ରାଜନୀତି

ଓଡ଼ିଶାରେ ଅପରାହ୍ନ ୧ଟା ସୁଦ୍ଧା ୩୫.୬୯ ପ୍ରତିଶତ ମତଦାନ – Kalinga News

[ad_1]

ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଅ୍ରପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୩୫.୬୯ ପ୍ରତିଶତ ମତଦାନ ହୋଇଛି । ଦେବଗଡରେ ସର୍ବାଧିକ ୪୧ ପ୍ରତିଶତ ମତଦାନ ହୋଇଛି।

ସେହିପରି ଅନୁଗୁଳରେ ୩୬.୩୬ ପ୍ରତିଶତ ମତଦାନ ହୋଇଥିବାବେଳେ କଟକରେ ୩୩.୩୩ ପ୍ରତିଶତ ମତଦାନ ହୋଇଛି । ନୟାଗଡରେ ୩୭.୬୯ ପ୍ରତିଶତ, ପୁରୀରେ ୩୭.୯୬ ପ୍ରତିଶତ, ସମ୍ବଲପୁର-୩୮.୨୮ ପ୍ରତିଶତ ଢେଙ୍କାନାଳରେ ୩୫.୬୯ ପ୍ରତିଶତ ମତଦାନ ହୋଇଛି ।

କେନ୍ଦୁଝରରେ ୩୫.୫୯ ପ୍ରତିଶତ, ଖୋର୍ଦ୍ଧାରେ ୩୩.୫୫ ପ୍ରତିଶତ, ମୟୂରଭଞ୍ଜରେ ୩୫.୯୧ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ପକ୍ଷରୁ ସୂଚନା ଦିଆଯାଇଛି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button