କଂଗ୍ରେସରେ ଜନ ଅଧିକାର ପାର୍ଟିର ବିଲୟ: ପପୁ ଯାଦବଙ୍କ କଇଁଚି ଏବେ ହାତରେ – Kalinga News
[ad_1]
ପାଟନା: ବିହାରରେ ବଡ଼ ଧରଣର ରାଜନୈତିକ ମିଶ୍ରଣ ଘଟିଛି। ଜନ ଅଧିକାର ପାର୍ଟିର ପ୍ରମୁଖ ପପୁ ଯାଦବ କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ତାଙ୍କ ଦଳର ବିଲୟ କଂଗ୍ରେସରେ ହୋଇଥିବା ଘୋଷଣା କରିଛନ୍ତି। କୁହାଯାଉଛି ସେ ପୂର୍ଣିଆରୁ ଲୋକସଭା ନିର୍ବାଚନ ଲଢ଼ିବେ। ପପୁ ୫ ଥର ଲୋକସଭା ସାଂସଦ ରହିଛନ୍ତି। ସେ ବିହାରର ଜଣେ ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣା। ସେ ୧୯୯୧, ୧୯୯୬, ୧୯୯୯, ୨୦୦୪ ଏବଂ ୨୦୧୪ରେ ସାଂସଦ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
BIG BREAKING 🚨
5 times MP & Powerful leader Pappu Yadav to merge his Jan Adhikar Party in Congress today.
He will be contesting Loksabha 2024 from Purnea & can also lead Bihar Congress in upcoming days.
Mega announcement coming soon 🔥 pic.twitter.com/S3Sj8KDisC
— Ankit Mayank (@mr_mayank) March 20, 2024
କଂଗ୍ରେସରେ ଯୋଗ ଦେବା ପୂର୍ବରୁ ପପୁ ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପୁଅ ତେଜସ୍ବୀ ଯାଦବଙ୍କୁ ଭେଟିଥିଲେ। ସେ କହିଥିଲେ ଳାଲୁଙ୍କ ସହିତ ମୋର ରାଜନୈତିକ ସମ୍ପର୍କ ନୁହେଁ ବରଂ ଭାବନାତ୍ମକ ସମ୍ପର୍କ ରହିଛି। ସିମାଞ୍ଚଳ ଏବଂ ମିଥିଳାଞ୍ଚଳରେ ବିଜେପିକୁ ରୋକିବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି।
#WATCH | Patna, Bihar: On his meeting with RJD chief Lalu Prasad Yadav and party leader Tejashwi Yadav, Jan Adhikar Party chief Pappu Yadav says, “…Lalu Yadav and I don’t have political relations, it is completely an emotional tie…Yesterday, all of us sat down together. Our… pic.twitter.com/76UnpeiL8g
— ANI (@ANI) March 20, 2024
[ad_2]