ଜ୍ୟୋତିଷ

ସିନ୍ଦୁରରେ ରଖନ୍ତୁ ଏହି ଶୁଭ ଜିନିଷ, ସ୍ଵାମୀ ହୋଇଯିବେ ମାଲାମାଲ…କିନ୍ତୁ ଭୁଲରେ ବି କରିବେନି ଏହି କାମ

ନମସ୍କାର ବନ୍ଧୁଗଣ, ସିନ୍ଦୁରର ମହତ୍ଵ ଗୋଟିଏ ହିନ୍ଦୁ ଘରର ନାରୀ ନିହାତି ଭାବରେ ଜାଣିଥାଏ ଏବଂ ଜାଣିବା ଉଚିତ ମଧ୍ୟ । କାରଣ ଏହି ପ୍ରଥା ସ୍ଵାମୀଙ୍କ ପାଇଁ ଶାସ୍ତ୍ର ଅନୁଯାୟୀ କାହିଁ କେତେ କାଳରୁ ପାଳନ କରାଯାଉଛି । ସାଧବ ନାରୀର ପ୍ରତୀକ ହୋଇଥାଏ ସିନ୍ଦୁର । ସିନ୍ଦୁର ସହ ଅନେକ କଥା ଯୋଡି ହୋଇ ରହିଛି ଯାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ସହ ଏହା ମଧ୍ୟ ଜଣାଇବୁ କି ଆପଣ ସିନ୍ଦୁର ଭିତରେ କେଉଁ ଗୋଟିଏ ଜିନିଷ ରଖିବା ଦ୍ଵାରା ବହୁତ ଶୁଭ ହୋଇଥାଏ ।

ସିନ୍ଦୁରକୁ କେବେ ମଧ୍ୟ ଅନ୍ୟ କାହା ହାତରେ ନିଜ ମଥାରେ ଲଗାନ୍ତୁ ନାହିଁ । ସିନ୍ଦୁର ସବୁବେଳେ ନିଜେ ଲଗାଇବା ଉଚିତ । ସିନ୍ଦୁର ଲଗାଇବା ସମୟରେ ବହୁତ ଥର ନାକରେ ଆସି ପଡିଯାଇଥାଏ । ତେବେ ଆପଣ ଜାଣି ରଖନ୍ତୁ କି ଏହା ବହୁତ ଶୁଭ ହୋଇଥାଏ । ନାକରେ ସିନ୍ଦୁର ପଡିବାର ଅର୍ଥ ହୋଇଥାଏ କି ଆପଣଙ୍କ ସ୍ଵାମୀ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।

ବିବାହିତା ମହିଳା ନିଜ ମଥାରେ ସିନ୍ଦୁର ଲଗାଇବା ସମୟରେ ମାତା ପାର୍ବତୀଙ୍କ ଧ୍ୟାନ କରିବା ଉଚିତ । ସିନ୍ଦୁରକୁ କେବେ ମଧ୍ୟ ଲୁଚାଇବା ଉଚିତ ନୁହେଁ । ଆଜିକାଲିର ମହିଳାଙ୍କୁ ସିନ୍ଦୁର ଲଗାଇବା ପାଇଁ ଲାଜ ଲାଗିଲାଣି । ଅଳ୍ପ ଟିକିଏ ସିନ୍ଦୁର ଲଗାଉଛନ୍ତି ନ ଲଗାଇବା ଭଳି । କିନ୍ତୁ ଏହାର ପ୍ରଭାବ ଆପଣଙ୍କ ସ୍ଵାମୀଙ୍କ ଉପରେ ପଡିଥାଏ ।

ସ୍ଵାମୀଙ୍କ ମାନ ସମ୍ମାନ ସମସ୍ତଙ୍କ ସାମ୍ନାରେ କମ ହେବାକୁ ଲାଗିଥାଏ । ଶାସ୍ତ୍ର ଅନୁଯାୟୀ ମହିଳା ମାନଙ୍କୁ ନିଜ ମଥାର ମଝିରେ ସିନ୍ଦୁର ଲଗାଇବା ଉଚିତ । ଆପଣଙ୍କୁ ପ୍ରତ୍ୟକ ଦିନ ନିଜ ମଥାରେ ସିନ୍ଦୁର ଲଗାଇବା ଆବଶ୍ୟକ । ଏହାଦ୍ୱାରା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ବଢିବା ସହ ସୁସମ୍ପର୍କ ରହିଥାଏ ।

ବିବାହିତା ମହିଳା କେବେ ମଧ୍ୟ ଅନ୍ୟ ମହିଳାଙ୍କ ସିନ୍ଦୁର ଆଣି ନିଜ ମଥାରେ ଲଗାନ୍ତୁ ନାହିଁ । ଯଦି ଆପଣ ଏଭଳି କରନ୍ତି ତେବେ ଆପଣଙ୍କ ସ୍ଵାମୀଙ୍କ ଭଲ ପାଇବା ଆପଣଙ୍କ ଠାରୁ ହଟିଯାଇଥାଏ । ସେହିଭଳି ସିନ୍ଦୁର ସବୁବେଳେ ନିଜ ପଇସା କିମ୍ବା ସ୍ଵାମୀଙ୍କ ପଇସାରେ ହିଁ କିଣିବା ଉଚିତ । ସପ୍ତାହକୁ ଥରେ ନିହାତି ଭାବରେ ସ୍ଵାମୀଙ୍କ ହାତରୁ ସିନ୍ଦୁର ଲଗାନ୍ତୁ ।

ଆପଣଙ୍କୁ ଆପଣଙ୍କ ସିନ୍ଦୁର ରଖୁଥିବା ଡବା କିମ୍ବା ଫରୁଆ ଭିତରେ ତମ୍ବା ଏବଂ ଚାନ୍ଦିର ମୁଦ୍ରା ନିଶ୍ଚିନ୍ତ ଭାବରେ ରଖିବା ଉଚିତ । ଏହାକୁ ବହୁତ ଶୁଭ ମନାଯାଏ । ଆପଣ ଏହାର ପାଳନ କରିବା ଦ୍ଵାରା ଆପଣଙ୍କୁ ମାତା ପାର୍ବତୀଙ୍କ ସହ ମାତା ଲକ୍ଷ୍ମୀଙ୍କର ମଧ୍ୟ ଆଶୀର୍ବାଦ ମିଳିଥାଏ । ଏହାଦ୍ୱାରା ଆପଣଙ୍କ ସ୍ଵାମୀଙ୍କ ଭାଗ୍ୟ ଚମକିବାକୁ ଲାଗିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button