ଅପରାଧ

ବନ୍ଧୁକ ମୂନରେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍: ୨୭୦ ଗ୍ରାମ୍ ସୁନା, ୬କେଜି ରୁପା ଲୁଟିନେଲେ – Kalinga News

[ad_1]

ପିପିଲି: ପିପିଲିର ଡେଲାଙ୍ଗ ଥାନା ନିକଟରୁ ବନ୍ଧୁକ ମୂନରେ ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍ ହୋଇଛି। କେତେକ ଅଜଣା ଯୁବକ ତାଙ୍କଠାରୁ ୨୭୦ ଗ୍ରାମ୍ ସୁନା, ୬କେଜି ରୁପା ଲୁଟିନେଇଛନ୍ତି। ବ୍ୟବସାୟୀ ଜଣକ ଷ୍ଟେସନ ବଜାରଠାରେ ଥିବା ତାଙ୍କ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ବନ୍ଧୁକ ଦେଖାଇ ୪ ଜଣ ଅଜଣା ଯୁବକ ବ୍ୟବସାୟୀଙ୍କ ହାତରୁ ସୁନା ଏବଂ ରୁପା ଥିବା ବ୍ୟାଗ୍ ଲୁଟିଥିବା ଥାନାରେ ଅଭିଯୋଗ ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button