ରାଜନୀତି

ନିମାପଡ଼ାରେ ବିଜେଡିର ବାଇକ୍‌ ଶୋଭାଯାତ୍ରା, କାର୍ଯ୍ୟକର୍ତ୍ତା ସମ୍ମିଳନୀ – Kalinga News

[ad_1]

ବାମନାଳ: ପୁରୀ ଜିଲ୍ଲା ନିମାପଡ଼ା ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କ ନେତୃତ୍ବରେ ରବିବାର ବିଶାଳ ବାଇକ୍ ଶୋଭାଯାତ୍ରା ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆୟୋଜିତ ହୋଇଛି। ବାଇକ୍‌ ରାଲି ନୂତନ ବସଷ୍ଟାଣ୍ଡ ନିକଟରୁ ବାହାରି ସ୍ଥାନୀୟ ଟାଉନ ହଲ୍ ମୁକ୍ତାକାଶ ରଙ୍ଗମଞ୍ଚରେ ପହଞ୍ଚିଲା

ବୈଠକରେ ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ଭୁପେସ ପ୍ରଧାନ, ସାଂସଦ ପ୍ରାଥୀ ଡ଼ଃ ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରାଥୀ ଦିଲୀପ କୁମାର ନାୟକ, ଜିଲ୍ଲା ସଭାପତି ଦିବାକର ପାତ୍ର, ଉପସଭାପତି ସତ୍ୟବାଦୀ ମହାପାତ୍ର ଏନ ଏସି ଅଧ୍ୟକ୍ଷା ସସ୍ମିତା ସାହୁ, ଜିଲ୍ଲା ପରିଷଦ ସଭ୍ୟା କୁଞ୍ଜଲତା ସାମଲ, ସସ୍ମିତା ନାୟକ, ରବୀନ୍ଦ୍ର ମଲ୍ଲିକ, ନିରଞ୍ଜନ ମହାପାତ୍ର, ଶିକ୍ଷାବିତ ସୁବ୍ରତ ଛାଟୋଇ, ପୁନେଶ ସେନାପତି, ମାନସ ପ୍ରଧାନ, ଦିଲ୍ଲୀପ ପାତ୍ର , ପ୍ରଦୀପ ନାୟକଙ୍କ ସମେତ ହଜାର ହଜାରରୁ ଊର୍ଦ୍ଧ୍ବ କର୍ମୀ ଯୋଗ ଦେଇଥିଲେ। ନବୀନ ପଟ୍ଟନାୟକଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମକୁ ପାଥୟକରି ଚଳିତଥର ନବୀନ ବାବୁଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଯୋଡ଼ି ସଂଖରେ ଭୋଟଦେଇ ବିଜୟୀ କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ପର୍ଯ୍ୟବେକ୍ଷକ ଭୁପେସ ପ୍ରଧାନ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button