ଖେଳ ଖବର

ଟସ୍ ଜିତିଲା ପଞ୍ଜାବ କିଙ୍ଗସ୍ : ପ୍ରଥମେ ବୋଲିଂ ନିଷ୍ପତ୍ତି – Kalinga News

[ad_1]

ଚଣ୍ଡିଗଡ଼: ଆଇପିଏଲ୍‌ର ୨୩ ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍ (ପିବିକେଏସ) ଏବଂ ସନରାଇଜର୍ସ ହାଇଦ୍ରାବାଦ୍ (ଏସଆରଏଚ) ମଧ୍ୟରେ ମଙ୍ଗଳବାର ମୁକାବିଲା ହେଉଛି। ଚଣ୍ଡିଗଡ଼ର ମହାରାଜା ୟୁଦବିନ୍ଦର ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍ ଅଧିନାୟକ ଶିଖର ଧାୱନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କୁମିନ୍ସଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।

ପଞ୍ଜାବ କିଙ୍ଗସ୍ ପ୍ଲେଇଙ୍ଗ ୧୧ରେ ଶିଖର ଧାୱନ (ଅଧିନାୟକ), ଜନି ବେୟାରଷ୍ଟୋ, ପ୍ରଭାସୀମନ୍ ସିଂ, ଜିତେଶ ଶର୍ମା (ୱିକେଟ୍ କିପର), ସାମ୍ କୁରାନ୍, ସିକନ୍ଦର ରଜା, ଶଶାଙ୍କ ସିଂ, ହରପ୍ରୀତ ବରାଡ, ହର୍ଷଲ ପଟେଲ, ରାହୁଲ ଚହର, ଅର୍ଶଦୀପ ସିଂ ଖେଳୁଛନ୍ତି।

ସେହିପରି ସନରାଇଜର୍ସ ହାଇଦ୍ରାବାଦର ପ୍ଲେଇଙ୍ଗ ୧୧ରେ ଟ୍ରାଭିସ୍ ହେଡ୍, ଅଭିଷେକ ଶର୍ମା, ଆଡେନ ମାର୍କ୍ରାମ, ହେନ୍ରିଚ୍ କ୍ଲାସେନ୍ (ୱିକେଟ୍ କିପର), ଅବଦୁଲ ସମାଦ, ନୀତୀଶ ରେଡ୍ଡୀ, ଶାହାବାଜ ଅହମ୍ମଦ, ପାଟ କମିନ୍ସ (ଅଧିନାୟକ), ଭୁବନେଶ୍ୱର କୁମାର, ଜୟଦେବ ଉନାଦକଟ, ଟି ନାଟାରାଜନ ଖେଳୁଛନ୍ତି।

 

 

 

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button