍ଲାପକ୍ଷ ବା ଏହି ସୋମବାର ଦିନ ଠାରୁ ନଅଟି ମନ୍ଦାର ଫୁଲ ନେଇ ରାତି ସମୟରେ ମା ‘ ଦୂର୍ଗାଙ୍କୁ ଅର୍ପଣ ଏହି ନଅ ଦିନ କରିବା ଦ୍ଵାରା ଧନ ପଇସା ପ୍ରାପ୍ତ ସହ ଆପଣଙ୍କ ମନ କାମନା ପୂର୍ଣ ହୋଇଥାଏ । କୁହାଯାଏ ହଜାର ଗୋ ଦାନ କରିବାରେ ଯେଉଁ ପୂଣ୍ୟ ପାଇଥାଉ କେବଳ ଗୋଟିଏ ମନ୍ଦାର ଫୁଲ ମା ‘ ଦୂର୍ଗା କୁ ଅର୍ପଣ କରିବାରେ ସେତିକି ପୂଣ୍ୟ ପ୍ରାପ୍ତ କରିଥାଉ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।