ଗୋଲ୍ଡେନ୍ ଡକ୍ରେ ପାଭିଲିୟନ ଫେରିଲେ ରୋହିତ, ପ୍ରଶଂସକ ରାଗି ନିଆଁବାଣ – Kalinga News

[ad_1]
ମୁମ୍ବାଇ: ଆଇପିଏଲ୍ ୨୦୨୪ର ୧୪ ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଏବଂ ରାଜସ୍ଥାନ ରୟାଲ୍ସ (ଆର୍ଆର୍) ସୋମବାର ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ଟପ୍ ଅର୍ଡର ରାଜସ୍ଥାନର ବୋଲିଂ ଧରାଶାୟୀ ହୋଇଯାଇଥିଲେ।
Like this tweet if you think Vadapav should be dropped from the World Cup squad and Kohli should open with Jaiswal. pic.twitter.com/4dYKF9FHs0
— Daksh (@82MCG_) April 1, 2024
ରୋହିତ ଶର୍ମା ମ୍ୟାଚ୍ରେ ଗୋଲ୍ଡେନ୍ ଡକ୍ରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ପୂର୍ବ ମ୍ୟାଚ୍ ଗୁଡ଼ିକରେ ଦଳର ଖରାପ ପ୍ରଦର୍ଶନ ନେଇ ଅସନ୍ତୁଷ୍ଟ ଥିବା ପ୍ରଶଂସକ ଏହାକୁ ନେଇ ରାଗି ନିଆଁବାଣ ହୋଇ ସୋସିଆଲ ମିଡ଼ିଆରେ ରୋହିତଙ୍କୁ ଟ୍ରୋଲ୍ କରିଛନ୍ତି। ରୋହିତଙ୍କଠାରୁ ଏକ ଉଲ୍ଲେଖନୀୟ ବ୍ୟାଟିଂ ଲାଇନ୍ ଆଶା କରୁଥିବା ପ୍ରଶଂସକ ନିରାଶ ହୋଇ ତାଙ୍କ ପ୍ରତି ବିଭିନ୍ନ ନକାରାତ୍ମକ ମନ୍ତବ୍ୟ ପ୍ରଦାନ କରିଛନ୍ତି।
Like this tweet if you think Vadapav should be dropped from the World Cup squad and Kohli should open with Jaiswal. pic.twitter.com/4dYKF9FHs0
— Daksh (@82MCG_) April 1, 2024
ଜଣେ ୟୁଜର ଲେଖିଛନ୍ତି ବଡ଼ାପାୱଙ୍କୁ ବିଶ୍ବକପ୍ ଟିମ୍ରୁ ବାହାର କରିଦେବା ଉଚିତ। ବିରାଟ କୋହଲିଙ୍କୁ ଯଶସ୍ବୀ ଜୟସ୍ବାଲଙ୍କ ସହିତ ଓପନିଂ କରିବାର ସୁଯୋଗ ଦେବାକୁ ସମର୍ଥନ କରୁଥିଲେ ମୋ ଟୁଇଟ୍କୁ ଲାଇକ୍ କରନ୍ତୁ।
Vadapav
Vadapav
Vadapav
Vadapav
Vadapav
Vadapav
VadapavCopy paste Everyone pic.twitter.com/Vs44Vu7fPB
— #SackFAF (@OGVK18) April 1, 2024
[ad_2]




