ଜ୍ୟୋତିଷ

କଳିଯୁଗର ମହାସତ୍ୟ ଏହି ପାପ କରୁଥିବା ଲୋକଙ୍କୁ ମିଳିଥାଏ ଭୟଙ୍କର ମୃ-ତ୍ୟୁ ,ଏହି ଭୁଲ କଲେ ନର୍କଲୋକରେ ମିଳେ ଏପରି ଯନ୍ତ୍ରଣା

ନମସ୍କାର ଦର୍ଶକବନ୍ଧୁ ଏହି କଳିଯୁଗରେ ଟଙ୍କା ହିଁ ସବୁ କିଛି ହୋଇଥାଏ ଯଦି ଆପଣ ଏହି ପ୍ରଶ୍ନ ଆପଣଙ୍କ ଆଖ ପାଖରେ କାହାକୁ ପଚାରିବେ ତେବେ 80 ପ୍ରତିଶତ ଲୋକ ଏହାର ଉତ୍ତର ହଁ ରେ ଦେବେ ଏହା ହିଁ ଏହି କଳିଯୁଗର ପ୍ରଭାବ ଅଟେ |ମନୁଷ୍ୟ ନିଜ ନେତୃତ୍ୱକୁ ଭୁଲି କେବଳ ଧନ ପଛରେ ହିଁ ଗୋଡ଼ଉଛି ଆଜି କାଲି ଧନ କମାଇବା ପାଇଁ କିଏ ଚୋରି କଲାଣି ତ କିଏ ଅନ୍ୟ ଜଣକୁ ଠକିଲାଣି କେବଳ ସେତିକି ନୁହେଁ ଧନ କମାଇବା ପାଇଁ ଜଣେ ଅନ୍ୟଜଣକ ଜୀବନ ନେବାକୁ ମଧ୍ୟ ପଛାଉ ନାହିଁ |

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ କି ଗରୁଡ଼ ପୁରାଣରେ ବିସ୍ତାର ରୂପରେ କୁହାଯାଇଛି ଯେଉଁ ମନୁଷ୍ୟ ଟଙ୍କା ପଇସା ପଛରେ ଧାଇଁ ଥାଏ ସେହି ମନୁଷ୍ୟର ମୃ-ତ୍ୟୁ ପରେ କଣ କଣ ହୋଇଥାଏ ଏବଂ କି କି ଦଣ୍ଡ ଭୋଗିବାକୁ ପଡ଼ିଥାଏ ତେବେ ଆସନ୍ତୁ ଜାଣିବା |ବନ୍ଧୁଗଣ ଗରୁଡ଼ ପୁରାଣର ପ୍ରକଳ୍ପ ଅଧ୍ୟାୟରେ ଭଗବାନ ବିଷ୍ନୁ ଗରୁଡ଼ ଦେବଙ୍କୁ କହିଛନ୍ତି ଯେ ହେ ଗରୁଡ଼ ଦେବ କଳି ଯୁଗରେ ଲୋକଙ୍କ ଉପରେ ବଢ଼ିଥିବା ପାପର କାରଣ ହେଉଛି ଯେଉଁ ମନୁଷ୍ୟ ଶହେ ପତିର ମାଲିକ ହୋଇଥାଏ ସେ ହଜାର ପତି ହେବା ପାଇଁ ଚେଷ୍ଟା କରିଥାଏ |

ଯେଉଁ ମନୁଷ୍ୟ ଲକ୍ଷପତିର ମାଲିକ ସେ ହଜାର ପତି ହେବାକୁ ଚେଷ୍ଟା କରିଥାଏ ସେଥିରେ ମନୁଷ୍ୟର ତୃଷ୍ଣା ମେଣ୍ଟି ନଥାଏ ସେ ଆହୁରି ଧନ କମାଇବା ପାଇଁ ଚେଷ୍ଟା କରିଥାଏ |ଗରୁଡ଼ ପୁରାଣରେ କୁହାଯାଇଛି କି ଯେଉଁ ମନୁଷ୍ୟ ନିଜ ତୃଷ୍ଣା ଉପରେ କାବୁ ନରଖେ ତାଙ୍କୁ ସ୍ୱର୍ଗ କଣ ନର୍କରେ ରହିବାକୁ ମଧ୍ୟ ଜାଗା ମିଳିନଥାଏ |ଯେଉଁ ମନୁଷ୍ୟ ମନରେ ଲୋଭ ମୋହମାୟା ଏବଂ ଅହଙ୍କାର ରଖିନଥାଏ ସେହି ମନୁଷ୍ୟକୁ ସ୍ୱର୍ଗ ବା ଉତ୍ତମ ଲୋକ ପ୍ରାପ୍ତି ହୋଇଥାଏ |

ଆଗକୁ ମଧ୍ୟ ଭଗବାନ ବିଷ୍ନୁ ଗରୁଡ଼ ଦେବଙ୍କୁ କହିଛନ୍ତି ହେ ପକ୍ଷୀରାଜ କଳିଯୁଗରେ ମନୁଷ୍ୟ ଯେତେ ଧନ ପଛରେ ଧାଇଁବ ତାକୁ ମୃତ୍ୟୁ ପରେ ସେତିକି କଷ୍ଟ ଭୋଗିବାକୁ ପଡ଼ିବ ଗରୁଡ଼ ପୁରାଣରେ ଏହା ମଧ୍ୟ ଉଲେଖ ରହିଛି ଯେ କଳିଯୁଗରେ ଯେତେ ପ୍ରକାର ଅଧର୍ମ ଘଟିବ ସେତେ ପ୍ରକାର ଲୋଭ ଅହଙ୍କାର ମନୁଷ୍ୟ ମନରେ ଜାଗ୍ରତ ହେବ ଏବଂ ଏମିତି ଏକ ସମୟ ଆସିବ ଯେ ମନୁଷ ଲୋଭ ଏବଂ ଅହଙ୍କାରରେ ଈଶ୍ୱରଙ୍କୁ ମଧ୍ୟ ଭୁଲିଯିବେ |

କିନ୍ତୁ ତାହା ସହିତ ଏହା ମଧ୍ୟ ସତ୍ୟ ଯେ ଯେଉଁ ମନୁଷ୍ୟ ଧର୍ମ ମାର୍ଗରେ ରହିକି ଧନ କମାଇବ ଏବଂ ପରିବାର ଜନ ସହିତ ଆଖ ପାଖ ଲୋକଙ୍କ ସେବା କରିବ ତାଙ୍କୁ ମୃତ୍ୟୁ ପରେ ସ୍ୱର୍ଗ ବା ଉତ୍ତମ ଲୋକେ ଭାବରେ ବିବେଚନା କରାଯିବ ତ ବନ୍ଧୁଗଣ କହିବାର ଅର୍ଥ ଏହା କି ଘୋର କଳିଯୁଗରେ ଆମକୁ ସେତିକି ଧନ କମାଇବାର ଅଛି ଯେତିକିରେ ନିଜ ର ପେଟ ପୁରୁଥିବ ଏବଂ ତାହା ସହିତ ଅନ୍ୟମାନଙ୍କ ପେଟ ମଧ୍ୟ ଭରି ଯାଉଥିବ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button