ଦେଶ- ବିଦେଶ

ଏହିସବୁ ଖାଦ୍ୟ ଆମିଷ ଅଟେ ଯାହାକୁ ଆମେ ନିରାମିଷ ଭାବି ଠାକୁରଙ୍କ ବାରରେ ବି ଖାଇଥାଉ ଜାଣିରଖନ୍ତୁ ନହେଲେ ଲାଗିବ ପାପ

ଦୁନିଆରେ ଲୋକ ବିଭିନ୍ନ ପ୍ରକାରର ଜିନିଷର ଶୌଖିନ ହୋଇଥାନ୍ତି। ଯେଉଁଥିରେ କିଛି ଯାହାଙ୍କୁ ଖାଇବାର ଶୌକ ଅଧିକ ଥାଏ। ଅନେକ ଲୋକଙ୍କ ରୂଚି ମାଂସାହାରୀ ଭୋଜନ ଖାଇବାରେ ଥାଏ ତ ଆଉ କିଛି ଶାକାହାରୀ ଖାଇବାକୁ ଭଲ ପାଆନ୍ତି। ବର୍ତମାନ ସମୟରେ ଲୋକମାନେ ଭଲ ସ୍ୱାସ୍ଥ୍ୟ ପାଇଁ ସାକାହାରୀକୁ ଅଧିକ ମହତ୍ତ୍ୱ ଦେଇଥାନ୍ତି। ଆମ ହିନ୍ଦୁ ଧର୍ମରେ ସାତ ବାର ମଧ୍ୟରୁ କେତେକ ବାରକୁ ଲୋକମାନେ ଭଗବାନଙ୍କ ବାର ମାନି ସେ ଦିନ ନିରାମିଷ ଖାଇଥାନ୍ତି। ହେଲେ ଆପଣଙ୍କୁ ଜଣାନଥିବ ଯେ କେତେକ ଖାଦ୍ୟ ଯାହାକୁ ଆମେ ନିରାମିଷ ଭାବିଥାଉ ତାହା ପ୍ରକୃତରେ ଆମିଷ ଅଟେ। ଆସନ୍ତୁ ଜାଣିବା ସେହିସବୁ ଖାଦ୍ୟ କଣ।

ସାଗୁଦାନା- ସାଗୁଦାନା ଯାହାକୁ ଆମେ ପାଣିରେ ବତୁରେଇକି ଖାଇଥାଉ। ଏହି ସାଗୁଦାନା ଯେଉଁ ଗଛରୁ ଏହା ବାହାରି ଫ୍ୟାକ୍ଟ୍ରିକୁ ଯାଏ ଆଉ ଏହାକୁ ସେବେ ଯାଏଁ ରଖାଯାଏ ଯେବେଯାଏଁ ସେଥିରେ ପୋକ ନ ଲାଗେ। ପୋକ ଲାଗିବା ପରେ ଏହାର ଛୋଟ ଛୋଟ ଗୁଲି ପ୍ରସ୍ତୁତ କରାଯାଏ। ଏବେ ଆଗକୁ ଆପଣ ବୁଝି ଯାଇଥିବେ।

ପିଜ୍ଜା- ଆଜିକାଲି ଲୋକମାନେ ପିଜ୍ଜା ଖାଇବାକୁ ବହୁତ ପସନ୍ଦ କରୁଛନ୍ତି। ହେଲେ ବତେଇଦେଉଛୁ ଯେ ଏଥିରେ ପକାଯାଉଥିବା ଚିଜ୍ ଆମିଷ ହୋଇଥାଏ। କାହିଁକି ନା ଏଥିରେ rennet ନାମକ ଏକ ପଦାର୍ଥ ମିଶାଯାଇଥାଏ ଯାହା କି ମାଂସରେ ପ୍ରସ୍ତୁତ କରାଯାଇଥାଏ।

ଜାମ୍- ସକାଳେ ବ୍ରେକଫାଷ୍ଟ ଆମ ପାଇଁ ବହୁତ ଜରୁରୀ। ବ୍ରେକଫାଷ୍ଟରେ ଲୋକମାନେ ରୁଟି ଅବା ବ୍ରେଡରେ ଜାମ୍ ଲଗେଇକି ଖାଇଥାନ୍ତି। ହେଲେ ଆପଣ ଜାଣି ନାହାନ୍ତି ଯେ ଏହି ଜାମ୍ ଆମିଷ ଅଟେ। ଏହି ଜାମରେ ମିଶାଯାଉଥିବା gelatin ଯାହା କି ପଶୁ ମାଂସର ଏହ ଅଂଶ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button