ଖେଳ ଖବର

ଟିମ ମ୍ୟାନେଜମେଣ୍ଟ ଓ ଚୟନକର୍ତ୍ତାମାନଙ୍କ ନଜର ଅନ୍ଦାଜ ଯୋଗୁ ବର୍ବାଦ ହେବାକୁ ଯାଉଛି ଏହି ୨ ଦିଗ୍ଗଜ ଖେଳାଳିଙ୍କ କ୍ୟାରିୟର, ନମ୍ବର ୧ଙ୍କର ଫେରିବାକୁ ପୁରା ଦେଶ ଚାହିଁ ବସିଛି

ଭାରତୀୟ କ୍ରିକେଟ ଇତିହାସରେ ବହୁତ ଭଲ ଭଲ କ୍ରିକେଟର ଆସିଛନ୍ତି ଓ ଚାଲି ଯାଇଛନ୍ତି । ସବୁ ସମୟରେ ଭାରତୀୟ କ୍ରିକେଟକୁ ବହୁତ ଭଲ ଭଲ ଖେଳାଳି ମିଳିଛି । କିନ୍ତୁ ଭାରତୀୟ କ୍ରିକେଟରେ ଗୋଟିଏ ସତ୍ୟତା ବି ଅଛି କି କେତେକ କ୍ରିକେଟରଙ୍କ କ୍ୟାରିୟର ଅନ୍ତ ବହୁତ ନିରାଶାଜନକ ବି ରହିଛି । ଏହି ଖେଳାଳିମାନଙ୍କ କ୍ରିକେଟ କ୍ୟାରିୟର ନିରାଶାଜନକ ଅନ୍ତ ଏଥିପାଇଁ ରହିଛି କାରଣ ଏହି ଖେଳାଳିମାନେ ଭାରତୀୟ କ୍ରିକେଟରେ ବହୁତ ସଫଳତା ହାସଲ କରିଛନ୍ତି କିନ୍ତୁ କିଛି ସମୟ ପରେ ଯେତେବେଳେ ଏମାନେ କିଛି ଖାସ ପ୍ରତିଭା ଦେଖାଇ ପାରିଲେ ନାହିଁ ତେବେ ଏହି ଖେଳାଳିମାନଙ୍କୁ ଟିମରେ ଚାନ୍ସ ମିଳିଲା ନାହିଁ ।

ଆପଣ ସମସ୍ତେ ଜାଣିଛନ୍ତି କି ଭାରତୀୟ କ୍ରିକେଟ ଟିମରେ ଏମିତି ବହୁତ ଖେଳାଳି ଅଛନ୍ତି ଯେଉଁମାନେ ସବୁବେଳେ ନିଜର ଭଲ ପ୍ରଦର୍ଶନ କାରଣରୁ ଲୋକମାନଙ୍କ ମଧ୍ୟରେ ଚର୍ଚାର ବିଷୟ ହୋଇ ରହିଛନ୍ତି । କିନ୍ତୁ BCCIର ନଜର ଅନ୍ଦାଜ କାରଣରୁ ଏହି ଖେଳାଳିମାନଙ୍କ କ୍ୟାରିୟର ବର୍ବାଦ ହେବାକୁ ଲାଗିଛି । ଆଜି ଆମେ ଆପଣଙ୍କୁ ଏମିତି ହିଁ ଦୁଇ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କ କ୍ୟାରିୟର ଶେଷ ସମୟକୁ ଚାଲି ଆସିଛି ।

ମହେନ୍ଦ୍ର ସିଂହ ଧୋନୀ

ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପଟେନ, ୱିକେଟ କିପର, ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନୀଙ୍କୁ ଗତ ବର୍ଷ ଶେଷ ଥର ପାଇଁ ୱାର୍ଲ୍ଡକପରେ ଲୋକମାନେ ଖେଳୁ ଥିବାର ଦେଖିଥିଲେ । ୨୦୧୯ ୱାର୍ଲ୍ଡକପ ପର ଠାରୁ ହିଁ ସେ ଭାରତୀୟ କ୍ରିକେଟ ଟିମରୁ ଦୂରେଇ ଅଛନ୍ତି । କାରଣ BCCI ତାଙ୍କୁ କୌଣସି ମ୍ୟାଚ ପାଇଁ ଚୟନ କରୁ ନାହାନ୍ତି । ଏମିତିରେ ମହେନ୍ଦ୍ର ସିଂହ ଧୋନୀଙ୍କ କ୍ୟାରିୟର ସମାପ୍ତ ହୋଇ ଯାଇଛି ।

ସୁରେଶ ରୈନା

ଭାରତୀୟ କ୍ରିକେଟ ଟିମରେ ମଧ୍ୟ କ୍ରମରେ ଆସୁଥିବା ସୁରେଶ ରୈନା ବି ଗତ କିଛି ବର୍ଷ ହେବ ଟିମର ଅଂଶ ନାହାନ୍ତି । ସେ ଭାରତୀୟ ଟିମରେ ନିଜର ସ୍ଥାନକୁ ପୁଣି ଥରେ ପାଇବା ପାଇଁ ଚେଷ୍ଟା କରୁଛନ୍ତି । କହିବାକୁ ଗଲେ ସୁରେଶ ରୈନା ୨ ବର୍ଷ ହେବ ଭାରତୀୟ କ୍ରିକେଟ ଟିମରୁ ଦୂରେଇ ଅଛନ୍ତି । କିନ୍ତୁ ବର୍ତ୍ତମାନ କହିବାକୁ ଗଲେ BCCIକୁ ସୁରେଶ ରୈନାଙ୍କୁ ଚାନ୍ସ ଦେବା ଉଚିତ । ନଚେତ ସୁରେଶ ରୈନାଙ୍କ କ୍ୟାରିୟର ବି ସାମାପ୍ତ ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button