ସକାଳୁ ଖାଲି ପେଟରେ ପିଜୁଳି ପତ୍ର ଖାଇବାର ଫାଇଦା ଜାଣି ଡାକ୍ତର ବି ଆଶ୍ଚର୍ଯ୍ୟ, କରେ ଏହି ସବୁ ଗମ୍ଭୀର ରୋଗକୁ ମୂଳରୁ ଶେଷ
ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପିଜୁଳି ପତ୍ର ୧୫ ରୁ ଅଧିକ ରୋଗକୁ ଠିକ କରିଥାଏ । ଯେମିତି ଦାନ୍ତରେ କଷ୍ଟ, ଗଳାରେ କଷ୍ଟ, ମାଢିରେ କଷ୍ଟ, ବ୍ରଣ ଓ ଡାଇବେଟିସ ଭଳି ବହୁତ ରୋଗରୁ ଏହି ପତ୍ର ଆମକୁ ବଞ୍ଚାଇଥାଏ । ଆଜି ଆମେ ଆପଣ ମାନଙ୍କୁ ପିଜୁଳି ପତ୍ର ଖାଇବା ଦ୍ଵାରା କେଉଁ କେଉଁ ରୋଗ ଭଲ ହୋଇଥାଏ ଏବଂ ମା ଶରୀର ପାଇଁ ପିଜୁଳି ପତ୍ର କେମିତି ଲାଭଦାୟକ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧- ଯେଉଁ ଲୋକ ମାନଙ୍କର ଗଣ୍ଠି ବିନ୍ଧା ଅନେକ ଦିନରୁ ହେଉଛି ସେମାନଙ୍କ ପାଇଁ ପିଜୁଳି ପତ୍ର ବହୁତ ଲାଭଦାୟକ ହୋଇଥାଏ । ଏଥିପାଇଁ ପିଜୁଳି ପତ୍ରକୁ କୁଟି ତାହକୁ ଗରମ କରି ଗଣ୍ଠି ବିନ୍ଧୁଥିବା ଜାଗାରେ ଲଗାଇଲେ ଆରାମ ମିଳିଥାଏ ।
୨- ପିଜୁଳି ପତ୍ରର ସେବନ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଯାଏଁ ସମସ୍ତେ କରିପାରିବେ । ଏହା ଦ୍ଵାରା ପେଟ ରୋଗ ମଧ୍ୟ ଦୂର ହୋଇଥାଏ । ଯେଉଁ ମାନଙ୍କୁ ଡାଇରିୟା ସମସ୍ଯା ରହିଛି ସେମାନଙ୍କ ପାଇଁ ପିଜୁଳି ପତ୍ର ଲାଭଦାୟକ ହୋଇଥାଏ । ଏଥିପାଇଁ ପିଜୁଳି ପତ୍ରକୁ ଏକ କପ ପାଣିରେ ଫୁଟାଇ ଥଣ୍ଡା କରି ସେବନ କରନ୍ତୁ ।
୩- ଅନେକ ଲୋକଙ୍କୁ ସ୍ଵପ୍ନ ଦୋଷ ହୋଇଥାଏ । ଏଭଳି କ୍ଷେତ୍ରରେ ପିଜୁଳି ପତ୍ରର ରସ ବାହାର କରି ସେଥିରେ ମହୁ ମିଶାଇ ଏହାକୁ ନିୟମିତ ଭାବେ ସେବନ କରନ୍ତୁ । ଏହା ଦ୍ଵାରା ସ୍ଵପ୍ନ ଦୋଷ ଦୂର ହେବ ।
୪- ପିଜୁଳି ପତ୍ର ସେବନ ଦ୍ଵାରା ଓଜନ ହ୍ରାସ ପାଇଥାଏ । ପିଜୁଳି ପତ୍ରକୁ ପାଣିରେ ଫୁଟାଇ ସେବନ କରିଲେ ବହୁ ପୁରୁଣା କୋଷ୍ଠ କାଠିନ୍ୟରୁ ମୁକ୍ତି ମିଳିଥାଏ ।
୫- ପିଜୁଳି ପତ୍ରକୁ ବାଟି ଏହାର ରସ ବାହାର କରି ଚିନୀ ଆଡ କରି ସେବନ କରିଲେ ଶରୀରର ଦୁର୍ବଳତା ଦୂର ହୋଇଥାଏ । ପିଜୁଳି ପତ୍ରର ରସ ଲିଭରରୁ ଖରାପ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ ।
୬- ପିଜୁଳି ପତ୍ର ସେବନ ଦ୍ଵାରା ଖରାପ କୋଲେଷ୍ଟ୍ରୋଲ ମଧ୍ୟ ଦୂର ହୋଇଥାଏ । ପିଜୁଳି ପତ୍ରର ରସ ସେବନ କରିଲେ ପାଚନ ତନ୍ତ୍ର ଠିକ ରହିଥାଏ ।
୭- ଦାନ୍ତରେ କଷ୍ଟ, ଗଳାରେ କଷ୍ଟ, ମାଢି ଫୁଲିବା ଆଦି ରୋଗରେ ପିଜୁଳି ପତ୍ରର ରସ ସେବନ କରିବା ବହୁତ ଲାଭଦାୟକ ହୋଇଥାଏ । ଡେଙ୍ଗୁ ଜ୍ଵର କମ କରିବାରେ ପିଜୁଳି ପତ୍ରର ରସ ବହୁତ ସହାୟକ ହୋଇଥାଏ ।
୮- ପିଜୁଳି ପତ୍ର ସେବନ କରିବା ଦ୍ଵାରା ସ୍କିନରେ ବ୍ରଣ ବା ଦାଗ ଜାଗାରେ ଲଗାଇଲେ ଏହା ଦୂର ହୋଇଥାଏ । କେଶ ଝଡିବା ବନ୍ଦ କରିବା ପାଇଁ ପିଜୁଳି ପତ୍ରର ରସ ବହୁତ ଲାଭଦାୟକ ହୋଇଥାଏ ।
୯- ଏକ ରିସର୍ଚରୁ ଜଣା ପଡିଛି ପିଜୁଳି ପତ୍ର ରକ୍ତ ଶର୍କରକୁ କମ କରିଥାଏ । ଯାହା ଦ୍ଵାରା ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ । ଅଧ କପାଳୀ ବିନ୍ଧା ପାଇଁ ସୂର୍ଯ୍ୟ ଉଦୟ ପୂର୍ବରୁ ପିଜୁଳି ପତ୍ରର ଲେପ କରି ମୁଣ୍ଡରେ ଲଗାଇଲେ ବହୁତ ଆରାମ ମିଳିବ ।