ଟସ୍ ଜିତିଲା ଗୁଜୁରାଟ ଟାଇଟନ୍ସ : ପ୍ରଥମେ ବୋଲିଂ ନିଷ୍ପତ୍ତି – Kalinga News

[ad_1]
ଜୟପୁର: ଆଇପିଏଲ୍ର ୨୪ ତମ ମ୍ୟାଚ୍ରେ ବୁଧବାର ରାଜସ୍ଥାନ ରୟାଲ୍ସ (ଆର୍ଆର୍) ଏବଂ ଗୁଜୁରାଟ ଟାଇଟନ୍ସ (ଜିଟି) ମଧ୍ୟରେ ମୁକାବିଲା ହେଉଛି। ଜୟପୁରର ସାୱଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଗୁଜୁରାଟ ଟାଇଟନ୍ସ ଅଧିନାୟକ ଶୁବମାନ ଗିଲ୍ ଟସ୍ ଜିତି ଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ୍ଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
🚨 Toss Update 🚨
Gujarat Titans win the toss and elect to field against Rajasthan Royals.
Follow the Match ▶️ https://t.co/1HcL9A97Ch#TATAIPL | #RRvGT pic.twitter.com/Hw76YqvfOW
— IndianPremierLeague (@IPL) April 10, 2024
ଗୁଜୁରାଟ ଟାଇଟାନ୍ସ ପ୍ଲେଇଙ୍ଗ୍ ୧୧ରେ ଶୁଭମାନ ଗିଲ (ଅଧିନାୟକ), ସାଇ ସୁଦର୍ଶନ, ବିଜୟ ଶଙ୍କର, ଅଭିନଭ ମନୋହର, ମାଥ୍ୟୁ ୱେଡ (ୱିକେଟ୍ କିପର), ରାହୁଲ ତେୱାଟିଆ, ରସିଦ ଖାନ, ଉମେଶ ଯାଦବ, ସ୍ପେନ୍ସର ଜନସନ, ନୁର ଅହମ୍ମଦ, ମୋହିତ ଶର୍ମା ରହିଛନ୍ତି
ସେହିପରି ରାଜସ୍ଥାନ ରୟାଲ୍ସ ପ୍ଲେଇଙ୍ଗ୍ ୧୧ରେ ଯଶସ୍ୱୀ ଜୈସୱାଲ, ଜୋସ୍ ବଟଲର, ସଞ୍ଜୁ ସାମସନ (ୱିକେଟ୍ କିପର / ଅଧିନାୟକ), ରିୟାନ୍ ପରାଗ, ଧ୍ରୁଭ ଜୁରେଲ, ଶିମ୍ରନ୍ ହେଟମେୟର୍, ରବିଚନ୍ଦ୍ରନ୍ ଅଶ୍ୱିନ୍, ଟ୍ରେଣ୍ଟ ବୋଲ୍ଟ, ଆଭେଶ ଖାନ୍, ନବଦୀପ ସୈନି, ୟୁଜଭେନ୍ଦ୍ର ଚହଲ ରହିଛନ୍ତି।
ଇମ୍ପାକ୍ଟ ପ୍ଲେୟାର ମଧ୍ୟରେ ଗୁଜୁରାଟ ଟାଇଟାନ୍ସରେ ଶରତ ବିଆର, ଶାହାରୁଖ ଖାନ, ଦର୍ଶନ ନାଲକାଣ୍ଡେ, ରବିଶ୍ରୀନିବାସନ ସାଇ କିଶୋର, ମନଭ ସୂଥାର ରହିଛନ୍ତି।
ସେହିପରି ରାଜସ୍ଥାନ ରୟାଲ୍ସ ଇମ୍ପାକ୍ଟ ପ୍ଲେୟାର ମଧ୍ୟରେ ରୋଭମାନ ପାୱେଲ, ତନୁଶ କୋଟିୟାନ୍, ଶୁଭମ୍ ଦୁବେ, କେଶବ ମହାରାଜ, ନବଦୀପ ସୈନି ରହିଛନ୍ତି।
[ad_2]




