ଘରେ ଅଛି କି ଲେମ୍ବୁଗଛ ! ତେବେ କରନ୍ତୁ ଏହି ଛୋଟ ଉପାୟ ! ନଚେତ ଘରକୁ ଆସିଥାଏ ବର୍ବାଦୀ
ଆପଣଙ୍କ ଘରେ ଲେମ୍ବୁ ଥିଲେ ହୋଇଯାଆନ୍ତୁ ସାବଧାନ ! ବନ୍ଧୁଗଣ ଘର ବାଡିରେ କୌଣସି ପ୍ରକାର କଣ୍ଟାଜାତୀୟ ବୃକ୍ଷ ରଖିବା ଉଚିତ ହୋଇନଥାଏ । କେବଳ ବେଳଗଛକୁ ଛାଡି ଦେଇ ଅନ୍ୟ କୌଣସି କଣ୍ଟା ଥିବା ଗଛ ବାଡିରେ ରଖିବାକୁ ଅନୁଚିତ ବୋଲି କୁହାଯାଇଥାଏ । ହେଲେ ଯେଉଁ ମାନଙ୍କ ଘର ଆଖପାଖରେ ବା ବାଡିରେ ଲେମ୍ବୁ ଗଛ ରହିଥାଏ । ସେମାନଙ୍କୁ ବାସ୍ତୁ ଅନୁଯାଇ କିଛି ଉପାୟ ମଧ୍ୟ ପାଳନ କରିବାକୁ ପଡିଥାଏ ।
କାରଣ ସେହି ନିୟମ ପାଳନ କରିବା ଦ୍ଵାରା ଘରକୁ କୌଣସି ପ୍ରକାର ମଧ୍ୟ ବିପଦ ଆସିପାରିନଥାଏ । କାରଣ ଅନେକଙ୍କ ଘରେ ଲେମ୍ବୁ ଗଛ ରହିଥିବାର ଦେଖାଯାଇଥାଏ । କାରଣ ଲେମ୍ବୁକୁ ଆମେ ଅନେକ କାର୍ଯ୍ୟ ପାଇଁ ବ୍ୟବହାର କରିଥାଉ । ହେଲେ ଯଦି ଘର ବାଡିରେ ଲେମ୍ବୁ ଗଛ ରଖିଥାନ୍ତି । ତେବେ ଏହି କିଛି ଉପାୟମାନ ମଧ୍ୟ ପାଳନ କରିବାକୁ ନିହାତି ଭାବେ ପଡିବ ।
ବନ୍ଧୁଗଣ ପ୍ରଭୁ ଶନିମହାରାଜାଙ୍କର କୋପଦ୍ରୁଷ୍ଟି ଯେଉଁ ବ୍ୟକ୍ତି ଉପରେ ପଡିଯାଇଥାଏ । ସେହି ବ୍ୟକ୍ତି ଉପରେ ଶନି ଦଶା ପଡିଥାଏ ବୋଲି କୁହାଯାଇଥାଏ । ଯେଉଁ ବ୍ୟକ୍ତି ଉପରେ ଶନି ଦଶା ପଡିଥାଏ । ସେହି ବ୍ୟକ୍ତିର କିଛି ମଧ୍ୟ ଉନ୍ନତି ହୋଇପାରିନଥାଏ । ତେବେ ଯେଉଁ ମାନେ ଏହି ଉପାୟର ପାଳନ କରିଥାନ୍ତି । ସେମାନେ ନିହାତି ଭାବେ ଶନିମହାରାଜାଙ୍କ କୋପରୁ ମୁକ୍ତି ପାଇପାରିଥାନ୍ତି ।
ବନ୍ଧୁଗଣ ଯଦି ଆପଣଙ୍କ ଘରେ ଲେମ୍ବୁ ଗଛଟିଏ ଥାଏ । ତେବେ ସେହି ଲେମ୍ବୁ ଗଛର ପ୍ରତ୍ଯେକ ମାସର ପ୍ରଥମ ଶନିବାରରେ ଆପଣ ଗୋଟିଏ ଲେମ୍ବୁ ତୋଳି ଆଣନ୍ତୁ । ଯଦି ଆପଣଙ୍କ ବାଡିରେ ଲେମ୍ବୁ ଗଛ ନଥାଏ । ତଥାପି ମଧ୍ୟ ଆପଣ ମାର୍କେଟରୁ ଲେମ୍ବୁ ଆଣି ଏହି ଉପାୟଟିକୁ କରି ପାରନ୍ତି ।
ତେବେ ଏହି ଉପାୟ ପାଇଁ ଆପଣଙ୍କୁ 3 ଟି ଲେମ୍ବୁ ଓ 7 ଟି ଲଙ୍କା, ଖଣ୍ଡେ ହଳଦୀ ର ଆବଶ୍ୟକତା ପଡିବ । ତାପରେ ଲେମ୍ବୁ ଓ ଲଙ୍କାକୁ ଭଲ ଭାବେ ଗୁନ୍ଥି ଦିଅନ୍ତୁ । ତାପରେ ସେହି ଗୁନ୍ଥା ଯାଇଥିବା ଲେମ୍ବୁ ଓ ଲଙ୍କାକୁ ଆଣି ଘରର ମୁଖ୍ୟଦ୍ଵାରର ସାମ୍ନାରେ ଟାଙ୍ଗୀ ଦିଅନ୍ତୁ । ପ୍ରତ୍ଯେକ ମାସର ପ୍ରଥମ ଶନିବାର ଦିନ ଯେମିତିକି ସବୁ ଲୋକଙ୍କ ନଜର ସେହି ଗୁନ୍ଥା ଯାଇଥିବା ଲେମ୍ବୁ ଓ ଲଙ୍କା ଉପରେ ପଡ଼ିପାରୁଥିବ ।
ତେବେ ଆପଣ ଏହି ଉପାୟ କରିବା ପରେ ଆପଣଙ୍କ ଉପରେ ଥିବା ସବୁ ଶନିଦୋଷ କତିଯାଇଥାଏ । ଆପଣଙ୍କ ଘରର ଉନ୍ନତି ହେବାକୁ ଲାଗିବ ।