ଅପରାଧ

ଟିଟିଲାଗଡ଼ ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର – Kalinga News

[ad_1]

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା  ଟିଟିଲାଗଡ଼ ଉପକାରାଗାରରୁ ୨ବିଚାରାଧୀନ କଏଦୀ ଫେରାର ହେଇଥିବାର ଖବର ମିଳିଛି। ହତ୍ୟା ଅଭିଯୋଗରେ ୨ବର୍ଷ ହେଲା ଜେଲରେ ଥିବା ଦୁଇ ଅଭିଯୁକ୍ତ ଶୋଭାବନ ରଣା ଓ ସୁମିତ ବିହାରୀ କାରାଗାର ପାଚେରୀ ଡେଇଁ ଫେରାର ହୋଇଯାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button