ରାଜନୀତି

ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ବ – Kalinga News

[ad_1]

ଭୁବନେଶ୍ବର: ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଶୀର୍ଷ ନେତୃତ୍ବ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି। ଏଆଇସିସି ପକ୍ଷରୁ ଶ୍ରୀ ହରିଚନ୍ଦନଙ୍କୁ କଂଗ୍ରେସ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି ଦିଆଯାଇଛି। ଏହାସହ ମିଡିଆ ସହ ଉପଯୁକ୍ତ ଯୋଗାଯୋଗ, ସୋସିଆଲ ମିଡିଆ, ୱାର ରୁମ୍, ପ୍ରଗମନ ଓ ରାଜନୈତିକ କାର୍ଯ୍ୟକ୍ରମ କଥା ମଧ୍ୟ ସେ ବୁଝିବେ। ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କ ଦସ୍ତଖତରେ ଏହି ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି। ଉଲ୍ଲେଖ ଯେ ଶ୍ରୀ ହରିଚନ୍ଦନ ଓଡ଼ିଶାରେ ଗଠନ ହୋଇଥିବା ଇଣ୍ଡିଆ-ମେଣ୍ଟ ଓଡ଼ିଶାର ମଧ୍ୟ ଆବାହକ ରହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button