ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିଜୟ ଲକ୍ଷ୍ୟ ୧୭୪ ରନ୍ – Kalinga News

[ad_1]
ମୁମ୍ବାଇ: ଆଇପିଏଲ୍ର ୫୫ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ) ଏବଂ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ମଧ୍ୟରେ ଖେଳାଯାଉଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କୁମିନ୍ସଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ଧାର୍ଯ୍ୟ ୨୦ ଓଭରରେ ସନରାଇଜର୍ସ ହାଇଦ୍ରାବାଦ୍ ୮ ୱିକେଟ ହରାଇ ୧୭୩ ରନ୍ କରିଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିଜୟ ଲକ୍ଷ୍ୟ ୧୭୪ ରନ୍ ରହିଛି।
Terrific patrolling of the ropes
Suryakumar Yadav backs his skipper & team with a fine catch
Watch the match LIVE on @JioCinema and @StarSportsIndia
#TATAIPL | #MIvSRH | @mipaltan pic.twitter.com/8kNGlL8JX5
— IndianPremierLeague (@IPL) May 6, 2024
ସନରାଇଜର୍ସ ହାଇଦ୍ରାବାଦ୍ ପକ୍ଷରୁ ଟ୍ରାଭିସ୍ ହେଡ୍ ୪୮ ରନ୍ କରିଥିବାବେଳେ ଅଭିଷେକ ଶର୍ମା ୧୧ ରନ୍ କରିଥିାଲ। ସେହିପରି ନୀତୀଶ ରେଡ୍ଡୀ ୨୦ ରନ୍, ହେନରିଚ୍ କ୍ଲେସିନ୍ ୨ ରନ୍ , ମାର୍କୋ ଜେନଶନ୍ ୧୭ ରନ୍ , ଶାହାବାଜ ଅହମ୍ମଦ ୧୦ ରନ୍, ପ୍ୟାଟ୍ କୁମିନ୍ସ ୩୫ ରନ୍ କରିଥିଲେ।
Experience
Piyush Chawla strikes with big wickets of Travis Head and Heinrich Klaasen
#SRH are now 5 down!
Watch the match LIVE on @JioCinema and @StarSportsIndia
#TATAIPL | #MIvSRH | @mipaltan pic.twitter.com/xomNWyjqRH
— IndianPremierLeague (@IPL) May 6, 2024
[ad_2]