ଖେଳ ଖବର

ଟସ୍ ଜିତିଲା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍: ପ୍ରଥମେ  ବ୍ୟାଟିଂ ନିଷ୍ପତ୍ତି  – Kalinga News

[ad_1]

ଲକ୍ଷ୍ନୌ: ଆଇପିଏଲ୍ ୨୦୨୪ର ୧୧ତମ ମ୍ୟାଚ୍‌ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲଏସଜି) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଖେଳାଯାଉଛି। ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ‌ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ ନିକୋଲସ ପୁରନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।
ଦଳର ପ୍ରକୃତ ଅଧିନାୟକ କେ.ଏଲ. ରାହୁଲ ଆଜିର ମ୍ୟାଚ୍‌ରେ ବିନା ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିବେ। ଆଜିର ମ୍ୟାଚ୍‌ରେ ନିକୋଲସ ଅଧିନାୟକର ଦାୟିତ୍ବ ତୁଲାଉଛନ୍ତି।  ଟସ୍ ସମୟରେ ନିକୋଲସ୍ କହିଛନ୍ତି ଯେ, ରାହୁଲ ଆଘାତ ପ୍ରାପ୍ତ ହୋଇଛନ୍ତି। ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ବରେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି।

 

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button