ଦେଶ- ବିଦେଶ

Gk Questions & Answers- ଫ୍ରିଜରେ କେଉଁ ଫଳ ରଖି ଖାଇଲେ ତାହା ବିଷ ହୋଇଥାଏ ? 99 % ଲୋକଙ୍କୁ ଜଣା ନାହିଁ

ନମସ୍କାର ବନ୍ଧୁଗଣ , ଆଧୁନିକ ଯୁଗରେ ଯୁବାପିଢିଙ୍କୁ ଜ୍ଞାନ ସହ ସମ୍ବନ୍ଧୀୟ ତତ୍ଵ ପ୍ରଦାନ କରିବା ଉଦେଶ୍ୟରେ ଆଜି ଆମେ ଆପଣମାନଙ୍କ ଆଗକୁ ଆଣିଛୁ ସାଧାରଣ ଜ୍ଞାନ ପ୍ରତିଯୋଗୀତା । ଆଜି କାଲି ସବୁ କ୍ଷେତ୍ରରେ ସାଧାରଣ ଜ୍ଞାନର ଆବଶ୍ୟକତା ରହିଛି । ସାମାନ୍ଯ ଛାତ୍ର ଠାରୁ ଆରମ୍ଭ  କରି ବ୍ୟବସାୟ ପର୍ଯ୍ୟନ୍ତ ଜ୍ଞାନ ଜରୁରୀ  ଅଟେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଏବଂ ତହିର ଉତ୍ତର ।

1- ଶରୀରର କେଉଁ ଅଙ୍ଗରୁ ଝାଳ ବାହାରେ ନାହିଁ ?

ଉତ୍ତର : ଓଠ।

2- କେଉଁ ଜୀବ ନଖାଇ ୧୦ବର୍ଷ ବଞ୍ଚିପାରେ ?

ଉତ୍ତର : ବୁଢିଆଣ ।

 

3 – ହାତୀ ମୁହଁରେ କେତୋଟି ଦାନ୍ତ ଅଛି ?

ଉତ୍ତର : ୨୬ ।

4 – ଘରେ କଣ ରଖିଲେ ବେଙ୍ଗ ଆସନ୍ତି ନାହିଁ ?

ଉତ୍ତର : ଭିନେଗାର ।

5- ସବୁଠାରୁ ଛୋଟ ଅଣ୍ଡା କେଉଁ ପକ୍ଷୀ ଦିଏ ?

ଉତ୍ତର : ହମିଙ୍ଗ ବାର୍ଡ।

 

6- କେଉଁ ପକ୍ଷୀ ଭୋକ ସମୟରେ ପଥର ଖାଇଥାଏ ?

ଉତ୍ତର : ଓଟପକ୍ଷୀ ।

7-  କେଉଁ ଜୀବ ମୁହଁରେ ଶବ୍ଦ ବାହାରେ ନାହିଁ ?

ଉତ୍ତର : ଜିରାଫ ।

8- କେଉଁ କାଠ  ସୁନାଠୁ  ବି ବେସୀ ଦାମୀ ?

ଉତ୍ତର : ଲାଲ ଚନ୍ଦନ ।

9- ମୁଁ ସମୁଦ୍ରରେ ଜନ୍ମ ନିଏ ହେଲେ ଆପଣମାନଙ୍କ ଘରେ ରୁହେ, ମୁଁ କିଏ ?

ଉତ୍ତର : ଲୁଣ ।

10 – ଭାରତର କେଉଁ ରାଜ୍ୟର ଲୋକଙ୍କର ଆଧାରକାର୍ଡ ବନାଯାଏ ନାହିଁ ?

ଉତ୍ତର : ଜାମ୍ମୁ କାଶ୍ମୀର ।

11- ଶ୍ରୀ ଚୈତନ୍ୟ କେବେ ଓ କେଉଁଠି ଜନ୍ମଗ୍ରହଣ କରିଥିଲେ ?

ଉତ୍ତର : 1485 ରେ ବଙ୍ଗଳାରେ ।

 

12 – କେଉଁ ଗଛ ସାପର ବିଷକୁ କାଢି ନେଇଥାଏ ?

ଉତ୍ତର : କାଙ୍କଡ଼ ।

13 –  କେଉଁ ଜୀବ ଆଖି ଦ୍ଵାରା ଶୁଣିପାରେ ?

ଉତ୍ତର : ପାଣିବେଙ୍ଗ ।

14- କେଉଁ ପକ୍ଷୀକୁ ଛୁଇଁବା ମାତ୍ରେ ମରିଯାଏ ?

ଉତ୍ତର : ଟିଟୋନି ।

15 – ବିଶ୍ଵର ସବୁଠାରୁ ବଡ ପକ୍ଷୀ ନାମ କଣ ?

ଉତ୍ତର : ଅଷ୍ଟ୍ରିଚ ।

16 – କେଉଁ ଗଛର ପତ୍ରରୁ ନୂଆ ଗଛ ତିଆରି ହୋଇଥାଏ ?

ଉତ୍ତର : ଅମରପୋଇ ।

17 – କେଉଁ ଜୀବ ଝିଭ ଦ୍ଵାରା ଶୁଣି ପାରେ ?

ଉତ୍ତର : ସାପ ।

18 –  କେଉଁ ଜୀବ ଆଖି ଓ କାନ ବାଟେ ନିଶ୍ଵାସ ନିଏ ?

ଉତ୍ତର : ହରିଣ ।

19 – କେଉଁ ଜୀବର ଲାଞ୍ଜ କଟିଗଲେ ରକ୍ତ ବାହାରେ ନାହିଁ ?

ଉତ୍ତର : ଝିଟିପିଟି ।

20 – ଫ୍ରିଜରେ କେଉଁ ଫଳ ରଖି ଖାଇଲେ ତାହା ବିଷ ହୋଇଥାଏ ?

ଉତ୍ତର : ତରଭୁଜ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button