Vastu Tips : ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ୫ଟି ଶୁଭ ସଙ୍କେତ ,ଭୟଙ୍କର ଅର୍ଥ ଜାଣିରଖନ୍ତୁ ନଚେତ କାଙ୍ଗାଳ ହୋଇଯିବେ
ନମସ୍କାର ଦର୍ଶକବନ୍ଧୁ ଆପଣ ଜାଣନ୍ତି ସମୟ ଏକ ଚକ୍ର ଯେପରି ଦନ ପରେ ରାତି ଆସିଥାଏ ସେପହିପରି ମନୁଷ୍ୟ ଜୀବନରେ ଦୁଃଖ ପରେ ସୁଖ ନିଶ୍ଚୟ ଆସିଥାଏ । ସମୟର ଚକ୍ର ବା ଦୁଃଖ ସୁଖର ଚକ୍ର ଏପରି ଚାଲିଥାଏ ଯେପରି ଦୁଃଖର ସମୟ ବେସିଦିନ ରହି ନଥାଏ ସେହି ପରି ଆପଣଙ୍କର ସୁଖର ସମୟ ବେଶି ଦିନ ରହେନାହିଁ । ଯେଉଁ ମନୁଷ୍ୟ ର ସୁଖ ବା ଦୁଃଖର ସମୟ ଚାଲିଅଛି ସେ ଜୀବନ ର ପ୍ରତ୍ୟେକ ସୁଖ ଏବଂ ଖୁସି ପାଇଥାଏ, ଆମ ପୈରାଣିକ ପ୍ରଥା ମାନ୍ୟତା ଏବଂ ଶାସ୍ତ୍ରରେ ମଧ୍ୟ ଏହି ସମୟ ଚକ୍ର ବିଷୟରେ ଅନେକ କଥାମାନ ବର୍ଣ୍ଣିତ ରହିଅଛି । ଭଲ ସମୟ ଆସିବା ପୁର୍ବରୁ ଆପଣଙ୍କୁ କେତୋଟି ସଙ୍କେତ ମାଧ୍ୟମରେ ଜଣାଇ ଦେଇଥାଏ ସେହି ପରି କିଛି ଅଶୁଭ କାର୍ଯ୍ୟ ହେବା ପୁର୍ବରୁ ଆପଣଙ୍କୁ କିଛି ସଙ୍କେତ ମାଧ୍ୟମରେ ଜଣାଇ ଦେଇଥାଏ । ତେବେ ଆସନ୍ତୁ ଜାଣିବା ଭଲ ସମୟ ଆସିବା ପୂର୍ବରୁ ମିଳିଥିବା ଶୁଭ ସଙ୍କେତ ବିଷୟରେ
ପ୍ରଥମେ କେବେ କେବେ ଅଧିକ ରାତି ଯାଏ ବା ସାରା ରାତି ବିନା କାରଣ ରେ ନିଦ ଆସି ନଥାଏ ଏହି ଛୋଟ ସଙ୍କେତ ଟି ଆପଣଙ୍କର କୌଣସି ବଡ଼ ଇଚ୍ଛା ବହୁତ ଦିନ ଧରି ଆଶା କରିଥିବା କାର୍ଯ୍ୟ ପୁରଣ ହେବାର ଶୁଭ ସଙ୍କେତ ହୋଇଥାଏ ।
ଦ୍ୱିତୀୟରେ ରସକାଳର ନିଦ ସତେଜ ଏବଂ ମନରେ ଏକ ସକାରତ୍ମକ ଭାବ ସହିତ ଯଦି ନିଦ ଭାଙ୍ଗି ଥାଏ ତେବେ ଏହାକୁ ଶୁଭ ସଙ୍କେତ ହୋଇଥାଏ, ଆପଣ ଜାଣି ନିଅନ୍ତୁ କି ସେହି ଦିନ ଆପଣଙ୍କ ପାଇଁ ଶୁଭ ହୋଇଥାଏ ଏବଂ ଜୀବନ ରେ ଚାଲୁଥିବା କୌଣସି