ଜ୍ୟୋତିଷ

ନିଜ ନାମରୁ ଜାଣନ୍ତୁ କେବେ ଓ କିପରି ହେବ ଆପଣଙ୍କ ବିବାହ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତ ପୁଅ ଓ ଝିଅଙ୍କ ବିବାହ ପାଇଁ ମନରେ ବହୁତ ମାତ୍ରାରେ ଉତ୍କଣ୍ଠା ଥାଏ । ପ୍ରତ୍ଯେକ ମନୁଷ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇ ସାଂସାରିକ ଜୀବନଜାପାନ କରିବାର ପ୍ରଥା ଏହାତ ସୃଷ୍ଟିର ନିୟମ ହୋଇଥାଏ । ଆଜି ଆପଣ ମାନେ ଜାଣିବାକୁ ପାଇବେ । ଯେଉଁ ମାନେ ବିବାହ ପାଇଁ ଇଚ୍ଛୁକ ସେମାନେ ବିବାହ ସମ୍ବଦ୍ଧୀୟ ତଥ୍ୟ ବିଷୟରେ ଜାଣିବାକୁ ପାଇବେ । ପ୍ରଥମେ ଆପଣ ନିଜର ନାମକୁ ଏକ କାଗଜରେ ଲେଖି ରଖନ୍ତୁ ।

ଆପଣ ନିଜର ନାମକୁ ଓଡିଆ ଅକ୍ଷରରେ ଲେଖିବେ ଯାହା ଦ୍ଵାରା ଆପଣ ନିଜ ନାମରେ କେତୋଟି ଅଙ୍କ ବ୍ଯବହ୍ରୁତ ହୋଇଛି । ତାହା ଜାଣିପାରିବେ । ଯେପରି ଶ୍ଵେତା ଏଥିରେ ଏଥିରେ ଶ, ୱ ଓ ତ ଏହି ୩ ଟି ଅକ୍ଷର ବ୍ୟବହାର କରାଯାଇଛି । ନାମର ମାତ୍ରାରେ ଗଣନ କରିବେ ନାହିଁ । ସେହିପରି ନିଜ ନାମ ଅନୁସାରେ ଅକ୍ଷର ଗଣନା କରନ୍ତୁ ।

ତାପରେ ଆପଣ ଯେଉଁ ଦିନ ଆମର ପୋଷ୍ଟଟି ପଢି ନିଜର ବିବାହ ସମ୍ବଦ୍ଧୀୟ ତଥ୍ୟ ଜାଣିବାକୁ ଚେଷ୍ଟା କରିବେ । ତେବେ ଆପଣଙ୍କୁ ସେହି ଦିନର ତାରିଖ, ମାସ ଓ ବର୍ଷକୁ ଲେଖି ତାକୁ ମଧ୍ୟ ମିଶାଇବାକୁ ପଡିବ । ଯେପରି ଆଜିର ତାରିଖ ଅନୁସାରେ ୫ +୧୦ +୨୦୨୨ =୨୦୩୭ ହେଉଛି । ସେହିପରି ଆପଣ ଏହି ପୋଷ୍ଟକୁ ଦେଖୁଥିବା ତାରିଖ ଅନୁସାରେ  ଏହିପରି ହିସାବ କରିବେ ।

ତାପରେ ଆପଣଙ୍କର ନାମର ଅକ୍ଷର ଯେତେ ବାହାରିଥିବା ତାକୁ ୯ ସହିତ ଗୁଣନ କରନ୍ତୁ । ତାପରେ ଗୁଣନ କରିସାରିବା ପରେ ଯେତିକି ଅଙ୍କ ବାହାରିବ ତାକୁ ନେଇ ଆପଣଙ୍କ ତାରିଖ, ମାସ ଓ ବର୍ଷ ଯେତିକି ମିଶାଇଲା ପରେ ଯେତିକି ବାହାରିଥିବ ସେଥିରେ ମିଶାନ୍ତୁ । ତାପରେ ମିଶାଇଲା ପରେ ଯେତିକି ଅଙ୍କ ବାହାରିବ ସେହି ସଂଖ୍ୟାକୁ ୪ ଦ୍ଵାରା ଭାଗ କରନ୍ତୁ ଅର୍ଥାତ ୪ ସହିତ ହରଣ କରନ୍ତୁ ।

ଆପଣ ଏହି ହରଙ୍କୁ କାଲ୍କୁଲେଟରରେ ଭାଗ ନକରି ନିଜେ ହରନ୍ତୁ । ହରିସାରିଲା ପରେ ଯେଉଁ ସଂଖ୍ୟା ଶେଷଫଳ ରୂପେ ବାହାରିବ । ଯେପରି ଆପଣଙ୍କ ଶେଷ ଫଳ ୦, ୧, ୨ କିମ୍ବା ୩ ଏହି ସଂଖ୍ୟା ମଧ୍ୟରୁ ଯାହା ହେଲେ ପାଇବେ । ଯଦି ଶେଷ ଫଳ ୧ ବାହାରେ । ତେବେ ଆପଣଙ୍କ ବିବାହ ଆର ବର୍ଷ ହେବାର ସମ୍ଭାବନା ରହୁଅଛି । ଯଦି ଆପଣଙ୍କ ଶେଷଫଳ ୨ ବାହାରେ ।ତେବେ ଆପଣଙ୍କ ବିବାହ ବର୍ଷ ବିଳମ୍ବରେ ରହୁଅଛି । କାରଣ ଆପଣଙ୍କ ଭାଗ୍ୟରେ ମଙ୍ଗଳ ଓ ଗୁରୁ ଗ୍ରହଙ୍କର ପ୍ରଭାବ ଆପଣଙ୍କ ଉପରେ ଭଲ ନାହିଁ ।

ଯଦି ଆପଣଙ୍କ ଶେଷଫଳ ୩ ବାହାରେ । ତେବେ ଆପଣଙ୍କ ବିବାହ ଏହି ବର୍ଷ ମଧ୍ୟରେ ହେବାର ସମ୍ଭାବନା ରହୁଅଛି । ଯଦି ଶେସଫଳ ୦ ବାହାରେ । ତେବେ ଆପଣଙ୍କ ବିବାହ ବିଳମ୍ବ ହେବାର ଯୋଗ ରହୁଅଛି । କାରଣ ଆପଣଙ୍କ ବିବାହ ରେଖାରେ ଶନି ଓ ରାହୁଙ୍କର କୁପ୍ରଭାବ ରହୁଅଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button