ସ୍ୱାସ୍ଥ୍ୟ

ସକାଳୁ ପାଣିରେ ଏହି 1 ଜିନିଷ ମିଶେଇ ପିଇ ନିଅନ୍ତୁ, ପେଟ ଓ ଅଣ୍ଟାର ଚର୍ବି ମହମ ପରି ତରଳିଯିବ

ନମସ୍କାର ବନ୍ଧୁଗଣ ତେବେ ବହୁତ ଦିନର ମୋଟା ଅଂଶ ଯଥା ଆପଣଙ୍କର ପେଟ ,ଜଙ୍ଘ କିମ୍ବା ଅଣ୍ଟାର ଚର୍ବୀ ବହୁତ ଜଲଦି ହ୍ରାସ ହେବ । କେବଳ ଏହି ଉପାୟକୁ ଅନୁଧ୍ୟାନ କରନ୍ତୁ।ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ ଏମିତି ଏକ ଉପାୟ ଯାହାକୁ ଆପଣ ବ୍ୟବହାର କରି ନିଜର ଚର୍ବୀ କମାଇ ପାରିବେ । ଆଜି ଆମେ ଆପଣଙ୍କୁ ଓଜନ ହ୍ରାସ କରିବାପାଇଁ କିମ୍ବା ଚର୍ବୀ କମାଇବା ପାଇଁ ଏକ ପାଣି ବ୍ୟବହାର କରିବାକୁ କହିବୁ ଯାହାକୁ ଆପଣମାନେ ଏକ ମାସ ବ୍ୟବହାର କରି ନିଜର ଓଜନ କୁ ୩ ରୁ ୫ କିଲୋଗ୍ରାମ ପର୍ଯ୍ୟନ୍ତ କମାଇପାରିବେ ।


ଏହି ପାଣିର ବ୍ୟବହାର ଯେକେହି ବି କରିପାରିବ ଆପଣ ଡାଇବେଟିସ ବ୍ୟକ୍ତି ହୋଇଥାନ୍ତୁ କି ଥାଇରଏଡ଼ ସମସ୍ୟାରେ ଥାଆନ୍ତୁ ଆପଣ ଏହାକୁ ବ୍ୟବହାର କରିପାରିବେ। ତେବେ ଆସନ୍ତୁ ଜାଣିବା କିପରି ଏହି ଔଷଧି କୁ ପ୍ରସ୍ତୁତ କରିବେ।ପ୍ରଥମେ ଆପଣ ଏକ ପ୍ୟାନରେ ଏକ ଲିଟର ପାଣି ନିଅନ୍ତୁ କାରଣ ଆପଣ ଏହି ପାଣିକୁ ଦିନର ତିନି ସମୟରେ ପିଇବା ପାଇଁ ପଡିବ।

ଏଥି ପାଇଁ ଆପଣ ଗୋଟିଏ ପ୍ୟାନ ରେ ପାଣି ଗରମ କରନ୍ତୁ ଏବଂ ସେଥିରେ ଏକ ଚାମଚ ଜିରା ପକାନ୍ତୁ ଏବଂ ଏହା ପରେ ଏଥିରେ ଡାଲଚିନିର ଏକ କାଠକୁ ଏଥିରେ ପକାଇ ଦିଅନ୍ତି , କାରଣ ଡାଲଚିନି ରେ ହଜମ କରିବା ଓ ପେଟ ସଫା କରିବା ଭଳି ଗୁଣ ରହିଥାଏ । ଏହାପରେ ଆପଣ ଏଥିରେ ଦୁଇଟି ଗୁଜୁରାତି ପକାନ୍ତୁ କାରଣ ଏଥିରେ ମେଟାବୋଲିକ ପଦାର୍ଥ ଅଧିକ ରହିଥାଏ ଯାହା ଆମର ଚର୍ବୀ ବଢାଇବା ହ୍ରାସ କରିଥାଏ ।


ଏହାପରେ ଆପଣ ଏକ ଚାମଚ ଜୀରାକୁ ଏଥିରେ ପକାଇଦିଅନ୍ତୁ , କାରଣ ଜୀରାରେ ହଜମ କରିବା ସହ ପାଚନକ୍ରିୟା କୁ ସଫା କରିବାର ଗୁଣ ରହିଥାଏ ।ଏହିସବୁ ଜିନିଷ ମିଶାଇ ସାରିବା ପରେ ଆପଣ ଗ୍ୟାସ କୁ ମିଡ଼ିଅମ ରେ ରଖି ଏହାକୁ ଗରମ କରନ୍ତୁ । ତେବେ ଆପଣ ଦିନର ଦୁଇଟି ସମୟରେ ଏହାର ବ୍ୟବହାର କରିବେ ଯଥା ସକାଳେ ରାତ୍ରି ସମୟରେ । ହାଲ୍କା ତାପମାତ୍ରାରେ ଏହାକୁ ଗରମ କରିବାପରେ ଏହାର ପାଣିକୁ ଛାଣି ଏକପାତ୍ରରେ ରଖନ୍ତୁ ଆପଣ ଚାହିଁଲେ ଏଥିରେ ମହୁ ମଧ୍ୟ ମିଶଇ ପାରିବେ।


ତେବେ ବଳକା ଡାଲଚିନି କୁ ଆପଣ ପରଦିନରେ ମଧ୍ୟ ବ୍ୟବହାର କରିପାରିବେ। ଏହି ପାଣିକୁ ଯେକୌଣସି ବ୍ୟକ୍ତି ବ୍ୟବହାର କରିପାରିବ ।ଏହି ଜୁଆଣି ପିଇବା ଦ୍ୱାରା ଆପଣଙ୍କର ଷ୍ଟ୍ରେସ ଦୂର ହୋଇଥାଏ ଓ ବ୍ରେନ ଚଳାଚଳ ଠିକ ଭାବରେ ହୋଇଥାଏ । ଯଦି ଆପଣ ଏହାକୁ ବ୍ୟବହାର କରନ୍ତି ତାହେଲେ ଏକ ମାସ ଭିତରେ ଆପଣଙ୍କର ଫେସ ଗ୍ଲୋ କରିବା ଆରମ୍ଭ କରିଦେବ ଓ ଶରୀରରୁ ବିଭିନ୍ନ କ୍ଷତିକାରକ ପଦାର୍ଥ ବାହାରିଯାଇଥାଏ । ଏକମାସ ପରେ ଦେଖିବେ ଆପଣଙ୍କ ଓଜନ ଓ ଚର୍ବୀ ସମ୍ପୁର୍ଣ ଭାବରେ ନିୟନ୍ତ୍ରିତ ହୋଇଯିବ। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button