ସନରାଇଜର୍ସ ହାଇଦ୍ରାବାଦ୍ ପାଇଁ ବିଜୟ ଲକ୍ଷ୍ୟ ୧୬୬ ରନ୍ – Kalinga News

[ad_1]
ହାଇଦ୍ରାବାଦ: ଆଇପିଏଲ୍ର ୫୭ତମ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲଏସଜି) ମୁହାଁମୁହିଁ ହୋଇଛନ୍ତି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ କେଏଲ ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କୁମିନ୍ସଙ୍କ ନେତୃତ୍ବରେ ବୋଲିଂ ଆରମ୍ଭ କରିଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
SIXES in #TATAIPL 2024
Krunal Pandya gets going for Lucknow Super Giants
Watch the match LIVE on @JioCinema and @StarSportsIndia
#SRHvLSG pic.twitter.com/OcHvFJSXmq
— IndianPremierLeague (@IPL) May 8, 2024
ଧାର୍ଯ୍ୟ ୨୦ ଓଭରରେ ୪ ୱିକେଟ ହରାଇ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ୧୬୫ ରନ୍ କରିଥିଲା। ଫଳରେ ସନରାଇଜର୍ସ ହାଇଦ୍ରାବାଦ୍ ପାଇଁ ବିଜୟ ଲକ୍ଷ୍ୟ ୧୬୬ ରନ୍ ରହିଛି।
ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ପକ୍ଷରୁ କେଏଲ ରାହୁଲ ୨୯ ରନ୍ କରିଥିବାବେଳେ କୃଣାଳ ପାଣ୍ଡ୍ୟା ୨୪ ରନ୍ କରିଥିଲେ। ସେହିପରି ନିକୋଲାସ ପୁରାନ ୪୮ ରନ୍, ଆୟୂଷ ବାଦୋନି ୩୫ ରନ୍ କରିଥିଲେ।
The @SunRisers fielding display has been
notch so far!
#LSG lose Marcus Stoinis inside the powerplay.
Watch the match LIVE on @JioCinema and @StarSportsIndia
#TATAIPL | #SRHvLSG pic.twitter.com/7AO2rPUXBJ
— IndianPremierLeague (@IPL) May 8, 2024
[ad_2]