ରାଜନୀତି

ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ୯୦ଟି ଆସନ ଜିତିବ: ପବନ ଖେରା – Kalinga News

[ad_1]

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗସ୍ତ ପୂର୍ବରୁ କଂଗ୍ରେସର ପ୍ରଶ୍ନ।  ରାଜଧାନୀରେ ମିଡିଆ ସେଲ ଚେୟାରମ୍ୟାନ ଏଆଇସିସି ପବନ ଖେରା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଓଡ଼ିଶାରେ ମୋଦୀଙ୍କୁ ସ୍ୱାଗତ, ହେଲେ ଓଡ଼ିଶା ଆସି ପ୍ରଶ୍ନର ଉତ୍ତର ଦିଅନ୍ତୁ ପ୍ରଧାନମନ୍ତ୍ରୀ। ଦଳ ପ୍ରଶ୍ନ କରିଛି ଚିଟଫଣ୍ଡ ସ୍କାମର କ’ଣ ହେଲା? ଖଣି ଦୁର୍ନୀତି ହେଲା କ’ଣ ହେଲା । ଜଙ୍ଗଲ, ଜମି, ଜଳ ଦୁର୍ନୀତି କଥା କ’ଣ ହେଲା ବୋଲି ଦଳ ପ୍ରଶ୍ନ କରିଛି।

ଏଥି ସହ ପବନ ଖେରା କହିଛନ୍ତି,  ଆଗାମୀ ନିର୍ବାଚନରେ ରାଜ୍ୟବାସୀ ପରିବର୍ତ୍ତନ ଚାହାଁନ୍ତି। କଂଗ୍ରେସର ଭୋଟ୍ ପ୍ରତିଶତ ୩୦ରୁ ୩୫ ପ୍ରତିଶତ ବୃଦ୍ଧି ପାଇବ। ଲୋକସଭାରେ ୧୦ରୁ ୧୨ଟି ସିଟ୍ ହାତେଇବ ଦଳ। ଏଥର ବିଧାନସଭାରେ ଦଳ ୯୦ଟି ଆସନ ଜିତିବ ବୋଲି କହିଛନ୍ତି ପବନ ଖେରା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button