ଅପରାଧ

ଗୋଲ୍ଡି ବରାର ଗ୍ୟାଙ୍ଗ୍‌ର ୧୦ ଶାର୍ପ ସୁଟର ଗିରଫ କଲା ପୁଲିସ୍ – Kalinga News

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସେଲ୍ ପକ୍ଷରୁ ଗୋଲ୍ଡି ବରାର ଗ୍ୟାଙ୍ଗ୍‌ର ୧୦ ଶାର୍ପ ସୁଟରଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ବିହାର ସମେତ ୭ ରାଜ୍ୟରେ ସ୍ପେଶାଲ ଅପରେସନ୍ କରାଯାଇ ସୁଟରମାନଙ୍କୁ ଗିରଫ କରାଯାଇଛି। ଏହି ସମୟରେ ପୁଲିସ ସୁଟରମାନଙ୍କ ପାଖରୁ ୭ ପିସ୍ତଲ, ୩୧ ଜୀବନ୍ତ ଗୁଳି ସହିତ ୧୧ ମୋବାଇଲ ସେଟ୍ ଜବତ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button