ସ୍ୱାସ୍ଥ୍ୟ

ଗ୍ୟାସ, ଏସିଡିଟି, କବ୍ଜ ଆଦି ସମସ୍ତ ପ୍ରକାର ପେଟରୋଗ 10 ଦିନରେ ହେବ ମୂଳରୁ ଶେଷ… ବାସ କରନ୍ତୁ ଏହି ଘରୋଇ ଉପଚାର

ବନ୍ଧୁଗଣ ଯଦି ଆପଣଙ୍କର ପେଟ ଠିକ ଭାବେ ସଫା ହେଉ ନାହି ତେବେ ରାତିରେ ଶୋଇବା ଆଗରୁ ଏହାର ସେବନ କରନ୍ତୁ । ଦେଖିବେ କବଚ ଭଳି ସମସ୍ଯା ସଂପୂର୍ଣ୍ଣ ଭଲ ହୋଇଯିବ । ପୁରୁଣାରୁ ପୁରୁଣା କବଚ ଭଳି ସମସ୍ୟାରୁ କେବଳ ଗୋଟିଏ ଦିନରେ ଆରାମ ମିଳିବ । ପଟେ ଯଦି ଫୁଲି ରହିଛି ବା ପେଟର ଗ୍ଯାସ ମୁଣ୍ଡ ଯାଏଁ ପହଞ୍ଚି ଯାଉଛି ତେବେ ଆଜିର ଏହି ଉପାୟ ଆପଣଙ୍କ ପାଇଁ ବହୁତ ଅଧିକ ଲାଭଦାୟକ ହେବ । ଏହା ଦ୍ଵାରା ଆପଣଙ୍କ ପେଟ ଭଲ ଭାବେ ସଫା ହେବ । ତେବେ ଆସନ୍ତୁ ଜାଣିବା ଆଜିର ଘରୋଇ ଉପଚାର ବିଷୟରେ ବିସ୍ତାର ଭାବେ ।

ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ଛୋଟ ହରିଡା ଯାହାଅଆପଣଙ୍କୁ ପୁଟୁଳି ବଣିଆ ଦୋକାରୁ ସହଜରେ ମିଳିଯିବ । ପେଟର ଗ୍ଯାସ, କବଚ ଭଳି ସମସ୍ଯା ଦୂର କରିବା ହରିଡା । ଏଥିପାଇଁ ଆପଣଙ୍କୁ ମାତ୍ର ୩ରୁ ୪ଟି ହରିଡା ଦରକାର । ଯାହାକୁ ଆପଣ ଏକ ସପ୍ତାହ ସେବନ କରିପାରିବେ । ଏବେ ଏହାକୁ ଛୋଟ ଛୋଟ କାନ୍ତୁ । ଏହା ପରେ ଆବଶ୍ୟକ ରହିଛି ଜୁଆଣୀ ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଏହା ପରେ ଆବଶ୍ୟକ ରହିଛି ପାନମଧୁରୀ ଯାହା ଦ୍ଵାରା ହଜମ କ୍ରିୟା ଠିକ ଭାବେ ହୁଏ ।

ଆପଣ ଚାହିଁଲେ ଏଥିପାଇଁ କଳା ଲୁଣ ବା ସେନ୍ଧା ଲୁଣ ଆଡ କରିପାରିବେ । ଶେଷ ସାମଗ୍ର୍ୟ ହେଉଛି ଜୀରା ଯାହା ଗ୍ଯାସ ସମସ୍ୟା ଦୂର କରିବାରେ ସାହାଜ୍ଯ କରିଥାଏ । ପ୍ରଥମେ ଏକ ପ୍ୟାନ ନେଇ କାଟି ରଖିଥିବା ହରିଡା ଆଉ ଏକ ଚାମଚ ଜୀରା ପକାନ୍ତୁ । ଏହା ପରେ ଏକ ଚାମଚ ଜୁଆଣୀ ମିଶାନ୍ତୁ । ଏହା ପରେ ଆପଣ ଏହାକୁ ବ୍ରାଉନ ରଙ୍ଗ ହେବ ଯାଏଁ ହାଲକା ଭାଜନ୍ତୁ । ଏହା ଭାଜି ହେବା ପରେ ଆପଣ ଏହାକୁ ଥଣ୍ଡା ହେବାଉ ଛାଡନ୍ତୁ ।

ଏହା ପରେ ଏକ ଚାମଚ ପାନମଧୁରୀ ଓ ସ୍ଵାଦ ଅନୁଯାୟୀ ଅଧ ଚାମଚ କଳା ଲୁଣ ପକାନ୍ତି ଏକ ପାତ୍ରରେ ଭାଜିଥିବା ୩ର୍ଟି ସାମଗ୍ରୀ ର ଭଲ ଭାବେ ପାଉଡର ରେଡି କରନ୍ତୁ । ଏବେ ଦେଖିବେ ଆପଣଙ୍କର ଗୁଣ୍ଡ ପ୍ରସ୍ତୁତ ହୋଇ ଯାଇଛି । ଏହାର ସେବନ କରିବା ଦ୍ଵାରା ପେଟ ସଫା ହୋଇଯିବ । ଗ୍ଯାସ ଏସିଡିଟି ଭଳି ସମସ୍ଯା ସଂପୂର୍ଣ୍ଣ ଠିକ ହୋଇଯିବ । ଏବେ ଆସନ୍ତୁ ଜାଣିବା ଏହାର ସେବନ କେମିତି କାଟିବା । ଏଥିପାଇଁ ଆପଣ ଏକ ଗ୍ଳାସ ଗରମ ପାଣି ନିଅନ୍ତୁ ।

ଏହା ପରେ ପୂର୍ବରୁ ରଖିଥିବା ପାଉଡର ରୁ ଏକ ଚାମଚ ଆଡ କରି ସେବନ କରି ଆରିବେ । ନଚେତ ପ୍ରଥମେ ଆପଣ ପାଉଡର କୁ ଖାଇ ଗରମ ପାଣିରେ ସେବନ କରି ପାରିବେ । ଆପଣ ଏହାକୁ ରାତିରେ ଶୋଇବା ପୂର୍ବରୁ ସେବନ କରି ପାରିବେ । ସକାଳୁ ପେଟ ନିଶ୍ଚୟ ସଫା ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button