ରାଜ୍ୟ

ବାଇକକୁ ଧକ୍କା ଦେଲା କାର୍, ୨ ମୃତ – Kalinga News

[ad_1]

କଳାହାଣ୍ଡି (କେନ୍ୟୁଜ): କାର୍-ବାଇକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଗଲା ୨ ଜୀବନ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଆର୍ଟିଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆକାଳରେ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ। ଜୁନାଗଡ଼ ଥାନା ନକଟିଗୁଡାରୁ ଭୋଜିଖାଇ ଦୁଇ ବାଇକ ଆରୋହୀ ଫେରୁଥିଲେ । ଏତିକିବେଳେ ଧର୍ମଗଡରୁ ଭବାନୀପାଟଣା ଯାଉଥିବା ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା ।

The post ବାଇକକୁ ଧକ୍କା ଦେଲା କାର୍, ୨ ମୃତ appeared first on KNews Odisha.

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button