ଜ୍ୟୋତିଷ

ମୃ-ତ୍ୟୁ ପରେ ଶବକୁ କଣ ପାଇଁ ଏକୁଟିଆ ଛଡାଯାଏନି ,ପ୍ରକୃତ ରହସ୍ୟ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ

ଦର୍ଶକ ବନ୍ଧୁ ଆମେ ସମସ୍ତେ ଜାଣିଛନ୍ତି ଯେଉଁ ବ୍ୟକ୍ତି ଏହି ଦୁନିଆରେ ଜନ୍ମ ହୋଇଛି ସେ ଦିନେ ନା ଦିନେ ମୃ-ତୁ ବରଣ ମଧ୍ୟ କରିଛି ହେଲେ କଣ ଆପଣ ଜାଣିଛନ୍ତି ମୃ-ତୁ ଶବକୁ କାହିଁକି ଏକୁଟିଆ ଛଡା ଯାଇନଥାଏ ଯଦି ଜାଣି ନାହାନ୍ତି ଆସନ୍ତୁ ଜାଣିବା । ଗରୁଡ଼ ପୂରଣ ଅନୁସାରେ ଯଦି କୌଣସି ଲୋକର ସୂର୍ଯ୍ୟାସ୍ତ ପରେ ମୃ-ତୁ ହୋଇଛି

ତାହେଲେ ତାହାର ସବସତ୍କାର ରାତିରେ କରାଯାଏ ନାହିଁ କାରଣ ଏହାଦ୍ବାରା ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇନଥାଏ ସେଠୁ ପାଇଁ ରାତିରେ କୌଣସି ଶବକୁ ମଧ୍ୟ ସମ୍ସାନକୁ ନିଆଯାଇ ନଥାଏ ବରଂ ଶବକୁ ଘରେ ହି ରଖା ଯାଇଥାଏ ସକାଳ ହେବାର ଅପେକ୍ଷା କରାଯାଇ ଥାଏ |

ଆଉ ଏମିତିରେ ମୃ-ତ ଶରୀରକୁ ଗୋଟ ମୁହୁର୍ତ ପାଇଁ ହେଲେ ଏକୁଟିଆ ଛଡ଼ା ଯାଇ ନଥାଏ ଏବଂ କେହି ନା କେହି ଜଣେ ମୃ-ତ ବ୍ୟକ୍ତିଙ୍କ ପାଖରେ ଜାଗୁଳାଇ ପରି ସବୁବେଳେ ରହିଥାଏ । ଯଦି ଶବକୁ ଏକୁଟିଆ ଛଡା ଯାଏ ତେବେ ଏହା ହୋଇପାରେ କି କୁକୁର ବିଲେଇ ଭଳି ପଶୁ ତାକୁ ଖାଇ ଯିବେ | ଏମିତି ହେବା ଦ୍ଵାରା ଗରୁଡ଼ ପୁରାଣ ଅନୁସାରେ ମୃ-ତ ବ୍ୟକ୍ତିକୁ ଜମଲୋକର କଷ୍ଟକୁ ଭୋଗିବାକୁ ପଡ଼ିଥାଏ ଆଉ ଏପରି ମଧ୍ୟ ମାନ୍ୟତା ରହିଛି ଯେ ଯଦି ଶବକୁ ଏକୁଟିଆ ଛଡ଼ା ଯାଇଥାଏ ତେବେ ସେଥିରୁ ଗଣ୍ଡ ମଧ୍ୟ ଆସିବାକୁ ଲାଗିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button